ବାପାଙ୍କୁ ଧରିକି ନେଲେ ଅନୁଭବ … ହଠାତ କଣ ହେଲା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ସବୁ ବେଳେ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଅମେ ଖୁସି ହୋଇଯାଇଥାଉ ତାହା ବ୍ୟତୀତ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ରୁ ଆମେ କିଛି ଜାଣିବାକୁ ମଧ୍ୟ ପାଇଥାଉ | ତେବେ ବର୍ତ୍ତମାନ ଠିକ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଆଉ ଯେଉଁ ଭିଡ଼ିଓ ରେ ଅନୁଭବ କେଉଁଭଳି ଭାବରେ ତାଙ୍କର ବାପା ଙ୍କର ସେବା କରୁଛନ୍ତି ଆଉ ତାଙ୍କର ଯତ୍ନ ନେଉଛନ୍ତି ତାହା ମଧ୍ୟ ଦେଖା ଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଅଲିଉଡ ର ଜନେ ବେଶ ଜଣା ଶୁଣା ଅଭିନେତା ତଥା ସୁପୋରଷ୍ଟାର ଭାବରେ ପରିଚୟ ଅର୍ଜନ କରିଥିବା ଅନୁଭବ ମହାନ୍ତି ଙ୍କ ବିଷୟରେ ଜାଣିଥିବେ | ତେବେ ନିଜର ଅଭିନୟ ର ଯାଦୁ ରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ଅନୁଭବ ସାରା ଓଡ଼ିଶାର ଦର୍ଶକ ମାନଙ୍କୁ ଯେତିକି ଭଲ ପାଇବା ଦେଇଥାନ୍ତି ତାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଅନୁଭବ ତାଙ୍କ ବାପା ଙ୍କ ସେବା ଯତ୍ନ କରୁଥିବାର ଦେଖିବାକୁ ମିଳିଛି |

ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଅନୁଭବ ତାଙ୍କର ଘରକୁ ଯାଇଛନ୍ତି | ଆଉ ସେଠି ତାଙ୍କର ଘରେ ତାଙ୍କର ବାପା ଙ୍କର ଯତ୍ନ ନେଉଥିବା ସମୟର କିଛି ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଚେୟାର ରେ ବସିଛନ୍ତି ଅନୁଭବ ଙ୍କର ବାପା | ଆଉ ତାଙ୍କର ବାପା ଙ୍କର ଦେହ ଖରାପ ଅଛି ଯେଉଁଥିପାଇଁ ତାଙ୍କର ବାପା ଙ୍କର ସେବା କରୁଛନ୍ତି ଅନୁଭବ ଆଉ ତାଙ୍କର ଗୋଡ଼ ଆଉ ହାତ କୁ ଚିପି ଦେଉଥିବାର ଦେଖିବାକୁ ମିଳିଥିଲା |

ତାହା ସହିତ ତାଙ୍କର ମୁଣ୍ଡ କୁ ମଧ୍ୟ ସୁନ୍ଦର ଭାବରେ ମସାଜ କରୁଛନ୍ତି ଯାହା ଫଳରେ ଅନୁଭବ ଙ୍କର ବାପା ଙ୍କୁ ଭଲ ମଧ୍ୟ ଲାଗୁଛି | ଆଉ ତାହା ସହିତ ତାଙ୍କର ପ୍ରେସର ମଧ୍ୟ ଚେକ କରିବା କଥା କହୁଥିଲେ ଅନୁଭବ ମହାନ୍ତି | ତାହା ପରେ ତାଙ୍କର ବାପା ଙ୍କୁ ଧରି ଧରି ଘର ଭିତରକୁ ନେଇ ଯାଇଥିଲେ ବୋଲି ମଧ୍ୟ କୁହାଯାଉଛି | ତାହା ପରେ ଦୀପ ଜାଳି ତାଙ୍କର ବାପା ଙ୍କ ହାତରେ ଧରାଇବା କଥା ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment