ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ଗେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଆପଣ ଙ୍କର ମନ ପସନ୍ଦ ର ହିରୋ ଵା ହିରୋଇନ ଙ୍କ ବିଷୟରେ କିଛି ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଅଧିକ ଇଛା ହୋଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଅଲିଉଡ ର ଜଣା ଶୁଣା ସୁପୋରଷ୍ଟାର ତଥା ଚକଲେଟ ହିରୋ ବାବୁ ସାନ ଙ୍କ ବିଷୟରେ କୁହାଯାଇଛି | ତେବେ ବାବୁସାନ ଙ୍କର ଅଭନୟ କେରିୟର ସହିତ ତାଙ୍କର ଲାଇଫ ଷ୍ଟାଇଲ ସମସ୍ତ କଥା ବିଷୟରେ ବର୍ତ୍ତମାନ ଆସନ୍ତୁ ଆଜି ଆମେ ନଜର ପକାଇବା |
ଆପଣ ମାନେ ଅଲିଉଡ ର ଅନେକ ହିରୋ ଆଉ ହିରୋଇନ ମାନଙ୍କୁ ଜାଣିଥିବେ | ତେବେ ବର୍ତ୍ତମାନ ଯିଏ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଧମାଲ ନଚାଇବାକୁ ଲାଗିଛନ୍ତି ସେ ହେଉଛନ୍ତି ଚକଲେଟ ହିରୋ ଆମ ସମସ୍ତଙ୍କର ପ୍ରିୟ ର କଳାକାର ବାବୁସାନ ମହାନ୍ତି | ଆଉ ଯେଉଁଠି କୁହାଯାଉଛି କି ବାବୁ ସାନ ମହାନ୍ତି ତାଙ୍କ ଫ୍ଲିମ କେରିୟର ଭିତରେ ଅନେକ ଓଡ଼ିଆ ଫ୍ଲିମ କରିଛନ୍ତି | ଆଉ ତାଙ୍କ ଅଭିନୟ ରେ କମେଡି ସାଙ୍ଗକୁ ଇମୋସନାଲ ଇ ରୋମାଣ୍ଟିକ ସବୁ ପ୍ରକାରର ଫିଲ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି | ଆଉ ଯେଉଁ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟ କିଣିଛନ୍ତି ବାବୁସାନ ମହାନ୍ତି |
ବାବୁସାନ ଙ୍କର ଜନ୍ମ ଓ ଫେମିଲି :-
ଯାହା କୁହାଯାଉଛି କି ବାବୁସାନ ମହାନ୍ତି ଙ୍କର ଘର ହେଉଛି ବାରିପଦା ରେ କିନ୍ତୁ ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି | 1989 ମସିହା ଜୁଲାଇ 30 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି ଆଉ ତାଙ୍କର ଭଲ ନାଁ ହେଉଛି ତନ୍ମୟ ମହାନ୍ତି | ତାହା ସହିତ ବାବୁସାନ ଙ୍କ ବାପା ଙ୍କର ନାଁ ଉତ୍ତମ ମହାନ୍ତି ହୋଇଥିବା ବେଳେ ନାଁ ଙ୍କର ନାଁ ଅପରାଜିତା ମହାନ୍ତି ଆଉ ସେ ବିବାହ କରିଛନ୍ତି ତୃପ୍ତି ଶତପଥି ଙ୍କୁ ତାଙ୍କର ପୁଅ ମଧ୍ୟ ଅଛନ୍ତି ଆଉ ତାଙ୍କର ନାଁ ଗାୟନ ବୋଲି କୁହାଯାଉଛି | ଏହା ସହିତ ବାବୁସାନ ଙ୍କର ହାଇଟ 5 ଫୁଟ 5 ଇଞ୍ଚ ବେଳେ ୱେଟ 60 | ପାଠ ପଢା ରେ ସେ DAV ପବ୍ଲିକ ସ୍କୁଲ ରେ ପାଠ ପଢିବା ସହିତ KIIT କଲେଜ ରେ ସେ ଶିକ୍ଷକତା କରିଥିଲେ |
ଆଉ ଏକ୍ଟିଂ ସହିତ ବାବୁସାନ ଗୀତ ଗାଇବାକୁ ମଧ୍ୟ ଭଲ ପାଇଥାନ୍ତି ତାହା ସହିତ ମଡେଲର ମଧ୍ୟ ସେ ଜଣେ | ତାହା ବ୍ୟତୀତ 2005 ରେ ” ରୋମୀୟ ଦା ଲଭର ବୟ “ଫ୍ଲିମ ମାଧ୍ୟମରେ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଯାଇଥିଲେ ବୋଲି କୁହାଯାଉଛି | ତାହା ସହିତ ସେ ଫ୍ଲିମ ଆୱାର୍ଡ ମଧ୍ୟ ପାଇଥିଲେ, ଓ ତାହା ବ୍ୟତୀତ ବାବୁସାନ 2022 ରେ ଦମନ ଫ୍ଲିମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି |
ତେବେ ଏହା ଥିଲା ବାବୁସାନ ମହାନ୍ତି ଙ୍କ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।