ଓଃ କି ମସ୍ତି ! ବାହାଘର ପରେ ପ୍ରଥମ ଥର ଇଣ୍ଡୋନେସିଆ ରେ ସ୍ଥାୟୀ ବସବାସ❓️| Dr Sesha Kisan

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଡେଲି ଭ୍ଲୋଗ ର ଅନେକ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଡକ୍ଟର ଶେଷ କିସାନ ଓ ତାଙ୍କର ସ୍ତ୍ରୀ ମାମା ଅର୍ଥାତ ଜୟଶ୍ରୀ ଙ୍କର ଭିଡ଼ିଓ | ତେବେ ସେମାନଙ୍କର ଅନେକ ଭ୍ଲୋଗ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ, ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ଟିକିଏ ଅଲଗା ଅଟେ | ଆଉ ଯେଉଁଠି କିସାନ ଙ୍କ ସହିତ ଜୟଶ୍ରୀ ଯାଇଛନ୍ତି ଇଣ୍ଟେର୍ନେସନାଲ ଟ୍ରିପ ଅର୍ଥାତ ଇଣ୍ଡୋନେସିଆ କୁ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବୌଜ୍ଞାନିକ ଶେଷ କିସାନ ଙ୍କର ଅନେକ ଭ୍ଲୋଗ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଆପଣ ମାନେ ଦେଖିବାକୁ ପାଇବେ କି କିସାନ ଜୟଶ୍ରୀ ଙ୍କୁ ନେଇ ବାହାରିଛନ୍ତି ଇଣ୍ଡୋନେସିଆ ଯିବା ପାଇଁ | ତେବେ ସେଠାକୁ ଯିବା ପାଇଁ ପ୍ରଥମେ ସେମାନେ ବାଲେଶ୍ୱର ରୁ ବାହାରି ଥିଲେ କୋଲକାତା ର ଦମଦାମ ଏୟାରପୋର୍ଟ କୁ ଯେଉଁଠାରୁ ସବୁ ଇଣ୍ଟରନେସନାଲ ଫ୍ଲାଇଟ ବାହାର ଦେଶ କୁ ଯାଇଥାଏ | ତେବେ ସେମାନେ ଆସିଥିଲେ ସାନ୍ଧ୍ୟରେ ମାତ୍ର କୋଲକାତା ର ଟ୍ରାଫିକ ଏତେ ଜାମ ଥିଲା କି ସେମାନଙ୍କୁ ଆସିବାକୁ ବହୁତ ଟାଇମ ଲାଗିଥିଲା |

ଆଉ ତାହା ପରେ ସେମାନେ ସେଠାରୁ ବାହାରି ଥିଲା ଜୟଶ୍ରୀ ଙ୍କର ଫାଷ୍ଟ ଫ୍ଲାଇଟ ଥିଲା ଓ ତାହା ପୁଣି ଇଣ୍ଟେନେସନାଲ ଫ୍ଲାଇଟ ଆଉ ଯେଉଁଥିପାଇଁ ସେ ଏକ୍ସାଇଟେଡ଼ ଓ ନରଭସ ସହିତ ଖୁସି ମଧ୍ୟ ଥିଲେ | ତାହା ପରେ ସେମାନେ ଇଣ୍ଡୋନେସିଆ ର ବାଲି କୁ ଯାଇଥିଲେ ସେଠାରେ ଗୋଟିଏ ରୁମ ମଧ୍ୟ ବୁକ କରିଥିଲେ ଯାହା କି ବିଜ ପାଖରେ ଥିଲା ଓ ମାତ୍ର 7-8 ସହ ଟଙ୍କା ମଧ୍ୟରେ ମିଳି ଯାଇଥିଲା ବୋଲି ମଧ୍ୟ କହିଥିଲେ ସେମାନେ | ଆଉ ସେହି ହୋଟେଲ ରେ ସେମାନଙ୍କୁ ଏଡଭାନ୍ସ ଦେବା ପାଇଁ ମଧ୍ୟ ପଡ଼ୁ ନ ଥିଲା ଆପଣ ମାନେ ଡାଇରେକ୍ଟ ଗଲା ପରେ ଟଙ୍କା ଦେବେ ବୋଲି କହିଥିଲେ |

ତେବେ ବାହାଘର ପରେ ପ୍ରଥମ ଥର ପାଇଁ ଇଣ୍ଡିଆ ବାହାରକୁ ଜୟଶ୍ରୀ ଯାଇଥିଲେ | ଆଉ ସେଠାରେ ମଜା ମସ୍ତି ମଧ୍ୟ କରିଥିଲେ | ଆଉ ତାହା ପରେ କିସାନ ତାଙ୍କର ଡେଲି ଭ୍ଲୋଗ ବନେଇବାର କାରଣ କଣ ଆଉ ସେ ଲୋକ ମାନଙ୍କୁ କଣ ସବୁ ପଢା ପଢ଼ି ଓ ଏଗଜାମ କୁ ନେଇକି କହିଥିଲେ ତାହା ମଧ୍ୟ ପ୍ରକାଶ କରିଥିଲେ କିସାନ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment