ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ଏକ ରିୟାଲିଟି ଶୋ ଭିଡ଼ିଓ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଥିବା ର ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ବେଳେ ଏଥିରେ ତିନି ଜଣ ଜଣା ଶୁଣା କଳାକାର ଜର୍ଜ ଭାବେ ନିୟାଜିତ ଅଛନ୍ତି | ଆଉ ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଏହି ମହା ମଞ୍ଚ ରେ ନିଜର ଡାନ୍ସ ର ଝଲକ ଦେଖାଇ ସମସ୍ତଙ୍କ ମନ ଜିତି ପାରିଛନ୍ତି ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ସୁଜାତା ଆଉ ନିଜ ଭିତରେ ଥିବା ପ୍ରତିଭା ର ପ୍ରକାଶ ମଧ୍ୟ କରିବାକୁ ଲାଗିଛନ୍ତି ଏହି ମହା ମଞ୍ଚ ରେ ତେବେ ଏହି ରିୟାଲିଟି ଶୋର ପ୍ରଥମ ରାଉଣ୍ଡ ଭାଗ ନେଇଥିବା ସୁଜାତା ପରିଡା ଙ୍କ ଡ୍ୟାନ୍ସ କୁ ଜର୍ଜ ମାନେ କିପରି ଉପଭୋଗ କରିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ବନ୍ଧୁଗଣ ଓଡିଶା ଟେଲିଭିଜନ ରେ ନୂଆ କରି ଆରମ୍ଭ ହେଇଥିବା ସମ୍ପୂର୍ଣ ଲଷ୍ମୀ ରିୟାଲିଟି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ଗୃହିଣୀ ମାନଙ୍କୁ ନେଇ ଆରମ୍ଭ ହେଇଥିବା ବେଳେ ଏହି ରିୟାଲିଟି ଶୋ କୁ ବିଭିନ୍ନ ଗୁଣୀ ଜ୍ଞାନୀ ଲୋକମାନେ ଅତିଥି ହେଇ ଆସିଥାନ୍ତି | ତେବେ ଏହି ଶୋ ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଳାକାର ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ଏହି ଶୋ ରେ ସୁଜାତାଙ୍କୁ ପ୍ରଥମେ କିଛି ପ୍ରଶ୍ନ ପଚାରିଥିଲେ ଜର୍ଜ ମାନେ |
ଆଉ ଯାହା କୁହାଯାଉଛି କି ତାଙ୍କର କଥା ରେ ଓ ଡ୍ୟାନ୍ସ ଦେଖି ସେଠାରେ ଜର୍ଜ ମାନେ ଓ ଲୋକମାନେ ଖୁସି ହେବା ସହିତ ତାଙ୍କର ଏହି ସୁନ୍ଦର ଡ୍ୟାନ୍ସ କୁ ଉପଭୋଗ କରିଥିଲେ ଏହିପରି ଜଣେ କଳାକାର ଯିଏ ଆମ ଓଡିଶା ର ଗର୍ବ ଓ ଗୌରବ ବୋଲି କହିଥିଲେ |ତେବେ ଏହି ରିୟାଲିଟି ଶୋ କୁ ସୁଜାତା ତାଙ୍କ ଶାଶୂ ଙ୍କ ସହିତ ଆସିଥିଲେ ବୋଲି କହିଥିଲେ | ତେବେ ସେ ଏକଥା ମଧ୍ୟ କହିଥିଲେ ଯେ ଯେଉଁ ମହିଳା ମାନେ ଘରେ ଅଛନ୍ତି ଓ ଯେଉଁମାନଙ୍କର ଇଚ୍ଛା ଥିଲେ ମଧ୍ୟ ଏହିପରି ମଞ୍ଚ କୁ ଆସିପାରୁନାହାନ୍ତି ସେମାନେ ଆସନ୍ତୁ ଓ ଏହି ମଞ୍ଚ ରେ ରହି ଅନ୍ୟ ପାଇଁ ଉଦାହରଣ ସାଜନ୍ତୁ ବୋଲି କହିଥିଲେ |
ତେବେ ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ ଏହା ପରେ ସେ ଏକ ସୁନ୍ଦର ଓଡ଼ିଆ ଭଜନ ଗୀତରେ ସୁନ୍ଦର ଭାବରେ କରିଥିଲେ ତାଙ୍କର ଡ୍ୟାନ୍ସ ଦେଖି ସେଠାରେ ଉପସ୍ଥିତ ଥିବା ଆପଣଙ୍କ ପ୍ରିୟ ଜର୍ଜ ଜୀନା ସାମଲ ତାଙ୍କ ସହିତ ଡ୍ୟାନ୍ସ କରିବା ରେ ନଜର ଆସିଥିଲେ | ଏହା ସହିତ ତାଙ୍କର ଏହି ଡ୍ୟାନ୍ସ ରେ ଖୁସି ହେଇ ଅନ୍ୟ ଜର୍ଜ ମାନେ ମଧ୍ୟ ତାଙ୍କୁ ଆଗକୁ ଯିବାକୁ ଟିକେଟ ପ୍ରଦାନ କରିଥିଲେ | ଆଉ ସିଦ୍ଧାର୍ଥ ଟିଭି ର ଏହି ଭଳି ପ୍ରୟାସ ଫଳରେ ଆଜି ଏଭଳି ସୁଯୋଗ ପାଇପାରିଛନ୍ତି ମହିଳା ମାନେ ଆଉ ନିଜର ପ୍ରତିଭା କୁ ଦେଖାଇ ଜୀବନରେ ଆଗକୁ ବଢିବାର ସୁଯୋଗ ମଧ୍ୟ ପାଇପାରିଛନ୍ତି | ଯାହା ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।