ବାରବାଟୀ ହକି ପ୍ରୋଗ୍ରାମ ପାଇଁ ଜାଣନ୍ତୁ କେଉଁ ବଲିଉଡ୍ ଅଭିନେତ୍ରୀ ନେଇଛନ୍ତି କେତେ କୋଟି ଟଙ୍କା ? ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଆମ ଓଡିଶା ରେ ରେ ଆୟୋଜିତ ହୋଇଥିବା ହକି ୱାଲଡ କପ କୁ ନେଇକି କିଛି କଥା |ଆଉ ଯେଉଁଠି କୁହାଯାଉଛି କି ଏହି ହକି ୱାଲଡ କପ ରେ ଅନେକ ବଲିଉଡ ର ଷ୍ଟାର ମାନେ ଯୋଗ ଦେଇଥିବା କଥା କୁହାଯାଉଛି | ଆଉ ଯେଉଁ ମାନେ କି ଏହି ହୋଲି ୱାଲଡ କପ ର ଇନାଗୁରେସନ ପାଇଁକି ଆସିଥିଲେ ଓଡିଶା କୁ |ଆଉ ନିଜର ଦମଦାର ପ୍ରଦର୍ଶନୀ ମଧ୍ୟ ମଞ୍ଚ ଉପରେ ଦେଖାଇବାକୁ ଲାଗିଥିଲେ ବୋଲି କୁହାଯାଉଛି | ତେବେ ବଲିଉଡ ଷ୍ଟାର ମାନେ ନିଜର ପୋରଫୋମେନ୍ସ ପାଇଁକି କେତେ ଟଙ୍କା ନେଇଛନ୍ତି ଆସନ୍ତୁ ସମ୍ପୂର୍ଣ୍ଣ କଥା ଉପରେ ନଜର ପକାଇବା |

ତେବେ କୁହାଯାଉଛି କି ଆମ ଓଡିଶା ପାଇଁକି ଗୋଟିଏ ବହୁତ ବଡ଼ ଗର୍ବ ର କଥା କି ଆମ ଭାରତ ର ଜାତୀୟ ଖେଳ ଯାହାକୁ ଆମେ ମାନେ ହକି ବୋଲି କହିଥାଉ ତାର ୱାଲଡ କପ ର ମ୍ୟାଚ ବର୍ତ୍ତମାନ ଆୟୋଜିତ ହୋଇଛି ଆମ ଓଡିଶା ର ଭୁବନେଶ୍ୱର ଓ ରାଉଲକେଲା ନିକଟରେ | ଆଉ ଯାହା କୁହାଯାଉଛି କି ଅନେକ ବଡ଼ ବଡ଼ ଷ୍ଟାର ମାନେ ମଧ୍ୟ ଯୋଗ ଦେବାକୁ ଲାଗିଛନ୍ତି ଏହି ଭଳି ଆୟୋଜିତ ହୋଇଥିବା ପ୍ରଗ୍ରାମ ରେ | ଆଉ ତାହା ଛଡା କୁହାଯାଉଛି କି ଆମ ଭାରତ ବାହାରୁ ମଧ୍ୟ ଅନେକ ଲୋକ ଆସିଥିଲେ ଓଡିଶା କୁ ହକି ୱାଲଡ କପ ର ପ୍ରଗ୍ରାମ କୁ ଦେଖିବା ପାଇଁ |

ତେବେ ଏହି ହକି ଇନାଗୁରେସନ ରେ ବଲିଉଡ ର ନାମୀ ଦାମୀ ଷ୍ଟାର ମାନେ ଅନେକ ଟଙ୍କା ନେଇଛନ୍ତି ଆଉ ଯାହା କୁହାଯାଉଛି କି ଏହି ଶୋ ପରେ ସେମାନେ ବର୍ତ୍ତମାନ ଯିଏ ଯାହାର ଘରକୁ ଫେରିଛନ୍ତି |ଆଉ ଯାହା କୁହାଯାଉଛି କି ମନିଶ କର ଯିଏ କି ହୋଷ୍ଟ କରୁଥିଲେ ସେ ପାର ଶୋ କୁ 2-3 କୋଟି ଟଙ୍କା ନେଇଥାନ୍ତି | ସେହି ଭଳି ବଲିଉଡ ର ଷ୍ଟାର ଦିଶା ପଟାନି ଗୋଟିଏ କନ ସଲ୍ଟ ପାଇଁକି ନେଇଥାନ୍ତି 3-4 କୋଟି ଟଙ୍କା | ସେହି ଭଳି ନୀତି ଯିଏକି ଆସିଥିଲେ ଗୀତ ଗାଇବା ପାଇଁକି ସେ ଗୋଟିଏ ଶୋ ପାଇଁକି 5-6 ଲକ୍ଷ ଟଙ୍କା ନେଇ ଥାଆନ୍ତି |

ସେହି ଭଳି ବଲିଉଡ ଷ୍ଟାର ରାଣବୀର ସିଂ ମଧ୍ୟ ସାଢ଼େ 3-4 କୋଟି ଟଙ୍କା ନେଇଥାନ୍ତି ଗୋଟିଏ ଶୋ ପାଇଁକି | ଆଉ ସେହି ଭଳି ଗହ୍ୱର ଖାଁ ଯିଏ କି ହୋଷ୍ଟ କରୁଥିଲେ ସେ ପ୍ରତି ଶୋ ପାଇଁ 10-15 ଲକ୍ଷ ଟଙ୍କା ନେଇଥାନ୍ତି ବୋଲି କୁହାଯାଉଛି | ଆଉ ତାହା ଛଡା ବ୍ଲକ୍ସ ୱାନ ଗ୍ରୁପ ଯାହାକି ଇଣ୍ଟରନେସନାଲ ଡାନ୍ସ ଗ୍ରୁପ ଯେଉଁଥିରେ ଆମ ଓଡିଶା ରୁ ଶ୍ରେୟା ଲେଙ୍କା ଅଛନ୍ତି ସେମାନେ ମଧ୍ୟ 2-3 କୋଟି ନେଇଥାନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment