ଛିଃ.. ଛିଃ.. ! ବାହା ହେଲା ପରେ ବି ଆଉ ଗୋଟେ ପର ପୁରୁଷ ପାଇଁ ନିଜ କୁନି ପୁଅକୁ ଭୁଲିଗଲା… ଏହି କୁନି ପୁଅ କଣ କହୁଛି ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ପ୍ରେମ ବାହାଘର କୁ ନେଇକି ଭାଇରାଲ ହେଉଥିବା ଘଟଣା ମାନ ଦେଖିଥିବେ ଓ ଶୁଣିବାକୁ ମଧ୍ୟ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା କୁ ଆପଣ ମାନେ ମଧ୍ୟ ଶୁଣିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ | ଫେସବୁକ ରେ ପ୍ରେମ ଜାଲରେ ପଡ଼ି ନିଜର ସ୍ୱାମୀ ଓ 5 ବର୍ଷ ର ପିଲାକୁ ଛାଡିକି ଘର ଛାଡି ପଳେଇ ଯାଇଛି ମହିଳା ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ମିଳିଥିବା ସୁଚନା ଅନୁସାରେ କେନ୍ଦ୍ରାପଡ଼ା ର ଚନ୍ଦକା ଅଞ୍ଚଳରେ ବିଶ୍ୱଜିତ ନାୟକ ଓ ରାଜସ୍ମିତା ଙ୍କର ଘର | ଆଉ ସେମାନେ କୁଆଡ଼େ ପ୍ରେମ କରୁଥିଲେ ଆଉ ଦୁଇଜଣଙ୍କ ମଧ୍ୟରେପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା | ଆଉ ଯାହା ଫଳରେ ଘରର ଅରାଜି ସର୍ତ୍ତେ ସେମାନେ ଘର ଛାଡିକି ପଳେଇ ଯାଇଥିଲେ ଆଉ ସେଠାରେ କଟକ ରେ ରେଜେଷ୍ଟି ମେରେଜ ମଧ୍ୟ କରିଥିଲେ | ଆଉ ପ୍ରେମ ସନ୍ତକ ଭାବରେ ତାଙ୍କର 5 ବର୍ଷ ର ପୁଅ ଟିଏ ମଧ୍ୟ ଜନ୍ମ ହୋଇଥିଲା |

ତେବେ ବିଶ୍ୱଜିତ ଥିଲେ ଜଣେ ଦିନ ମଜୁରିଆ ଆଉ କାମ କରିଲେ ପରିବାର କୁ ଚଳାନ୍ତି ସିଏ | କିନ୍ତୁ ରାଜସ୍ମିତା ଙ୍କୁ ଦରକାର ଥିଲା ହାଇ ପ୍ରୋଫାଇଲ | ତେଣୁ ସେ ସ୍ୱାମୀ ଓ ପିଲା ଥାଉ ଥାଉ ଫେସବୁକ ରେ ବଢ଼ାଇବାକୁ ଲାଗିଥିଲେ ପ୍ରେମ ସମ୍ପର୍କ | ଯେଉଁ ସମ୍ପର୍କ ରେ ସେ ରାଜ ବୋଲି ଜଣେ ପୁଅ ସହିତ ଚାଟିଙ୍ଗ କରିବା ସହିତ ଘଣ୍ଟା ଘଣ୍ଟା ଧରିକି ଫୋନ ରେ ମଧ୍ୟ କଥା ବାର୍ତ୍ତା ହେଉଥିବାର କଥା କୁହାଯାଉଛି | ଆଉ ଯାହା କୁ ନେଇକି ସ୍ୱାମୀ ଜଣଙ୍କ ବିରୋଧ ମଧ୍ୟ କରିଥିଲେ କିନ୍ତୁ ଶୁଣି ନ ଥିଲେ ସ୍ତ୍ରୀ | ଆଉ ପ୍ରେମ ଜାଲରେ ଏତେ ଉବୁ ଡ଼ୁବୁ ହେଉଥିଲେ କି 5 ବର୍ଷ ର ଛୋଟ ପୁଅ ଟି ମଧ୍ୟ ତାଙ୍କ ଆଖିରେ ଦେଖା ଯାଉ ନ ଥିଲା |

ଆଉ ବଜାରକୁ ଯିବେ ଓ ସନ୍ଧ୍ୟାରେ ଫେରିବାକୁ ଲେଟ ହେବ ବୋଲି କହି ସ୍ତ୍ରୀ ରାଜସ୍ମିତା ବାହାରି ଯାଇଥିଲେ ବଜାର ଆଉ ସେଠାରେ ତାଙ୍କର ପ୍ରେମିକ ଙ୍କ ସହିତ ଫେରାଲ ହୋଇ ଯାଇଥିଲେ | ଆଉ ସ୍ୱାମୀ ଜଣଙ୍କ ଏହି ଘଟଣା ଜାଣିବା ପରେ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଖବର ଆଜି ଯାଏ ମିଳି ନାହିଁ ବୋଲି କୁହାଯାଉଛି | ଆଉ ଏପରେ ପୁଅ ମଧ୍ୟ ତାର ମା କୁ ଖୋଜିବାରେ ଲାଗିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଅରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment