Jotisha Sastra -ବାଛନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ରାଶି ( Astrology ),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ….

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ରାଶି ହେଉଛି 12 ଟି | ତେବେ ଏହି 12 ଟି ରାଶି ଆପଣ ମାନଙ୍କ ମଧ୍ୟରେ କାହାର ନା କାହା ଜଡିତ ଅଛି | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଏହି ରାଶିରେ ତାହାର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ ବୋଲି କୁହାଯାଏ | ଆଉ ଗ୍ରହ ଓ ନକ୍ଷତ୍ର ର ଚଳନ ଫଳରେ ସେମାନଙ୍କ ର ଭାଗ୍ୟ ଫଳ ରେ ମଧ୍ୟ ବହୁତ ପରିବର୍ତନ ଦେଖିବାକୁ ମିଳିଥାଏ | ତାହେଲେ ଆସନ୍ତୁ ବନ୍ଧୁ ଗଣ ଏହି 12 ଟି ରାଶି ମଧ୍ୟରୁ ଆପଣ ଆପଣଙ୍କ ରାଶି କୁ ବାଛି ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣନ୍ତୁ | ତେବେ ସେହି 12 ଟି ରାଶି ମଧ୍ୟରୁ ସେହି ୩ ଟି ରାଶି ହେଉଛି ଯଥା କ୍ରମେ :-

(1) ମେଷ ରାଶି
(2) ବୃଷ ରାଶି
(3) ମିଥୁନ ରାଶି

1-ମେଷ ରାଶି :-ତେବେ ବନ୍ଧୁଗଣ ଏବେ ଆମେ ଜାଣିବା ସେହି ପ୍ରଥମ ରାଶି ବିଷୟରେ | ତେବେ ମେଷ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ମେଷ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ | ଏହି ରାଶିର ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାନ୍ତି ସେମାନେ ସମସ୍ତ ପରିସ୍ଥିତିର ସାମ୍ନା ବହୁତ ସାହାସର ସହ କରିଥାନ୍ତି | ମେଷ ରାଶିର ଲୋକମାନେ ନିଜର ସମସ୍ତ କାର୍ଯ୍ୟ ସାହସ ସହିତ ପୂରଣ କରିଥାନ୍ତି | ହେଲେ ଏହି ରାଶିର ଲୋକ ମାନଙ୍କ ସହ ମିଶୁ ଥିବା ସମସ୍ତ ମଣିଷ ଏମାନଙ୍କ ଠାରୁ ବହୁତ ସତର୍କ ରହିଥାନ୍ତି କାରଣ ଏହି ଲୋକମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି ଓ ଏମାନେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ପୂରଣ କରିଥାନ୍ତି | ଏହି ରାଶିର ଲୋକ ମାନେ ସବୁବେଳେ କିଛି ଭିନ୍ନ କରିବା ପାଇଁ ଇଛା କରିଥାନ୍ତି । ହେଲେ ଏମାନେ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି ଓ ଏମାନେ ନିଜ ଅପମାନକୁ ସହ୍ୟ କରିପାରି ନଥାନ୍ତି | ଏହି ବ୍ୟକ୍ତି ମାନେ ଉଭୟ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି କରିଥାନ୍ତି |

2-ବୃଷ ରାଶି :-ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ରାଶି ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ବିଷୟରେ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯାହା କୁହାଯାଉଛି କି ଏହି ରାଶିର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି ହେଲେ ଯେତେବେଳେ ଏମାନଙ୍କୁ କ୍ରୋଧ ଆସିଥାଏ ଏମାନେ ସେହି ସମୟରେ କାହାକୁ ବି ମାନି ନ ଥାନ୍ତି | ଏହି ରାଶି ର ବ୍ୟକ୍ତିମାନେ ନିଜର ମଧୁରବାଣୀ ଦ୍ଵାରା ଅନ୍ୟ ଲୋକମାନଙ୍କୁ ବହୁତ ଶୀଘ୍ର ଆକର୍ଷିତ କରିଥାନ୍ତି | ଏହି ରାଶିର ବ୍ୟକ୍ତି ମାନେ ବହୁତ ଧାର୍ମିକ ହେବା ସହିତ ବହୁତ ଦାୟିତ୍ୱବାନ ମଧ୍ୟ ହୋଇଥାନ୍ତି | ସମସ୍ତଙ୍କର ମନକୁ କିଣି ନେବା ଭଳି ଗୁଣ ରହିଥାଏ ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ |

3-ମିଥୁନ ରାଶି :-ତେବେ ଦର୍ଶକ ବନ୍ଧୁ ଏବେ ଆମେ ଜାଣିବା ଶେଷ ରାଶି ବା ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ | ହଁ ଦର୍ଶକ ବନ୍ଧୁ ଏହି ରାଶିର ବ୍ୟକ୍ତି ମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି | ଏମାନେ ସବୁବେଳେ ପରର ଉପକାର କରିବା ସହିତ ଅନ୍ୟର ଅନିଷ୍ଟ କଥା ମଧ୍ୟ ଚିନ୍ତା କରିନଥାନ୍ତି | ହେଲେ ଯେଉଁ ଲୋକ ଏମାନଙ୍କର ଅନିଷ୍ଟ ଚିନ୍ତା କରିଥାଏ ଏମାନେ ସେହି ଲୋକଙ୍କୁ ଛାଡି ନଥାନ୍ତି | ଏମାନେ ନିଜ ପରିବାର ଲୋକଙ୍କ ପାଇଁ ସବୁ କିଛି କରିପାରନ୍ତି ଓ ଏମାନେ ନିଜର ସମସ୍ତ କାର୍ଯ୍ୟକୁ ଦଇତ୍ଵ ପୂର୍ବକ ପୂରଣ କରିଥାନ୍ତି | ଏମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵ ର ମଧ୍ୟ ହେଇଥାନ୍ତି|
ତେବେ ଏହା ଥିଲା 3 ଟି ରାଶିର ଭାଗ୍ୟ ଆଉ ଭବିଷ୍ୟତ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment