Swastik Tv News Odisha

Baby Food – ଛୋଟ ପିଲାଙ୍କ ପାଇଁ ଓଜନ ବୃଦ୍ଧି ଖାଦ୍ୟ…

0

ହଁ ଦର୍ଶକ ବନ୍ଧୁ ଆମେ ସବୁବେଳେ ପିଲାମାନଙ୍କ ବିଷୟରେ କିଛି ନା କିଛି ଭାବିଥାଉ ବିଶେଷ କରି କିଛି ମାସ ଆଗରୁ ଜନ୍ମ ହେଇଥିବା ପିଲାଙ୍କ ବିଷୟରେ, ସେମାନେ କେମିତି ହୃଷ୍ଟ ପୁଷ୍ଟ ରହିବେ ଓ ସେମାନଙ୍କ ଓଜନ ବଢିବା ସହିତ କେମିତି ସେମାନଙ୍କ ମସ୍ତିଷ୍କ କିପରି ଉନ୍ନତ ହେବ ତାହା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିଥାଏ, କାରଣ 6 ମାସ ନ ହେବା ପର୍ଯ୍ୟନ୍ତ ଆମେ କୌଣସି ବାହାର ର ଜିନିଷ ପିଲାମାନଙ୍କୁ ଖାଇବା ପାଇଁ ଦେଇ pariba ନାହିଁ ଏହି ସମୟରେ ପିଲାମାନଙ୍କୁ କିଛି ଏମିତି ଖାଦ୍ୟ ଖାଇବାକୁ ଦବା ଦରକାର ଯାହା ଦ୍ୱାରା ପିଲା ର ଓଜନ ବଢିବା ସହିତ ତାହାର ମସ୍ତିଷ୍କ ମଧ୍ୟ ଉନ୍ନତି ଧରଣ ହେଇଥାଏ ବୋଲି କୁହାଯାଉଛି, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କେଉଁ ଖାଦ୍ୟ 6 ମାସ ର ପିଲାଙ୍କୁ ଖାଇବାକୁ ଦବା ଦ୍ୱାରା ପିଲା ହୃଷ୍ଟ ପୁଷ୍ଟ ହେବା ସହିତ ଓଜନ ଓ ମସ୍ତିଷ୍କ ର ମଧ୍ୟ ଉନ୍ନତି ହେଇଥାଏ |

ଦର୍ଶକ ବନ୍ଧୁ ଆମେ ସାଧାରଣତଃ ଶିଶୁ ଟିଏ ଜନ୍ମ ହବା ପରେ ସେ କେମିତି ହୃଷ୍ଟ ଭାବରେ ତା ଜୀବନ କାଟିବ ଓ ମସ୍ତିଷ୍କ ର କିପରି ସଠିକ ବିକାଶ ହେବ ତାହା ପ୍ରତି ଆଗ ଧ୍ୟାନ ଦେଇଥାଉ, କାରଣ ଏହି ସମୟରେ ପିଲାଙ୍କ ପାଇଁ ସଠିକ ପୋଷଣ ଦବା ନିହାନ୍ତି ଆବଶ୍ୟକ, କାରଣ ଏହି ସମୟ ରେ ପିଲାମାନଙ୍କୁ ସଠିକ ପୋଷଣ ଦେଲେ ପିଲା ଟି ହୃଷ୍ଟ ପୁଷ୍ଟ ହେବା ସହିତ ମସ୍ତିଷ୍କ ର ମଧ୍ୟ ବିକାଶ ହେଇଥାଏ ତାହାଲେ ଏହି ସମୟରେ କେଉଁ ଖାଦ୍ୟ 6 ମାସ ର ଶିଶିଙ୍କୁ ଦବା ଆବଶ୍ୟକ ହେଇଥାଏ ତାହା ଜାଣିବା,ଓ ଏହାକୁ କିପରି ପ୍ରସ୍ତୁତ କରିବେ ସେ କଥା ମଧ୍ୟ ଜାଣିବା,

ଆସନ୍ତୁ ଜାଣିବା 6 ମାସ ଶିଶୁ ଙ୍କ ପାଇଁ ଖାଦ୍ୟର ପ୍ରସ୍ତୁତି ଓ ଏହାର ଖାଇବା ପ୍ରକ୍ରିୟା :-

ପ୍ରଥମେ ଗୋଟିଏ ବାଟି ନିୟନ୍ତୁ ସେଥିରେ 3 ରୁ 4 ଟି ପିସ୍ତା ବାଦାମ ନିୟନ୍ତୁ ଓ ଖୋଜୁରୀ ମଧ୍ୟ 3 ରୁ 4 ଟି ନେଇ ସେଥିରୁ ମଞ୍ଜି ବାହାର କରିଦିୟନ୍ତୁ ଓ କିଛି କିସ ମିସ ନିୟନ୍ତୁ ଓ ତାକୁ ଭଲ ଭାବରେ ଧୋଇ ଧୋଇଦିଅନ୍ତ, ଓ ଧୋଇସାରି ତାକୁ 4.5 ଘଣ୍ଟା ଅଳ୍ପ ପରିମାଣ ର ପାଣି ରେ ମିଶାଇ ରଖନ୍ତୁ ତାପରେ ତାକୁ ବାହାର କରନ୍ତୁ ଓ ପିସ୍ତା ବାଦାମ ର ଚୋପା କୁ ବାହାର କରନ୍ତୁ ଓ ସେଥିରେ କିଛି ଚୁଡା ମିଶାନ୍ତୁ ଓ ତାକୁ ଭଲ ଭାବରେ ଅଳ୍ପ ପରିମାଣ ପାଣି ଦେଇ ତାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ ଓ ଏହା ସରିବା ପରେ ଗୋଟିଏ ସସ୍ପେନ ନିୟନ୍ତୁ ଏହି ଗ୍ରାଇଣ୍ଡିଂ ହେଇଥିବା ଖାଦ୍ୟ କୁ,ସେଥିରେ ରଖି ତାକୁ 5 ମିନିଟ ଗରମ କୋରନୁ ଓ ସେଥିରେ ଅଧା ପାଣି ମିଶାଇ 6 ମାସ ର ପିଲାଙ୍କୁ ପ୍ରତେକ ଦିନ ଖାଇବାକୁ ଦିୟନ୍ତୁ |

ଏହା ଥିଲା ପିଲାଙ୍କ ପାଇଁ ଖାଦ୍ୟ ଯାହା ଖାଇବା ଦ୍ୱାରା ପିଲା ର ଓଜନ ବଢିବା ସହିତ ମସ୍ତିଷ୍କ ର ମଧ୍ୟ ବିକାଶ ହେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.