ଓଃ କି ଡ୍ୟାନ୍ସ ! ବର କନ୍ୟା ଆଗରେ କୁନି ବାଳକ କଲା ଜବରଦସ୍ତ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ କିଛି ଭିଡ଼ିଓ ଏପରି ମଧ୍ୟ ଥାଏ ଯାହାକୁ ଯେତେ ଦେଖିଲେ ବି ବାରମ୍ବାର ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଛୋଟ ପୁଅ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ବାହାଘର ପାର୍ଟି ରେ, ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଭାଇରାଲ ହେଉଥିବା ଅନେକ ଡାନ୍ସ ର ଭିଡ଼ିଓ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କୁ ନେଇକି କିଛି ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିଯାଇଥାଏ ବୋଲି କୁହାଯାଉଛି | ଆଉ ଯେଉଁଠି ଆପଣ ମାନେ ବାହାଘର ଫାଂକ୍ସନ ମାନଙ୍କରେ ଦେଖିବାକୁ ପାଉଥିବେ ଡାନ୍ସ କରୁଥିବାର କିଛି ଦୃଶ୍ୟ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଛୋଟ ପିଲା ଟି କେଉଁ ଭଳି ଭାବରେ ଦେଖାଇ ବାକୁ ଲାଗିଛି ତାହାର ଡାନ୍ସ ର କମାଲ |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଛୋଟ ଛୁଆଁ ଟି ସମସ୍ତଙ୍କର ମନକୁ କିଣି ନେଇଛି ଆଉ ଏମିତି କିଛି ଡାନ୍ସ ର ଧମାଲ ଦେଖାଇବାକୁ ଲାଗିଛି ଯିଏ ବି ସେହି ଭିଡ଼ିଓ କୁ ଦେଖୁଛି ପ୍ରସଂଶା ନ କରି ରହି ପାରିବ ନାହିଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ ପିଲା ଟି ପ୍ରଥମେ ହିରୋ ଷ୍ଟାଇଲ ରେ ଏଣ୍ଟ୍ରି ମାରିଥିଲା ଷ୍ଟେଜ ଉପରକୁ | ଯେଉଁଠି ଵର ଆଉ କନ୍ୟା ମଞ୍ଚ ଉପରେ ବସିଥିଲେ ଆଉ ସମସ୍ତେ ଛିଡା ହୋଇଥିଲେ ତାହା ପରେ ଓଓ ଜାନେ ଜାନା ଗୀତ ରେ ସୁନ୍ଦର ଭାବରେ ଡାନ୍ସ ଦେଖାଇଥିଲେ ଛୋଟ ପୁଅ ଜଣଙ୍କ |

ତାହା ପରେ ସ୍ଵାଗ ସେ କରେଁଙ୍ଗେ ସବକା ସ୍ୱାଗତ ଗୀତ ରେ ଧମାଲ ନଚାଇ ଦେଇଥିଲେ ଝିଅ ଜଣଙ୍କ ବୋଲି କୁହାଯାଉଛି | ଆଉ ଏହି ଭଳି ପୁଅ ଜଣଙ୍କର ଜବରଦସ୍ତ ଡାନ୍ସ ର କମାଲ କୁ ଯିଏ ବି ଦେଖୁଛି ପ୍ରସଂଶା ନ କରି ରହିପାରିବନି ବୋଲି କୁହାଯାଉଛି | ଆଉ ପିଲା ଟି ଉପସ୍ଥିତ ଥିବା ସମସ୍ତଙ୍କ ମନକୁ ତାହାର ଡାନ୍ସ ମାଧ୍ୟମରେ କିଣି ନେଇଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment