ଏଥିରୁ ବାଛନ୍ତୁ ଗୋଟିଏ ଫୁଲ ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ Secret କଥା – Life Style

ଦର୍ଶକ ବନ୍ଧୁ ପ୍ରକୃତି ଆମକୁ ବହୁତ କିଛି ଦେଇଛି | ତେବେ ଏହି ପ୍ରକୃତିରୁ ମିଳିଥିବା ଏକ ବଡ଼ ଚମତ୍କାରୀ ଜିନଷ ହେଇଛି ଫୁଲ ଯାହାକୁ ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟ ରେ ବ୍ୟବହାର କରିଥାଉ | ଏହା ବ୍ୟତୀତ ତୋ ଆପଣ ମାନେ ତୋ ଜାଣିଛନ୍ତି ହିନ୍ଦୁ ଧର୍ମ ଫୁଲ ବିନା କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ | ଯେମିତିକି ପୂଜା ହେଉ ବା ବିବାହ ସମସ୍ତ କାର୍ଯ୍ୟ ରେ ଆମେ ଫୁଲ କୁ ହଁ ବ୍ୟବହାର କରିଥାଉ | ତେବେ ଏହି ଫୁଲରେ ଆଉ ଏକ ମହତ୍ୱ ପୂର୍ଣ୍ଣ ଗୁଣ ରହିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହଁ ଆଜ୍ଞା କଣ ଆପଣ ଜାଣିଛନ୍ତି ଏହି ଫୁଲ ହଁ ମଣିଷ ମନ କଣ ଅଛି ତାହା କହିଦେଇ ଥାଏ | ଏହା ବ୍ୟତୀତ ଫୁଲ ଆପଣଙ୍କର ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ କହିଥାଏ | ତାହାଲେ ଆସନ୍ତୁ ବନ୍ଧୁଗଣ ଏଠାରେ ଆମେ 6 ଟି ରଙ୍ଗ ଭିନ୍ନ ଭିନ୍ନ ଫୁଲ ବିଷୟରେ କହିବୁ ଯାହା ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବୁ |

ଯେମିତି ଆପଣ ଜାଣିଛନ୍ତି ଆମ ପୃଥିବୀ ରେ ବିଭିନ୍ନ ପ୍ରକାର ର ଫୁଲ ରହିଛି | ତେବେ ବିଭିନ୍ନ ପ୍ରକାର ଫୁଲ ମଧ୍ୟରୁ ଆପଣଙ୍କୁ 6 ଟି ଫୁଲ ଦିଆଯାଇଛି ସେଥି ମଧ୍ୟରୁ ଆପଣ ଆପଣଙ୍କ ମନ ପସନ୍ଦ ଫୁଲର ରଙ୍ଗକୁ ବାଛି ବ୍ୟକ୍ତି ରବ୍ୟକ୍ତିତ୍ୱ ବିଷୟରେ ଆପଣ ଜାଣି ପାରବେ |

(1) ନାଲି ରଙ୍ଗର ଫୁଲ :-

ଯଦି ଆପଣ ନାଲି ରଙ୍ଗର ଫୁଲ କୁ ବାଛି ଛନ୍ତି ତାହାଲେ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ ବିଷୟରେ | ଏହି ରଙ୍ଗର ଫୁଲ କୁ ବାଛିଥିବା ବ୍ୟକ୍ତି ସବୁବେଳେ ଆପଣଙ୍କ ଭଲ ଚିନ୍ତା କରୁଥିବା ବ୍ୟକ୍ତି ସହିତ ମିଶିଥାନ୍ତି | ଯେମିତିକି ଆପଣଙ୍କ ସାଙ୍ଗ ସାଥି,ଓ ବନ୍ଧୁ ବାନ୍ଧବ | ଏବଂ ସେମାନେ ମଧ୍ୟ ଆପଣଙ୍କୁ ମନ ରୁ ଚାହିଁ ଥାନ୍ତି |

(2) ଗୋଲାପୀ ରଙ୍ଗର ଫୁଲ :-

ଯଦି ଆପଣ ଗୋଲାପୀ ରଙ୍ଗର ଫୁଲ କୁ ବାଛିଛନ୍ତି ତାହାଲେ ଆପଣଙ୍କ ସ୍ଵଭାଵ ଓ ଆପଣଙ୍କ ଆଦର୍ଶ ଅନ୍ୟ ପାଇଁ ଏକ ଉଦାହରଣ ହେଇଥାଏ | ଆପଣଙ୍କ କଳ୍ପନା ଶକ୍ତି ପାଇଁ ଲୋକ ଆପଣଙ୍କ ସହିତ ଯୋଡି ହେଇ ରହିଥାନ୍ତି |

(3) ନାଲି ରଙ୍ଗର ଗୋଲାପ ଫୁଲ :-

ଯଦି ଆପଣ ନାଲି ରଙ୍ଗର ଗୋଲାପ କୁ ବାଛିଛନ୍ତି ତାହାଲେ ଆପଣ ବାହାରୁ ମଧ୍ୟ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ହେଲେ,ଯଦି କେହି ଆପଣଙ୍କ ପାଖକୁ ଆସିଥାନ୍ତି ତାହାଲେ ଆପଣଙ୍କ ବ୍ୟବହାର ପାଇଁ ସେ ଆପଣଙ୍କ ଠାରୁ ପୁଣି ଦୁରେଇ ରହିଥାନ୍ତି | ଆପଣ ଦୁନିଆରେ ଆଗରେ ଯେମିତି ରହିଥାନ୍ତି ପ୍ରକୃତରେ ଆପଣ ସେମିତି ନୁହନ୍ତି |

(4) କଳା ରଙ୍ଗର ଗୋଲାପ :-

ଯଦି ଆପଣ କଳା ରଙ୍ଗର ଫୁଲ କୁ ବାଛିଛନ୍ତି ତାହାଲେ ଆପଣ କାହାର ବିଚାର ଓ କାହାର ପରାମର୍ଶ କ୍ରମେ ଆପଣ ଜୀବନ ବିତାଇବା ପସନ୍ଦ କରି ନଥାନ୍ତି | ଆପଣ ନିଜ ରାସ୍ତା ନିଜେ ବାଛି ଥାନ୍ତି ଓ ସେହି ରାସ୍ତାରେ ଯିବା ପାଇଁ ସାହସ ମଧ୍ୟ ରଖିଥାନ୍ତି | ଆପଣଙ୍କ ଗୋଟିଏ ଭଲ ଗୁଣ ରହିଛି ତାହା ହେଉଛି ଆପଣ ଅନ୍ୟ ଆକର୍ଷଣ କରିଥାନ୍ତି |

(5) ହଳଦୀ ରଙ୍ଗର ଫୁଲ :-

ଯଦି ଆପଣ ହଳଦୀ ରଙ୍ଗର ଫୁଲ କୁ ବାଛି ଛନ୍ତି ତାହାଲେ ଆପଣଙ୍କ ବ୍ୟକ୍ତିତ୍ୱ ହେଉଛି ଆପଣ ଯାହା ସହିତ ମିଶନ୍ତି ତାହା ସହିତ ବହୁତ ଭଲ ଭାବରେ ମିଶିଥାନ୍ତି | ଆପଣଙ୍କ ହୃଦୟ ବହୁତ ସଫା ହେଇଥାଏ ଏବଂ ଅନ୍ୟର ଭଲ ଚିନ୍ତା କରିଥାନ୍ତି | ହେଲେ ଭଲ ଗୁଣ ଦେଖି ଅନ୍ୟ ଲୋକ ମାନେ ଏହାର ଫାଇଦା ଉଠାଇଥାନ୍ତି |

(6) ମିଶ୍ରିତ ଗୋଲାପୀ :-

ଏହି ରଙ୍ଗର ଫୁଲ ଆପଣଙ୍କ ଆନନ୍ଦ ବିଷୟରେ କହିଥାଏ | ଏହା ସହିତ ଆପଣ ଆପଣଙ୍କ କାର୍ଯ୍ୟ ରେ ସଫଳତା ପାଇବା ପାଇଁ ଶତପ୍ରତିଶତ ପରିଶ୍ରମ କରିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment