ଓଃ..କି..ଡ୍ୟାନ୍ସ -ବାଇକ ସାଇରନରେ ବସ୍ତି ପିଲାର ଅଜବ ନାଚ , ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ହଁ ଦର୍ଶକବନ୍ଧୁ ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଆଜିର ସେସିଆଲ ମିଡ଼ିଆରେ, ଯାହା ଏବେ ବେଶ ଭାଇରଲ ହେବାରେ ଲାଗିଛି ଓ ଦର୍ଶକ ମାନଙ୍କୁ ଭିଡ଼ିଓଟି ବେଶ ଆକର୍ଷିତ କରିଛି , ଭିଡ଼ିଓରେ ପିଲାଟି ଡିଜେ ନୁହିଁ ନାଚୁଛି ବାଇକର ସାଇରନ ଶୁଣି ଓ ଏମିତି ସେମିତି ନାଚ ନୁହଁ ଫୁଲ ତାଳର ସହିତ ଷ୍ଟେପ ପରେ ଷ୍ଟେପ ପକେଇ ଭିନ୍ୟ ଭିନ୍ୟ ସୋଇଲିରେ ନାଚୁଛି ଓ ଯାହା ପାଇଁ ସେ ବେଶ ଖୁସିମଧ୍ୟ ଅଛି, ଓ ଡାନ୍ସ କରିବା ପାଇଁ ବାରମ୍ବାର ବାଇକକୁ ଛୁଇଦେଉଛି ଓ ସାଇରନ ର ଶବ୍ଦରେ ଡାନ୍ସ କରିବରେ ଲାଗିଛି |
ସାଧାରଣତଃ ଆମେ ଜାଣିଛୁ ଲୋକମାନେ ନିଜ ଜିନିଷକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ୟ ପ୍ରକାରର ଆଇଡ଼ିଆ ପ୍ରୟୋଗ କରିଥାନ୍ତି, ତେବେ ଆଜି କାଲି ବାଇକ ବହୁତ ପରିମାଣରେ ଚୋରି ହୋଉଥିବାର ଆପଣମାନେ ଦେଖିଥିବେ, ସେଥିପାଇଁ ବାଇକକୁ ସୁରକ୍ଷା ଦେବା ପାଇଁ ସାଇରନର ବ୍ୟବହାର କରିଥାନ୍ତି | ତେଣୁ ଚୋର ଯଦି ଆସିକି ଗାଡିକୁ ଚୋରି କରିବାକୁ ଚେଷ୍ଟା କରେ ବା ବାଇକକୁ କେହି ଛୁଇଁ ଦିଏ ତାହେଲେ ହଟାତ ସାଇରନ ବାଜିବାକୁ ଲାଗିବ ଓ ତାହା ହଟାତ ବାଜିଉଥିବ |

ତେବେ ସେସିଆଲ ମିଡିଆରେ ଏବେ ଭାଇରଲ ହୋଉଥିବା ଭିଡିଓଟି ଏବେ ବେଶ ଦର୍ଶକ ମାନଙ୍କ ମନରେ ଖୁସି ଜନ୍ମଇଛି , ଭିଡିଓରେ ଦେଖିବାକୁ ମିଳିଛିକି ବସ୍ତିର ଗୋଟିଏ 7-8 ବୟସର ଝିଅଟି ରାସ୍ତାରେ ଯାଉଛି ଓ ହଠାତ ଗଲା ବେଳେ ତାର ହାତଟି ପୋଡ଼ିଯାଇଛି ବାଇକ ଉପରେ ଓ ବାଇକଟି ହଟାତ ବାଜି ଉଠିଛି ଯାହାକୁ ଶୁଣି ପିଲା ଟି ବେଶ ଖୁସି ହୋଇଛି |ସେ ବାରମ୍ବାର ବାଇକଟିକୁ ଛୁଇଁବାରୁ ଅଲଗା ଅଲଗା ପ୍ରକାରର ଗୀତ ଶୁଣିବାକୁ ମିଳିଛି ଓ ଯାହା ଶୁଣି ପିଲାଟି ବେଶ ଖୁସି ହୋଇଛି |

ସେଥିପାଇଁ ରେ ବାରମ୍ବାର ବାଇକର ସାଇରଙ୍କୁ ବଜାଉଛି ଓ ପ୍ରତେକ ଥର ଭିନ୍ୟ ଭିନ୍ୟ ଷ୍ଟାଇଲରେ କରୁଛି ଡାନ୍ସ, ଯାହା ପିଲାଟିକୁ ବହୁତ ଖୁସି ଦେଇଛି ଓ ଏହିଁ ଭିଡିଓଟି ଭାଇରଲ ହୋଉଛି ସେସିଆଲ ମିଡିଆରେ, ପିଲାଟି ନାଚିବାର ଭିଡିଓ ଗୋଟିଏ ଶିଶିଟିଭି ଫୁଟେଜରେ ରହିଯାଇଛି ଓ ଯାହା ବିୱାରସ ମାନଙ୍କୁ ବେଶ ପସନ୍ଦରେ ଆସିଛି, ବିଶେଷ କରି ଛୋଟ ପିଲାମାନଙ୍କର ଗୀତ ନାଚ ଦେଖିବାକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି, ତେବେ ଏପରି ଭିଡ଼ିଓ କୁ ଦେଖି ମନେ ହେଉଛି ସତରେ ଛୋଟ ପିଲାଟି କେତେ ଖୁସି ପାଉଛି ଏପରି ଡାନ୍ସ କରି , ତାର ଉଦେଶ୍ୟ ନୁହିଁ ବାଇକ କୁ ଚୋରି କରିବା , କିନ୍ତି ଚୋରକୁ ଧରିବା ପାଇଁ ବ୍ୟବହାର କରାଯାଉଥିବା ସାଇରନ ସତରେ ଗୋଟିଏ ଦୁଖୀ ଦରିଦ୍ର ଛୋଟ ପିଲାଟିର ହୃଦୟରେ ଭରିଦେଇଛି ଅସୁମାରୀ ଖୁସି ଯାହା ପାଇଁ ସେ ପିଲାଟି ଖୁସି ହେବା ସହିତ , ସେସିଆଲ ମିଡିଆରେ ଛୋଟ ପିଲାଟିର ନାଚକୁ ଦେଖି ଦର୍ଶକ ମାନେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରିଛଅନ୍ତି |

ସତରେ ଛୋଟ ପିଲାଟି ର ନାଚ ପ୍ରତି ଥିବା ଇଚ୍ଛା ଓ ଆଗ୍ରହ ଦେଖି ଯିଏ କେହି ବି କିଛି ସମୟ ଅଟକି ଯିବ, ନିଜ ଭିତରେଥିବା ପ୍ରତିଭାକୁ ଦେଖେଇବାକୁ ହେଲେ ପଇସା ନୁହଁ ଇଚ୍ଛା ଶକ୍ତି ରହିବା ଦରକାର ଯାହା ମଣିଷକୁ ବହୁତ ଆଗକୁ ନିଏ ଓ ନିଜର ଲକ୍ଷ୍ୟ ପଥରେ ପହଞ୍ଚେଇବାରେ ସାହାଯ୍ୟ କରେଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment