ବାଛନ୍ତୁ ନିଜ ଜନ୍ମ ମାସର ପ୍ରଜାପତି ଏବଂ ଜାଣନ୍ତୁ ଆପଣ ଙ୍କ ବିଷୟରେ ଖାସ Secret କଥା – Life Style

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ପ୍ରଜାପତି ପାଖରେ ଏମିତି ବିଶେଷ ଗୁଣ ରହିଛି ଯାହା ଯୋଗୁ ଆମେ ଜାଣି ପାରିବା କୁ ବ୍ୟକ୍ତି ଜଣଙ୍କର ସ୍ଵଭାଵ କେମିତି ଆଉ ସେମାନେ କେଉଁ ପ୍ରକୃତିର ହୋଇଥାନ୍ତି | ତେବେ ବର୍ଷକ ର 12 ମାସ ଭିତରେ ଆପଣ ମାନେ ନିଜର ଜନ୍ମ ମାସକୁ ବାଛି ପାରିବେ ଆଉ ସେହି ଅନୁସାରେ ଆପଣ ମାନେ ବ୍ୟକ୍ତି ର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଜାଣିବା |

1-ଜାନୁଆରୀ ରେ ଜନ୍ମ ହୋଇଥିବା ଲୋକ ଙ୍କ ସ୍ଵଭାଵ :-

ଜାନୁଆରୀ ରେ ଜନ୍ମ ହୋଇଥିବା ଲୋକ ମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି, ଆଉ ସେମାନେ ଶାନ୍ତ ଆଉ ସରଳ ମଧ୍ୟ ହୋଇଥାନ୍ତି ବୋଲି କୁହାଯାଏ | ଆଉ ତାହା ସହିତ ସେମାନଙ୍କର ଏହିଭଳି ଉଦାରତା ଗୁଣ ହିଁ ସେମାନଙ୍କ ପାଖକୁ ସମସ୍ତଙ୍କ ଟାଣି ଆଣି ଥାଏ ବୋଲି କୁହା ଯାଉଛି|

2-ଫେବୃଆରୀ

ଫେବୃଆରୀ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଆତ୍ମବିଶ୍ୱାସ ସ୍ଵଭାଵ ର ହୋଇଥାନ୍ତି ଆଉ ଯେଉଁଥିପାଇଁ ଯିଏ ବି ଆପଣ ଙ୍କୁ ଜାଣନ୍ତି ନାହିଁ ସେମାନେ ମଧ୍ୟ ଆପଣ ଙ୍କ ପାଖକୁ ଆକୃଷ୍ଟ ହୋଇଥାନ୍ତି |

3-ମାର୍ଚ୍ଚ

ଆପଣ କୌଣସି କାର୍ଯ୍ୟ ରେ ହାର ମାନନ୍ତି ନାହିଁ, ଆଉ ଆପଣଙ୍କର ଆତ୍ମ ବିଶ୍ୱାସ ହିଁ ଆପଣ ଙ୍କୁ ଆଗକୁ ନେଇଯିବରେ ଆପଣ ଙ୍କୁ ସାହାଯ୍ୟ କରିଥାଏ

4-ଏପ୍ରିଲ

ଏପ୍ରିଲ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜର ଶାନ୍ତ ସ୍ଵଭାବରେ ସମସ୍ତ ଙ୍କୁ ଆପଣ ଙ୍କ ପାଖକୁ ଆକୃଷ୍ଟ କରେଇ ନେଇଥାନ୍ତି ଆଉ ସମସ୍ତଙ୍କର ଭରସା ର ପାତ୍ର ହୋଇଥାନ୍ତି |

5- ମେ

ଏହି ମାସ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜର ପରିବାର ପାଇଁ କିଛି ବି କରି ପାରନ୍ତି ଆଉ ସବୁବେଳେ ସାହାଯ୍ୟ ମଧ୍ୟ କରିଥାନ୍ତି ବୋଲି କୁହାଯାଉଛି |

6-ଜୁନ

ଜୁନ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ପାର୍ଟନର ହୋଇଥାନ୍ତି ଆଉ ନିଜ ଭିତରେ ଥିବା ଶାନ୍ତ ସ୍ଵଭାଵ ଯୋଗୁ ସମସ୍ତଙ୍କ ମନ କିଣି ନିଅନ୍ତି

7-ଜୁଲାଇ

ଜୁଲାଇ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ସ୍ୱାଭବ ର ହୋଇଥାନ୍ତି ବୋଲି କୁହାଯାଉଛି, ଆଉ ତାହା ସହିତ ଏହି ଲୋକ ମାନେ ସମସ୍ତଙ୍କୁ ବେଶ ଭଲ ପାଇବା ଦେଇଥାନ୍ତି |

8-ଅଗଷ୍ଟ

ଏହି ମାସରେ ଜନ୍ମିତ ବ୍ୟକ୍ତି ଙ୍କର ସ୍ଵଭାଵ ବହୁତ ଭଲ ହୋଇଥାଏ, ଏମାନଙ୍କ ମଧ୍ୟରେ ବହୁତ ଭଲ ଗୁଣ ହେଉଛି କି ଏମାନେ ନିଜର ଭୁଲ ନିଜେ ମାନି ନିଅନ୍ତି |

9-ସେପ୍ଟେମ୍ବର

ଜାଣିବା ଓ ଶିଖିବାର ଇଚ୍ଛା ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଭିତରେ ରହିଥାଏ |ଆଉ ବହୁତ ଭଲ ସ୍ୱାଭବ ର ହୋଇଥାନ୍ତି ଏମାନେ |

10-ଅକ୍ଟୋବର

କଠିନ ରୁ କଠିନ ପରିସ୍ଥିତି କୁ ସାମ୍ନା କରିବାର କ୍ଷମତା ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପାଖରେ ରହିଥାଏ |

11-ନଭେମ୍ବର

ଆପଣ ନିଜ ହିସାବରେ ସବୁ କାମ କରିଥାନ୍ତି ଆଉ କାହା ଉପରେ ନିର୍ଭର କରନ୍ତି ନାହିଁ |

12-ଡିସେମ୍ବର

ଏହି ମାସରେ ଜନ୍ମିତ ବ୍ୟକ୍ତି ମାନେ ଅଳ୍ପ ପାଇଲେ ଖୁସି ନ ଥାନ୍ତି ଅଧିକ ପାଇବାର ଇଚ୍ଛା ସବୁବେଳେ ରଖିଥାନ୍ତି |

ତେବେ ଏହା ଥିଲା ବର୍ଷର 12 ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ବିଷୟରେ ସମସ୍ତ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment