ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ଏହା ସହିତ ଅନେକ ଭିଡ଼ିଓ ଏମିତି ଆସେ ଯାହା ଫ୍ଲିମ ର ସୁଟିଂ କୁ ନେଇକି କିଛି କଥା ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁଭଳି ଭାବରେ ବାହୁବଳୀ ର ଏକ ଜବରଦସ୍ତ ଫାଇଟ ସିନ ଟି ଭାଇରାଲ ହେବାକୁ ଲାଗିଛି, ଆଉ ଯାହା ବର୍ଷକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଥିଲା | ଆଉ ଫ୍ଲିମ ର ଫାଇଲ ଠାରୁ ଆରମ୍ଭ କରିକି ସମସ୍ତ ପାର୍ଟ ରେ ବେଶ ସୁନ୍ଦର ଭାବରେ ଏଡିଟିଂ ହୋଇଛି | ଆଉ ଏତେ ସୁନ୍ଦର ଭାବରେ ଟେକ୍ନିକ କୁ ଆପଣାଇ ଏହି ବାହୁବଳୀ ଫ୍ଲିମ ର ସୁଟିଂ କରାଯାଇଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ ଓ ଏନଜୟ ମଧ୍ୟ କରିବାକୁ ଲାଗିବେ ଫ୍ଲିମ ଟିକୁ ଦେଖିଲା ପରେ ବୋଲି କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ବାହୁବଳୀ ଫ୍ଲିମ ର ଭଲ୍ଲାର ଦେବ ଙ୍କର ଷଣ୍ଢ ସହିତ ଯୁଦ୍ଧ କରୁଥିବା ସମୟର ଏକ ଜବରଦସ୍ତ ପାର୍ଟ ଟି |ଆଉ ଯେଉଁଠି ଦେଖିବାକୁ ମିକିଥିଲା କି ଭଲ୍ଲାର ଦେବ ଏକ ଷଣ୍ଢ ସହିତ କରିବାକୁ ଲାଗିଥିଲେ ଯୁଦ୍ଧ, ପ୍ରକୃତ ରେ ସେଇଠି ଷଣ୍ଢ ନ ଥିବା ଏକ ପ୍ଲାଷ୍ଟିକ ର ଷଣ୍ଢ ମୁଣ୍ଡ କୁ ସେହି ସ୍ଥାନରେ ରଖା ଯାଇଥିଲା | ତାହା ପରେ ଦେଖିବାକୁ ମିଳିଥିଲା ଜଣେ ବ୍ୟକ୍ତି ଗୋଟିଏ ପୋଷାକ ପିନ୍ଧି ଛନ୍ତି ଆଉ ଭଲ୍ଲାର ଙ୍କ ସହିତ ଯୁଦ୍ଧ ମଧ୍ୟ କରିବାକୁ ଲାଗିଛନ୍ତି |
ଯାହାକୁ ଏଡିଟିଂ ସୁନ୍ଦର ଭାବରେ କରି ଷଣ୍ଢ ର ସେପ ଦିଆ ଯାଇଛି ବୋଲି କୁହାଯାଉଛି |ଆଉ ଏହିଭଳି ଭାବରେ ସୁନ୍ଦର ପ୍ରୋସେସ ଓ ଟେକ୍ନିକ କୁ ବ୍ୟବହାର କରିକି ବାହୁବଳୀ ଫ୍ଲିମ ରେ ଏଡିଟିଂ କରାଯାଇଛି | ଆଉ ଜଣା ପଡ଼ୁନି ତାହା ସତ ରେ ହୋଇଛି ନା ଏଡିଟିଂ ବୋଲି | ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି ଏହି ଭଳି ଜବରଦସ୍ତ ଫାଇଟ ସିନ ଟି ଭାଇରାଲ ହେଉଥିବାର |ଯାହାକୁ ଦେଖି ଦର୍ଶକ ମାନେ ଚର୍ଚ୍ଚା କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।