B ନାମ ଥିବା ବ୍ୟକ୍ତି ନିଶ୍ଚିତ ଦେଖନ୍ତୁ ଜାଣନ୍ତୁ ଭୟଙ୍କର କଥା – Life Style

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ନିୟମ ମାନ ରହିଥାଏ |ଆଉ ଯାହା ଆମର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ |କୁହାଯାଏ କି ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ଵିଧି ଆଉ ଚଳନ ଫଳରେ ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ | ବ୍ୟକ୍ତି ମାନଙ୍କର ନାମ ର ପ୍ରଥମ ଅକ୍ଷରରେ ମଧ୍ୟ ଅନେକ ମହତ୍ୱ ରହିଥାଏ ଯାହାକୁ ଦେଖିକି ଆମେ ମାନେ ବ୍ୟକ୍ତି ମାନଙ୍କ ର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ ଜାଣି ପାରିବା ଭଳି କିଛି କଥା ରହିଛି | ତାହେଲେ ଆଜି ଆମେ ଆଲୋଚନା କରିବା ‘B’ଅକ୍ଷରରେ ବ୍ୟକ୍ତି ମାନଙ୍କ ବିଷୟରେ ସେମାନଙ୍କ ସ୍ଵଭାଵ ଓ ଚରିତ୍ର କେଉଁଭଳି ହୋଇଥାଏ ସମସ୍ତ କଥା ସମ୍ପର୍କ ରେ

‘B’ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-

କୁହାଯାଉଛି କି ଏହି ‘B’ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ବହୁତ ଭଲ ହୋଇଥାଏ | ସେମାନେ ସବୁବେଳେ ନୂଆ ନୂଆ କାର୍ଯ୍ୟ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି | ଆଉ ଗୋଟିଏ କାର୍ଯ୍ୟରେ ଏମାନେ ଲିପ୍ତ ରହିଥାନ୍ତି, ଜୀବନରେ ଆଗକୁ ବଢ଼ିବାରେ ଏମାନଙ୍କର ଇଚ୍ଛା ରହିଥାଏ | ଏହି ବ୍ୟକ୍ତି ମାନେ ସହଜରେ କାହାକୁ ବିଶ୍ୱାସ କରନ୍ତି ନାହିଁ ଯାହା ଫଳରେ ଏହି ଅକ୍ଷରରେ ବ୍ୟକ୍ତି ମାନଙ୍କର ଜୀବନ ରେ ବହୁତ କମ ସାଥି ରହିଥାନ୍ତି ବୋଲି କୁହାଯାଇଛି |ଏହାଛଡା ଏମାନେ ସୁନ୍ଦରତାକୁ ଅଧିକ ପସନ୍ଦ କରିଥାନ୍ତି |ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି, ଆଉ ସେହି ସବୁ ସ୍ଥାନ କୁ ବୁଲି ଯିବା ପାଇଁ ପସନ୍ଦ କରିଥାନ୍ତି |’B’ଅକ୍ଷରରେ ଥିବା ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି କିନ୍ତୁ ନିଜର କ୍ରୋଧ କୁ ଲୁଚାଇ ପାରନ୍ତି ନାହିଁ ଯାହା ଫଳରେ ସେମାନେ କ୍ରାଧ ର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି |ଛୋଟ ଛୋଟ କଥା ରେ ମଧ୍ୟ ଏମାନେ ବହୁତ ତର୍କ କରି ପାରନ୍ତି ବୋଲି କୁହାଯାଉଛି |

‘B’ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର କେରିୟର କେମିତି ହୋଇଥାଏ :-

ଏମାନେ ନିଜର କେରିୟର କୁ ନେଇକି ବହୁତ ଚିନ୍ତିତ ରହିଥାନ୍ତି | କିନ୍ତୁ ଚେଷ୍ଟା ପରେ ମଧ୍ୟ ନିଜର ଜୀବନରେ ପଛରେ ରହି ଯାଇଥାନ୍ତି | ଏହାଛଡା ଏମାନେ ନିଜର ସିକ୍ରେଟ କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ | ଏମାନେ ସବୁକାମ ଲୁଚେଇକି କରୁଥିବାରୁ ତାହା ଏମାନଙ୍କୁ ଜୀବନରେ ଆଗକୁ ନେଇ ଯାଇଥାଏ |ଏମାନେ ସବୁ କ୍ଷେତ୍ରରେ ସଫଳତା ଓ ଆଗରେ ରହିଥାଏ |

‘B’ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର ପ୍ରେମ ସମ୍ପର୍କ କେମିତି ହୋଇଥାଏ :-

ଏମାନେ ବହୁତ ଭାବୁକ ସ୍ଵଭାଵ ର ହୋଇଥାନ୍ତି, ଆଉ ଯାହା ଫଳରେ ସେମାନେ ଶୀଘ୍ର ଭଲ ପାଇ ଯାଇଥାନ୍ତି | ତାହା ଛଡା ଏମାନେ ନିଜର ସାଥିରେ ସ୍ଵଭାଵ କୁ ବେଶ ଭଲ ଭାବରେ ପରଖି ପାରନ୍ତି ବୋଲି ମଧ୍ୟ କୁହାଯାଉଛି |ଏମାନେ ଏମାନଙ୍କ ଜୀବନରେ କେବଳ ଜଣଙ୍କୁ ଭଲ ପାଇଥାନ୍ତି |

ତେବେ ଏହା ଥିଲା ‘B’ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କର ସମସ୍ତ ଗୁଣ ବିଷୟରେ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment