ଦେଖନ୍ତୁ ଭିଡ଼ିଓ : Live ମର୍ଡର ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….
ମଣିଷ କ୍ରୋଧ ରେ ଅନେକ ସମୟରେ ଏମିତି କିଛି କାର୍ଯ୍ୟ କରି ବସିଥାଏ , ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ କଷ୍ଟ ଭୋଗ କରିବାକୁ ପଡିଥାଏ । ତେବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ରାଗ ଏମିତି ହେଲା ଯେ ନିରୀହ କୁକୁରକୁ ହତ୍ୟା କଲେ । ଅତି ନିର୍ମମ ଭାବରେ ଧାରୁଆ ଅସ୍ତ୍ର ରେ ହାଣି ଚାଲିଲେ , ବେଳେ ବେଳେ ଏଭଳି ପଶୁ ଠାରୁ ମଧ୍ୟ ହୀନ ହୋଇଯାଉଛି … Read more