ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ବନ୍ଧୁଗଣ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତାହାଲେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ତେବେ ସେହି ଭିଡ଼ିଓ ଦେଖାଯାଇଛି ଯେ ଓଡିଶା ର ଏହି କିଛି ଦିନ ହେବ ବେଶ ଚର୍ଚ୍ଚା ରହିଥିବା ହନିଟ୍ରାପ କୁଇନ ବା ବ୍ଲାକମେଲର ଅର୍ଚ୍ଚନା ନାଗ ନାଗ ଙ୍କ ନା ରେ ଏକ ସୁନ୍ଦର କବିତା ଟି ଲେଖି ତାକୁ ସୁନ୍ଦର ଭାବରେ, ସ୍ୱର ତାଳ କଣ୍ଠ ଲଗାଇ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ଶଙ୍କର ଓମ ଶରଣ | ତେଵେ ଶଙ୍କର ଓମ ଶରଣ ତାଙ୍କର ଏହିସବୁ ଗୀତ କୁ ନେଇ ସେ ଆଗରୁ ମଧ୍ୟ ଚର୍ଚ୍ଚା ଅଛନ୍ତି |
ତେବେ ପୁଣି ଥରେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କୁ ନେଇ ଏକ ସୁନ୍ଦର କବିତା ଟିଏ ଲେଖିଛନ୍ତି ଶଙ୍କର ଓମ ଶରଣ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ଦେଖିବାକୁ ମିଳିଛି କି ଏହି କବିତା ମାଧ୍ୟମ ଅର୍ଚ୍ଚନା ନାଗ ଙ୍କ ସହିତ ଥିବା ସମସ୍ତ ନେତା ମନ୍ତ୍ରୀ ଙ୍କ କଥା କୁ ବର୍ଣ୍ଣନା କରିଛନ୍ତି | ତାପରେ ସେ ଗୀତ ର ନା ରଖିଛନ୍ତି ଅର୍ଚ୍ଚନା ନାଗ ର ରଙ୍ଗୀନ ଚିଠି ‘” ଏହି ଗୀତ ମାଧ୍ୟମ ରେ ଅର୍ଚ୍ଚନା ନାଗ ଙ୍କ ସହିତ ଜଡିତ ସମସ୍ତ ନେତା ମନ୍ତ୍ରୀ ଙ୍କୁ ଉଲ୍ଲେଖ କରି ସୁନ୍ଦର ଭାବରେ ଏହି ଗୀତ ଟିକୁ ଗାଇଛନ୍ତି ଶଙ୍କର ଓମ ଶରଣ |
ଆଉ ଯାହା ଦେଖିବାକୁ ମିଳିଛି କି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କର ଗୀତ ଭାଇରାଲ ହେବା ଓ ବିବାଦ ହେବା ପରେ ଶଙ୍କର ଙ୍କର ଏହି ଗୀତ ସମସ୍ତଙ୍କୁ ପସନ୍ଦ ଆସିଛି |ତେବେ ଶଙ୍କର ଓମ ଶରଣ ଙ୍କର ଏହିଭଳି ଭାବରେ ଗୀତ ଟିକୁ ଲୋକ ମାନେ ବେଶ ପସନ୍ଦ କରିବା ସହିତ ଅର୍ଚନା ଙ୍କ ଘଟଣା ସହିତ ଏହି ଗୀତ ର ସାମଞ୍ଜସ୍ୟ ରହିଛି ବୋଲି କୁହାଯାଇଛି | ଆଉ ଅର୍ଚନା ଙ୍କ ଘଟଣା କୁ ନେଇକି ଗୀତ ଟି ବେଶ ଲୋକ ପ୍ରିୟତା ହାସଲ କରିଛି |ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ର କିଛି ସମୟ ପରେ ଏହାକୁ ଲୋକମାନେ ଦେଖି ବେଶ ପ୍ରଶଂସା କରିଥିବା କୁହାଯାଇଛି | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।