ବାବା ଦେଲେ ବଡ ଭୟଙ୍କର ଭବିଷ୍ୟବାଣୀ ! 2023 ରେ ଆଉ ଦୁଇଟି ମୁଣ୍ଡ ଯିବ, ସେମାନେ କିଏ କିଏ ଜାଣି ରଖନ୍ତୁ

ବନ୍ଧୁମାନେ ଅନେକ ସମୟରେ ଆଗାମୀ ଭବିଷ୍ୟତ କୁ ଅନେକ ମତ ଦେଇ ଆସିଛନ୍ତି ଅନେକ ବାବା ମାନେ ।ମାଳିକା ହେଉ ବା ଅନ୍ୟ ଗ୍ରନ୍ଥ ଗୁଡିକରେ ପୃଥିବୀ ଧ୍ୱଂସ ଓ କଳି ଯୁଗର ବିନାଶ ବିଷୟରେ ବର୍ଣ୍ଣିତ ରହିଛି ।ଆଉ ସମୟ ସମୟରେ ଏହି ଗ୍ରନ୍ଥ ଗୁଡିକ ର ବାକ୍ୟ ବି ଧୀରେ ଧୀରେ ବାସ୍ତବରେ ପରିଣତ ହେଉଛି ।ତେବେ ପୁଣି ଶୁଣିବାକୁ ମିଳୁଛି କି ଏହି 2023 ମସିହାରେ 3ଟି ମୁଣ୍ଡ ଯିବ ଯେଉଁଥିରୁ ଗୋଟିଏ ଯାଇ ସାରିଲାଣି ଆହୁରି 2ତା ଯିବ ।ତେବେ ଜଣେ ନାଗା ସମ୍ପ୍ରଦାୟର ବାବା ଏମିତି କଥା କହୁଥିବାର ନଜର ଆସିଛନ୍ତି ।

ତେବେ ସମୟ ଅନୁସାରେ ଦୁନିଆରେ ମଣିଷ ର ବ୍ୟବହାର ଖୁବ ପରିବର୍ତ୍ତନ ହେବାରେ ଲାଗିଛି ।ଆଉ ସେହି ସବୁର ପରିଣାମ ସ୍ୱରୂପ ଦିନକୁ ଦିନ ଦୁନିଆରେ ନାନା ଅଘଟଣ ଘଟିବାରେ ଲାଗିଛି ।ତେବେ ବର୍ତ୍ତମାନ ନାଗା ସମ୍ପ୍ରଦାୟର ଜଣେ ବାବା ଭବିଷ୍ୟତ କୁ ନେଇ ଯେଉଁ କଥା ଜଣାଇଛନ୍ତି ସେଥିରୁ ଜଣା ପଡୁଛି କି ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ ।ବାବା କହିଛନ୍ତି କି ପୂର୍ବରୁ ବହୁତ ଭବିଷ୍ୟତ ବାଣୀ ହେଇଚି ତେବେ ଭଗବାନ ଙ୍କୁ କୃପା ରୁ ସେସବୁ ଟଳି ଯାଇଛି ।ହେଲେ ଏହି 2023 ମସିହାରେ ଧନ ଜୀବନ ଉପରେ ଖୁବ ବଡ଼ ପ୍ରଭାବ ପଡିବ, ସବୁକିଛି ନଷ୍ଟ ହେଇଯିବ ।

ଏହି ମସିହାର ଆରମ୍ଭ ରେ ଗୋଟିଏ ଜୀବନ ଯାଇଛି ଆଗକୁ ଆହୁରି 2ଟି ମୁଣ୍ଡ ଯିବ ଆଉ ଏଥିରେ କୌଣସି ଆଶଙ୍କା ନାହିଁ ।ତେବେ ବେଳ ଥାଉ ଥାଉ ଯଦି ସମସ୍ତେ ସେହି ଭଗବାନ ଙ୍କୁ ଡାକିବେ ତହେଲେ ହୁଏତ ଆଗକୁ ଧନ ଜୀବନ କୁ ନେଇ ଯେଉଁ ବିନାଶ ହେବାର ଥିବ ତାହା ଅଟକି ଯିବ ।ତେବେ ଯେତେବେଳେ ମଣିଷ ଟିଏ ଜନ୍ମ ହେଇଥାଏ ସେ 84 କୋଟି ଯୋୖନି ରେ ଜନ୍ମ ହେଲା ପରେ ଏହି ମଣିଷ ଜନ୍ମ ପାଏ ।ଆଉ ଏହି ମଣିଷ ଜନ୍ମ ହି ଗୋଟିଏ ଜନ୍ମ ଯେଉଁ ଜନ୍ମରେ ମଣିଷ ଏହି ନର୍କ ରୁ ବାହାରି ଭଗବାନ ଙ୍କ ନିକଟରେ ପହଁଚି ମୁକ୍ତି ପାଇଥାଏ ।ଆଉ ଏହି ଜନ୍ମ ଭିତରେ ଯଦି ସେ ଭଗବାନ ଙ୍କୁ ନଡାକିବ ତାହେଲେ ମଣିଷ ଜୀବନ ସାର୍ଥକ ହୀନ ହେଇଯିବ ।

ତେବେ ବାବା ଙ୍କ କହିବା ଅନୁସାରେ ପୁରୀ ମଠଧିକାରୀ ଓ ସାଧୁ ମାନେ ଏକାଠି ମିଶି ପ୍ରାର୍ଥନା କରିବା ଉଚିତ ଯେମିତି ଭଗବାନ ଏହି ନର୍କରୁ ତରିବାର ବାଟ ଦେଖାଇବେ । ସାଧାରଣ ଲୋକମାନେ ହିଂସା ଓ ଅଧର୍ମ ପଥରୁ ବାହାରି ଭଗବାନ ଙ୍କ ପାଇଁ ସମୟ ବାହାର କରିବା ଦରକାର ।ତା ଛଡ଼ା ଆଗାମୀ ଜୀବନ ଓ ଭବିଷ୍ୟତ କେମିତି ଭଲରେ କଟିବ ସେଥିପାଇଁ ଭକ୍ତି ଓ ଆରାଧନା ର ମାର୍ଗ ଅପଣେଇବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment