ବାଙ୍କି ମହୋତ୍ସବ ରେ ଚାରଚାନ୍ଦ ଲଗାଇଲେ ହ୍ୟୁମାନ ସାଗର ( Human Sagar ) ଏବଂ ତାଙ୍କ ଯୋଡି ଗାଇଲେ ଏମିତି ଗୀତ “ଜାନୁ ତୁମେ ଚମକୁଛ “…. ମାତ୍ର 4 ଘଣ୍ଟାରେ 281k ରୁ ଅଧିକ ଲୋକ ଦଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଏଭଳି ଏକ ଭିଡ଼ିଓ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ଓ ଆପଣ ମାନଙ୍କର ମନ ମଧ୍ୟ ଖୁସି ହୋଇଯିବ | ଯାହା କୁହାଯାଉଛି କି ବାଙ୍କୀ ମହୋତ୍ସବ ରେ ଦେଖିବାକୁ ମିଳିଛି ସିଙ୍ଗର ହୁମାନ ସାଗର ଙ୍କରଙ୍କର ଦମଦାର ଗୀତ ର ଧମାଲ ଆଉ ଯାହା ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି କି | ଆଉ ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି ଓ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ହ୍ୱିଉମାନ ସାଗର ଙ୍କର ଏହି ଭଳି ପ୍ରଗ୍ରାମ କୁ ଦେଖିକି ବେଶ ଖୁସି ମଧ୍ୟ ହୋଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ସୂଚନା ଅନୁସାରେ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ବାଙ୍କୀ ମହୋତ୍ସବ ର | ଆଉ ଯାହା 2022 ଅର୍ଥାତ ଏହି ବର୍ଷ ଅନୁଷ୍ଠିତ ହୋଇଛି | ଯେଉଁଠି ଦେଖିବାକୁ ମିଳିଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ସଂଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିବା ଓ ନିଜର ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଥିବା ସେହି ଜବରଦସ୍ତ ସିଙ୍ଗର ହ୍ୱିମାନ ସାଗର ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସଂଗୀତ ମାଧ୍ୟମରେ ଏହି କଣ୍ଠ ଶିଳ୍ପୀ ଜଣଙ୍କ ସମସ୍ତଙ୍କକର ମନକୁ ଆକୃଷ୍ଟ କରେଇଛନ୍ତି |

ତେବେ ଅନେକ ପ୍ରକାରର ହିଟ କରା ଗୀତ ସେ ଆମର ଫ୍ଲିମ ଜଗତ ପାଇଁ ତଥା ଆମ ଓଡିଶା ବାସୀ ଙ୍କ ପାଇଁ ଦେଇଛନ୍ତି, ତେବେ ସେହି ଗୀତ ଗୁଡିକ ମଧ୍ୟ ବେଶ ଭଲ ହୋଇଛି ଆଉ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଦିୱାନୀ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ହ୍ୱିଉମାନ ସାଗର ତାଙ୍କର ଗୋଟିଏ ଜବରଦସ୍ତ ଗୀତ ର ଝଲକ ଦେଖାଇବାକୁ ଲାଗିଛନ୍ତି ଆଉ ତାହା ହେଉଛି “ଜାନୁ ତମେ ଜାମକୁଚ ” ଗୀତ ଟି | ଆଉ ଯେଉଁ ଗୀତ ର ଯାଦୁ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବାର ଦେଖିବାକୁ ମିଳିଛି |

ତେବେ ଖାଲି ଏହି ଗୀତ ଟି ନୁହଁ ହ୍ୱିଉମାନ ସାଗର ତାଙ୍କର ଅନେକ ଗୀତ ଗାଇ ଦର୍ଶକ କ ପାଖରେ ଫେମସ ହୋଇଛନ୍ତି | ଆଉ ଏହି ବାଙ୍କୀ ମହୋତ୍ସବ ରେ ମଧ୍ୟ ତାଙ୍କର ଫେମସ ଗୀତ ଗୁଡିକୁ ଗାଇବାକୁ ଲାଗିଛନ୍ତି | ଆଉ ଗୀତ ମାଧ୍ୟମରେ ଦର୍ଶକ ଙ୍କ ମନକୁ ଆକୃଷ୍ଟ କରେଇବାରେ ଲାଗିଛନ୍ତି | ଆଇ ଏହି ପୋରଫୋମେନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment