ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ।ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି। ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ବର୍ଷା ଲାଇଫ ଷ୍ଟାଇଲ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏହି ଚେନାଲ ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ଷା ହେଉଛନ୍ତି ଆମ ଓଡ଼ିଶାର ଝିଅ ଯିଏକି ତାଙ୍କର ଭଲ୍ଗ ଭିଡ଼ିଓ ମାଧ୍ୟମ ରେ ସମସ୍ତ ଙ୍କୁ ବେଶ ହସାଇ ଥାନ୍ତି।
କିନ୍ତୁ ବର୍ତ୍ତମାନ ତାଙ୍କର ଏହିପରି ଏକ ଭିଡ଼ିଓ ସାମ୍ନା କୁ ଆସିଅଛି ଯାହା ସମସ୍ତ ଙ୍କୁ ଅତ୍ୟନ୍ତ ହସେଇବ। ତେବେ ବନ୍ଧୁଗଣ ବର୍ତ୍ତମାନ ବର୍ଷା ସାହୁ ଙ୍କ ର ହୋଲି ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଆଉ ଯେଉଁ ଭଳି ଭାବରେ ହୋଲି ରେ ତାଙ୍କର ହାଲତ ହୋଇଛି ତାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ବର୍ଷା ମଧ୍ୟ କହିଛନ୍ତି କି ତାଙ୍କର ଜୀବନ ରେ ଏହିପରି ହୋଲି ଖେଳ ସେ କେବେ ବି ଖେଳି ନଥିଲେ ବୋଲି।
ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ବର୍ଷା ତାଙ୍କର ପରିବାର ସହ ହୋଲି ଖେଳିବା ପାଇଁ ଏକାଠି ହୋଇଛନ୍ତି। ତେବେ ଏହା ପରେ ସେମାନେ ପରସ୍ପର କୁ ରଙ୍ଗ ଲଗାଇ ହୋଲି ର ସୁବେଛା ଜଣେଇଛନ୍ତି। ଆଉ ଏହା ପରେ ଏହିପରି ଭାବରେ ସବୁ ପରସ୍ପର କୁ ରଙ୍ଗ ଲଗାଇଛନ୍ତି କି ତାଙ୍କୁ ଦେଖିଲେ ଆପଣ ଆପେ ଆପେ ହସିବେ। ଆଉ ବର୍ଷା ଙ୍କ ଅବସ୍ଥା ରଙ୍ଗ ରେ ଯାହା ହୋଇଛି ତାହାକୁ ଦେଖିଲେ ଆପଣ ଜାଣି ପାରିବେ ନାହିଁ କି ସେ କିଏ ବୋଲି। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ସୁନ୍ଦର ରହିଛି ଯାହାକୁ ଦେଖିଲେ ହସି ହସି ଗଡି ଯିବେ ଆପଣ। ତେବେ ଆପଣ ମାନେ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।