ବନ୍ଧୁମାନେ ବର୍ତ୍ତମାନ ସୋସିଆଲ ମେଡିଆରେ ଅନେକ ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଦେଖିବାକୁ ମିଳୁଛି ।ଏହି ଭିଡ଼ିଓ ଗୁଡିକରେ କେତେବେଳେ ବର ଯାତ୍ରୀ ଡ୍ୟାନ୍ସ ଦେଖିବାକୁ ମିଳୁଛି,ତ କେତେବେଳେ କିଏ ରାସ୍ତା ଉପରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି ।ତେବେ ବର୍ତ୍ତମାନ ଏକ ଭିଡ଼ିଓ ଦେଖିବାକୁ ମିଳିଛି,ଯେଉଁଥିରେ ଜଣେ ନବ ବିବାହିତ ଯୋଡି ଖୁବ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।ବାହାଘର ପରେ ପରେ ଏହି ଯୋଡ଼ିଙ୍କର ଏମିତି ଡ୍ୟାନ୍ସ ହୁଏତ ଆପଣ ଆଗରୁ କେବେ ଏମିତି ଦେଖି ନଥିବେ, ସେଥିପାଇଁ ତ ଭିଡ଼ିଓ ଟି ବହୁତ କମ ସମୟରେ ପପୁଲର ହେବାରେ ଲାଗିଛି ।
ଯେତେବେଳେ ଗୋଟିଏ ବାହାଘର ହୁଏ ସେତେବେଳେ ଅନେକ ଫଙ୍ଗସନ ଗୁଡିକରେ ଡ୍ୟାନ୍ସ ଦେଖିବାକୁ ମିଳେ, ଯେମିତି ସଙ୍ଗୀତ,ହଳଦୀ,ବରଯାତ୍ରୀ ରେ ଓ ରିସେପସନ ରେ ।ହେଲେ ବାହାଘର ର ସଙ୍ଗେ ସଙ୍ଗେ କୋଉ ବର କନିଆ ଡ୍ୟାନ୍ସ କରୁଥିବାର ବୋଧେ ଆପଣ କେବେ ଦେଖି ନଥିବେ ।ତେବେ ଆଜିର ଏହି ଭିଡ଼ିଓରେ ଦେଖନ୍ତୁ ବର ଓ କନିଆ ବାହାଘର ପରେ ବେକରେ ବରଣମାଳା ପକାଇ ଉଭୟ ଉଭୟଙ୍କ ସହିତ ପାଦ ମିଳାଇ ଯେମିତି ଡ୍ୟାନ୍ସ କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ତେବେ ଡ୍ୟାନ୍ସ ଯେକୌଣସି ଖୁସିକୁ ଦ୍ଵିଗୁଣା କରି ଦେଇଥାଏ, ତା ଛଡା ମଣିଷ ଯେତେବେଳେ ବହୁତ ଖୁସିଥାଏ ସେତେବେଳେ ସେ ଆପେ ଆପେ ନାଚିବାକୁ ବାଧ୍ୟ ହେଇଯାଏ ।ଯେମିତି ଏହି ବିବାହିତ ଯୋଡି ଙ୍କୁ ଦେଖନ୍ତୁ, ସାଉଥ ଇଣ୍ଡିଆନ ରୀତିରେ ବିବାହ କରିଥିବା ଏହି ଯୋଡି ବେକରେ ବରଣମାଳା ରହିଛି ।ବିବାହର ସବୁ ରୀତିନୀତି ସରିବା ପରେ ପରିବାର ଓ ବନ୍ଧୁବର୍ଗ ରହିଛନ୍ତି ଆଉ ସମସ୍ତଙ୍କ ଭିତରେ ରହି ଉଭୟ ନିଜ ବିବାହର ଖୁସି କୁ ଡ୍ୟାନ୍ସ ଦ୍ୱାରା ବ୍ୟକ୍ତ କରିଛନ୍ତି ।ଉଭୟ ଏକ ତେଲୁଗୁ ଗୀତରେ ଖୁବ ସୁନ୍ଦର ଭାବେ ଷ୍ଟେପ କରି ଡ୍ୟାନ୍ସ କରୁଛନ୍ତି ।
ପ୍ରଥମେ କନିଆଁ ଜଣଙ୍କ ଛୋଟ ଛୋଟ ଡ୍ୟାନ୍ସ ଷ୍ଟେପ କରି ଡ୍ୟାନ୍ସ ଆରମ୍ଭ କରୁଛନ୍ତି ତାପରେ କିଛି ସମୟ ପରେ ବର ମଧ୍ୟ କନ୍ୟା ସହିତ ତାଳ ମିଳାଇ ଡ୍ୟାନ୍ସ କରିବା ଆରମ୍ଭ କରୁଛନ୍ତି ।ତେବେ ଉଭୟ ଗୋଟିଏ ତେଲୁଗ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।ସୁନ୍ଦର ଗୀତ ସହିତ ଉଭୟଙ୍କ ଜବରଦସ୍ତ ଡ୍ୟାନ୍ସ ଖୁବ ଜଳଦି ଦର୍ଶକ ଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ସହିତ ଭିଡ଼ିଓ ଟି ବହୁତ ଜଳଦି ଭାଇରଲ ହେବାରେ ଲାଗୁଚି ।ଯେ କେହି ଥରେ ଏହି ଯୋଡ଼ି ।ଙ୍କର ଡ୍ୟାନ୍ସ ଦେଖିବା ପରେ ବି ଆଉ ଥରେ ଦେଖିବାକୁ ଇଛା କରୁଛନ୍ତି ।ତେବେ ଆପଣ ଯଦି ଏହି ନବ ଦମ୍ପତି ଙ୍କର ଧମାକାଦାର ଡ୍ୟାନ୍ସ ଏଯାଏ ଦେଖି ନାହାନ୍ତି ତାହେଲେ ନିଶ୍ଚୟ ଥରେ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।