ବନ୍ଧୁଗଣ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସମସ୍ତଙ୍କ ଠାରୁ ଅଲଗା ଅଟନ୍ତି, ସମସ୍ତଙ୍କର ଆଚାର ବ୍ୟବହାର ସମସ୍ତଙ୍କ ଠାରୁ ଭିନ୍ନ |ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ଜନ୍ମ ହୋଇଥିବା ବର୍ଷ ମାସ ଅନୁଯାୟୀ ତାଙ୍କର ଚରିତ ଆକଳନ କରାଯାଏ |ଆମେ ଆମର ଭବିଷ୍ୟତ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ଜାତକ ଦେଖି ଜାଣିଥାଉ, ପ୍ରତ୍ୟେକ ବ୍ୟକ୍ତିର ଜାତକରୁ ଜଣାଯାଏ ଆଗକୁ ତାର ଆଚାର ବ୍ୟବହାର କିପରି ହେବ |ମୁଁ ଆଜି ଆପଣକୁ 1980-2000 ମସିହା ଭିତରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଆଚରଣ ବିଷୟରେ |
1-1980 – 1983 ମସିହା
ଏହି ମସିହା ମାନଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟ ଶାଳୀ ହୋଇଥାନ୍ତି, ଏମାନଙ୍କ ପାଖରେ ଏକ ଚୁମ୍ବକୀୟ ଗୁଣ ରହିଥାଏ ଯେଉଁଥି ପାଇଁ ଏମାନେ ସମସ୍ତକର ଅତିପ୍ରିୟ ହୋଇ ପାରନ୍ତି |
2:-1981 -1984 ମସିହା
ଏହି ବ୍ୟକ୍ତିମାନେ ଲଷ୍ମୀବନ୍ତ ହୋଇଥାନ୍ତି,ଏମାନଙ୍କର କେତେବେଳେ ଧନର ଅଭାବ ଦେଖାଯାଏ ନାହିଁ |ଏହି ବ୍ୟକ୍ତିମାନଙ୍କର ବହୁତ ସାଙ୍ଗ ସାଥି ରହିଥାନ୍ତି,ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ସାହସୀ ହୋଇଥାନ୍ତି ଯେକୌଣସି ପରିସ୍ଥିତି ହେଲେ ମଧ୍ୟ୍ୟ ତାହାର ସାମ୍ନା କରିଥାନ୍ତି |
3:-1982 -1985 ମସିହା
ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମେଣ୍ଟାଲି ବହୁତ ଷ୍ଟ୍ରଙ୍ଗ ଥାନ୍ତି, ଏହି ବ୍ୟକ୍ତିମାନେ ସବୁ ସିଚୁଏସନକୁ ସହଜରେ ହେଣ୍ଡେଲ କରିପାରନ୍ତି |ଏମାନେ ଜୀବନରେ ସର୍ବଦା ଖୁସିରେ ରହନ୍ତି, ଏହି ବ୍ୟକ୍ତିମାନେ ବହୁତ ମଧ୍ୟ୍ୟ ସ୍ମାଟ ହୋଇଥାନ୍ତି |
4:-1886 – 1988ମସିହା
ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବିଶ୍ୱାସୀ ଅଟନ୍ତି, ଏମାନେ ସର୍ବଦା ପରଉପକାରୀ ହୋଇଥାନ୍ତି |ଏମାନେ ସବୁ ବ୍ୟକ୍ତିମାନଙ୍କ ଠାରୁ ବହୁତ ଅଲଗା ସ୍ଵଭାବର ହୋଇଥାନ୍ତି |
5:-1987 -1989ମସିହା
ଏହି ବ୍ୟକ୍ତିମାନେ ଦୟାଳୁ ସ୍ଵଭାଵର ହୋଇଥାନ୍ତି, ଏମାନେ ଅନ୍ୟ ବ୍ୟକ୍ତିମାନଙ୍କୁ ଶୀଘ୍ର ମିତ୍ର ବନାଇ ପାରନ୍ତି |ଏହି ବ୍ୟକ୍ତିମାନେ ମିଷ୍ଟ ଭାଷୀ ଅଟନ୍ତି, ସମସ୍ତଙ୍କ ମନ ଏମାନେ ଶୀଘ୍ର ଜିତି ପାରନ୍ତି |ସମସ୍ତଙ୍କ ମନ ବୁଝି ସର୍ବଦା କାର୍ଯ୍ୟ କରିଥାନ୍ତି ଓ ସମସ୍ତଙ୍କୁ ସର୍ବଦା ଖୁସିରେ ରଖନ୍ତି |
6:-1990 -1992ମସିହା
ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସତନ୍ତ୍ର ବିଚାର ସ୍ଵଭାଵର ହୋଇଥାନ୍ତି,ପ୍ରେମ କ୍ଷେତ୍ରରେ ଏମାନେ ସବୁବେଳେ ଆଗରେ ଥାନ୍ତି, କେବେ କାହାକୁ ଭଲପାଇ ଧୋକା ଦିଅନ୍ତି ନାହିଁ |ଏହି ବ୍ୟକ୍ତିମାନେ ସର୍ବଦା ଖୁସିରେ ଥାନ୍ତି |
7:-1991-1993ମସିହା
ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ହାସ୍ୟ ପ୍ରକୃତିର ହୋଇଥାନ୍ତି |ଏମାନେ ରୋମାଣ୍ଟିକ ମଧ୍ୟ୍ୟ ହୋଇଥାନ୍ତି,ସବୁ କ୍ଷେତ୍ରରେ ଏମାନେ ଏକ ହିଁ ସଂଘର୍ଷ କରିଥାନ୍ତି |ନିଜର କାର୍ଯ୍ୟ ସମସ୍ୟାକୁ ଏମାନେ ନିଜେ ହିଁ ସମାଧାନ କରିଥାନ୍ତି |ଏହି ବ୍ୟକ୍ତିମାନେ ବହୁତ ଚତୁର ମଧ୍ୟ୍ୟ ଅଟନ୍ତି |
8:-1994-1996ମସିହା
ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅଧିକ ଭାବାତ୍ମକ ଅଟନ୍ତି,ଏମାନେ ରଚନାତ୍ମକ ମଧ୍ୟ୍ୟ ଅଟନ୍ତି |ଏମାନେ ଜୀବନରେ ସର୍ବଦା ଖୁସିରେ ମଧ୍ୟ୍ୟ ରହିଥାନ୍ତି |
9:-1995-1997 ମସିହା
ଏହି ବ୍ୟକ୍ତିମାନେ ବିଶ୍ୱାସି ପ୍ରକୃତିର ହୋଇଥାନ୍ତି, ଏମାନେ ସମସ୍ତଙ୍କୁ ବହୁତ ଶୀଘ୍ର ମିତ୍ର ବନାଇ ପାରନ୍ତି |
10:-1998-1999ମସିହା
ଏହି ବ୍ୟକ୍ତିମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵର ହୋଇଥାନ୍ତି, ଯାହାକୁ ଭଲପାଆନ୍ତି ତାହା ସହିତ ଜୀବନ ବିତାଇଥାନ୍ତି |
11:-2000
ଏହି ବ୍ୟକ୍ତିମାନେ ସାହସୀ ହୋଇଥାନ୍ତି,ଜୀବନରେ ସାହସର ସହିତ ଆଗେଇ ଚାଲିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।