Swastik Tv News Odisha

Avoca Lake Surfing ଏମିତି ଦୃଶ୍ୟ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Shocking ଭିଡ଼ିଓ

0

ବନ୍ଧୁଗଣ ଏହା ନିଶ୍ଚିତ ଭାବରେ ସତ ଯେ, ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଘଟଣା ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ।

ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।ମଣିଷ ବେଳେବେଳେ ଏମିତି କିଛି ଘଟଣା ବା ପରିସ୍ଥିତି କୁ ସାମ୍ନା କରିଥାଏ ଯାହା ସେହି ସମୟରେ ଥିବା ଉପସ୍ଥିତ ବୁଦ୍ଧିକୁ ଉଡ଼ାଇ ଦେଇଥାଏ।ସେହି ଘଟଣାର ଭୟାବହତା ବାସ୍ତବିକ୍ ଭାବରେ କଷ୍ଟ ଦାୟକ ହୋଇଥାଏ। ଫଳରେ ଆମେ ହଠାତ୍ ବିଚଳିତ ହୋଇ ପଡ଼ିଥାଉ। ଅନେକ ସମୟ ରେ ଅନେକ ଏମିତି ଭୟଙ୍କର ସ୍ଥିତି ର ସାମ୍ନା କରିବାକୁ ମଣିଷକୁ ପଡ଼ିଥାଏ।ଦୈନନ୍ଦିନ ଜୀବନରେ ଆମେ ଅନେକ ଘଟଣା ସଂସ୍ପର୍ଶରେ ଆସିଥାଉ।କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।

କାରଣ ଏହା ସାଧାରଣତଃ ଭୟାନକ ବା ଭୟଭୀତ କରିବା ଭଳି ହୋଇଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ମଣିଷ କିପରି ଭାବରେ ଏପରି ଘଟଣାରେ ପ୍ରତିକ୍ରିୟା ଶିଳ ହୋଇ ଯାଇଥାଏ ତାହା ଏଭଳି ଘଟଣା ରେ ଦେଖିବାକୁ ମିଳିଥାଏ। କିଛି ଘଟଣା ହଠାତ୍ ଏମିତି ଘଟିଯାଏ ଯେ ଆମେ ସେ ବିଷୟରେ ଭାବିବା ପାଇଁ ମଧ୍ଯ ସମୟ ପାଇ ନଥାଉ।ସେହିପରି ଆମେ କହିବାକୁ ଯାଉଥିବା ଘଟଣାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ୟ୍ଯ କରିବ ନିଶ୍ଚିତ। ଏହା ହେଉଛି ଏକ ଲେକ୍ ରେ ଲୋକମାନେ ସର୍ଫିଂ କରୁଥିବା ସମୟର ଦୃଶ୍ୟ।

ପାଣିର ତରଙ୍ଗ ରେ ଯେଉଁଭଳି ଭାବରେ ଲୋକମାନେ ସର୍ଫିଙ୍ଗ କରୁଛନ୍ତି ତାହା ଯେତିକି ରୋମାଞ୍ଚକ ସେତିକି ଭୟଭୀତ କରିବା ଭଳି ଅଟେ। ଏହାକୁ ଦେଖିଲେ ଆପଣ ବି ଏହାର ମଜା ନେବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ହେଉଛି ଅଷ୍ଟ୍ରେଲିଆ ର ଆଭୋକା ଲେକ ସର୍ଫିଂ ର ଦୃଶ୍ୟ। ଏଠାରେ ଅନେକ ସଂଖ୍ୟାରେ ଲୋକେ ଏହିଭଳି ପାଣିରେ ଖେଳିବାକୁ ମଜା ନେବାକୁ ଆସିଥାନ୍ତି। କିନ୍ତୁ ଏହି ଭିଡିଓ ଏମିତି ପ୍ରକାରର ଯାହାକୁ ଯିଏ ବି ଦେଖୁଛି ସେ ଭୟଭୀତ ହୋଇ ଯାଉଛି। ତେବେ ଏହା କିପରି ଦୁଃସାହସିକ କାର୍ଯ୍ୟ ବୋଲି ଅନେକ ଜଣ ତାଙ୍କ କମେଣ୍ଟରେ ଲେଖିଛନ୍ତି।

 

Leave A Reply

Your email address will not be published.