Baby swimming ରେ ଏହି ଛୋଟ ଛୋଟ ଛୁଆ ପାଣିରେ କଲେ କମାଲ….ଏମିତି ଭିଡ଼ିଓ କେବେ ଦେଖି ନଥିବେ…

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। କିଛି ଭିନ୍ନ କାରଣରୁ ଲୋକେ ଏହିଭଳି ଭିଡିଓ କୁ ବେଶ୍ ପସନ୍ଦ କରନ୍ତି ଏବଂ ଏହା ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।

ଏଠାରେ ଏକ ଭିନ୍ନ ଧରଣର ଘଟଣା ଆପଣ ଦେଖିବାକୁ ପାଇବେ। ଯାହା ଆପଣଙ୍କୁ ବହୁତ ଆଶ୍ଚର୍ୟ୍ଯ କରିବ।ଏହା ଏଭଳି ଏକ ଭିଡିଓ ଯାହା ସାଧାରଣ ରେ ଏକ ଆଶ୍ଚର୍ଯ୍ୟର ବିଷୟ ଅଟେ। ଏଭଳି ଘଟଣା ର ଦୃଶ୍ୟ ବହୁତ୍ କମ୍ ଦେଖିବାକୁ ମିଳିଥାଏ। କିଛି ଏଭଳି ଘଟଣାର ଦୃଶ୍ୟ ଦେଖି ଲୋକେ ବହୁତ୍ ଖୁସି ବି ହୁଅନ୍ତି ଆଶ୍ଚର୍ୟ୍ଯ ହେବା ସହିତ। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କଣ ଘଟିଛି। ଏଠାରେ ଦେଖିବାକୁ ମିଳିଛି ଯେ କୁନି ପିଲା ମାନେ ମାଆ ମାନଙ୍କ ସହିତ ସୁଇମିଂ ପୂଲ୍ ରେ ଖେଳୁଛନ୍ତି। ସେମାନେ ନିଜେ ନିଜେ ଏପରି କରୁ ନାହାଁନ୍ତି ବରଂ ତାଙ୍କୁ ଏପରି କରା ଯାଉଚି। ତାଙ୍କର ମାଆ ମାନେ ପିଲା ମାନଙ୍କୁ ପାଣିରେ ଖେଲାଉ ଅଛନ୍ତି।

ଏ ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ଆନନ୍ଦ ଦାୟକ ଏବଂ ମନମୁଗ୍ଧକର ଲାଗୁଛି। କୁନି କୁନି ପିଲା ମାନେ ବହୁତ୍ କ୍ୟୁଟ ଲାଗୁଛନ୍ତି ଓ ସେମାନଙ୍କ ଏପରି କାର୍ଯ୍ଯ ଦେଖି ବହୁତ୍ ଖୁସି ବି ଲାଗୁଛି। ମାଆ ମାନେ ପିଲା ଗୁଡ଼ିକୁ ପାଣିରେ ବୁଡ଼ାଇ ପୁଣି ଉଠି ଆଣୁ ଛନ୍ତି।ଏତେ ସଂଖ୍ୟାରେ କୁନି ପିଲା ଗୁଡ଼ିକୁ ଏପରି ଭାବରେ ଦେଖି ଆପଣଙ୍କୁ ଖୁସି ତ ଲାଗିବ କିନ୍ତୁ ସେମାନେ ଯେଉଁଭଳି ଭାବରେ ପାଣିରେ ଖେଳୁଛନ୍ତି, ଅର୍ଥାତ୍ ତାଙ୍କ ମାନେ ମାନେ ସେମାନଙ୍କୁ ଯେମିତି ପାଣିରେ ବୁଡ଼ାଇ ଦେଉଛନ୍ତି ଏହାକୁ ଦେଖିଲେ ଡର ଲାଗିବା ସ୍ବାଭାବିକ କଥା। କିନ୍ତୁ ପିଲା ମାନେ କୌଣସି ବି ପ୍ରତିକ୍ରିୟା ପ୍ରକାଶ କରୁ ନାହାଁନ୍ତି।

ଏତେ ଛୋଟ ପିଲା ମାନଙ୍କୁ ଏଭଳି ପ୍ରକାରେ ଦେଖି ଡର ଲାଗିବା ସାଙ୍ଗକୁ ଖୁସି ବି ଅନୁଭୂତ ହେଉଛି। ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ ଏହି ପିଲା ଗୁଡିକ କେତେ କ୍ୟୁଟ ହେଇଛନ୍ତି ଆଉ ସେମାନଙ୍କୁ ତାଙ୍କ ମାଆ ମାନେ କିପରି ଭାବରେ ପାଣିରେ ଖେଳାଉ ଅଛନ୍ତି। କୁନି ପିଲା ମାନଙ୍କୁ ଏପରି ଅବସ୍ଥାରେ ଦେଖି ଆପଣ ନିଶ୍ଚିତ ଖୁସି ହେବେ ଏବଂ ଏପରି ଦୃଶ୍ୟକୁ ନିଶ୍ଚିତ ଉପଭୋଗ କରିବେ। ଏହି ଭିଡିଓ ଟି ଲୋକଙ୍କୁ ବହୁତ୍ ଆକର୍ଷିତ କରିଛି ଏହି ଭିଡିଓ କୁ ଏବେ ସୁଦ୍ଧା ସାଢ଼େ ୩ କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି, ଆପଣଙ୍କୁ ବି ଏହି ଭିଡିଓ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment