OMG ! ଗାଉଁଲି ଝିଅ କଲା ଚମତ୍କାର… ଭିଡ଼ିଓ ନ ଦେଖିଲେ ବିଶ୍ୱାସ ହେବନି….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |କିନ୍ତୁ ଯେତେବେଳେ ନାଚ ଆଉ ଗୀତ ର ଭିଡ଼ିଓ ମାନ ଆମ ସାମ୍ନା କୁ ଆସିଥାଏ ତାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ବୋଲି କୁହାଯାଉଛି | ତେବେ ବିଭିନ୍ନ ନାଚ ଗୁଡିକ ମଧ୍ୟରୁ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କ ନାଚ ର ଭିଡ଼ିଓ ଆମେ ଦେଖିବାକୁ ପାଇଥାଉ ସେତେବେଳେ ଆହୁରି ଅଧିକ ଖୁସି ହୋଇଥାଉ ବୋଲି କୁହାଯାଉଛି | ଆଉ ସେହି ଡାନ୍ସ କୁ ଦେଖିବା ପାଇଁ ମଧ୍ୟ ଆମ ମାନଙ୍କର ଆଗ୍ରହ ବଢିଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଛୋଟ ପିଲାଟିର ଏହି ଡାନ୍ସ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଡାନ୍ସ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କୁନି କଳାକାର ପୁପି | ତେବେ କୁନି ଝିଅ ଟି ନାଚିଥିବା ସେହି ଲୋକ ପ୍ରିୟ ଗୀତ ଟିର ନାଁ ହେଉଛି “ଯମୁନା ଯିବାକୁ ମୋତେ ହୋଇଛି ମନା ” ଗୀତ ଟି | ଆଉ ଏହିଭଳି ଏକ ସୁନ୍ଦର ଲୋକ ପ୍ରିୟ ଗୀତ ରେ ନିଜର ଡାନ୍ସ ଦେଖାଇବା ସହିତ ଠୁମକା ଲଗାଇବାକୁ ଲାଗିଛନ୍ତି କୁନି ଝିଅ ଜଣଙ୍କ | ତାହା ସହିତ କୁନି ଝିଅ ଟିର ଏହି ଭଳି ଭାବରେ ଅଭିନୟ ସାଙ୍ଗକୁ ଡାନ୍ସ କୁ ଦେଖିବା ପାଇଁ ଲୋକ ମାନେ ମଧ୍ୟ ବେଶ ଆଗ୍ରହୀ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ କୁ ଦେଖିବା ପାଇଁ ସାଧାରଣତଃ ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି | ଆଉ ଭାଇରାଲ ହେଉଥିଲା ଏହି ଭିଡ଼ିଓ ଟିରେ ମଧ୍ୟ କୁନି ଝିଅ ପୁପି ନିଜର ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି | ଆଉ ତାଙ୍କର ଏହି ଭଳି ଡାନ୍ସ କୁ ଦେଖିକି ଲୋକ ମାନେ ମଧ୍ୟ ଛୋଟ ଝିଅ ଟିର ପ୍ରସଂଶା ମଧ୍ୟ କରିବାକୁ ଲାଗି୍ଚ୍ଚାନ୍ତ ବୋଲି କୁହାଯାଉଛି | ଆଉ ଏହି ଗୀତ ସହିତ କୁନି ଝିଅ ଟିର ଡାନ୍ସ ପୋରଫୋମେନ୍ସ କୁ ମଧ୍ୟ ଦର୍ଶକ ମାନେ ଆନନ୍ଦ ର ସହିତ ଉପଭୋଗ କରୁଛନ୍ତି ବୋଲି କୁହାଯାଉଛି |

କୁନି ଝିଅ ଟି ମଧ୍ୟ ମଞ୍ଚ ଉପରେ ଏହି ଗୀତ ର ତଳେ ତଳେ ମଜି ଯାଇଛି ଓ ଡାନ୍ସ ମଧ୍ୟ କରିବାକୁ ଲାଗିଛି ତାଳ ରେ ତାଳ ଦେଇକି | ଯାହାକୁ ଦେଖିଵା ପରେ ଲୋକ ମାନେ କୁନି ଝିଅ ଟିର ଏହିଭଳି ଡାନ୍ସ କୁ ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment