ବାଟ ଜଗି ବସିଥିଲା ଘୋଡା… ହଠାତ ଆମକୁ ଦେଖି କାନ୍ଦିପକାଇଲା… ମାତ୍ର 4 ଘଣ୍ଟାରେ 158k ରୁ ଅଧିକ ଲାକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଆପଣ ଙ୍କ ପସନ୍ଦ ର କିଛି ଭିଡ଼ିଓ ଆପଣ ଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଖୁସି ଲାଗିଵା ସହିତ ଆପଣ ଙ୍କର ଇଚ୍ଛା ମଧ୍ୟ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି ରୁପା ଆଉ ପିଣ୍ଟୁ ଙ୍କର ବାଟ ଜଗି ଛିଡା ହୋଇଥିଲା ଘୋଡା ଟି ଆଉ ସେମାନଙ୍କୁ ପାଇଗଲା ପରେ ଖୁସି ହୋଇଯିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଇଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ଓଡ଼ିଶାର ନମ୍ବର 1 ଭ୍ଲୋଗାର ରୁପା ଆଉ ପିଣ୍ଟୁ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ନିଜର ଇଉଟ୍ୟୁବ ଚେନାଲ ରେ ବିଭିନ୍ନ ପ୍ରକାରର ଭିଡ଼ିଓ ଯାହା ସେମାନଙ୍କର ଡେଲି ଲାଇଫ ସହିତ ଘଟୁଛି ତାହା କୁ ଦେଖାଇ ଦର୍ଶକ ମାନଙ୍କ ର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି ରୁପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ବୋଲି କୁହାଯାଉଛି |ଆଉ ଏଠାରେ ଦେଖିବାକୁ ମିଳିଛି ରୁପା ଙ୍କର ଏଭଳି ଏକ ଭିଡ଼ିଓ ଯାହା କୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମନ୍ଦିର କୁ ଯାଇକି ସେମାନେ ଫେରୁଥିବା ବାଟରେ ରାସ୍ତା ଉପରେ ଏକ ଧଳା ଘୋଡା ଟି ସେମାନଙ୍କୁ ଯେମିତି ଜଗିକି ଛିଡା ହୋଇଥିଲା ବୋଲି କୁହାଯାଉଛି | ଆଉ ତାହା ସହିତ ପିଣ୍ଟୁ ଙ୍କର କହିବା କଥା ଅନୁସାରେ କିଛି ଦିନ ଆଗରୁ ରୁପା ଧଳା ଘୋଡା କୁ ଦେଖିବା ପାଇଁ ଜିଦ କରିଥିଲେ ଛୋଟ ପିଲା ଙ୍କ ଭଳି | ଆଉ ଯାହା ଫଳରେ ପିଣ୍ଟୁ ରୁପା ଙ୍କୁ ଭୁବନେଶ୍ୱର ର ନନ୍ଦନକାନନ କୁ ନେଇ ଯାଇଥିଲେ | ଆଉ ସେଠାରେ ଖୋଜିଥିଲେ ଧଳା ଘୋଡା ଦେଖିବା ପାଇଁ କିନ୍ତୁ ପାଇ ନ ଥିଲେ |

ତେବେ ହଠାତ ମନ୍ଦିର ରୁ ଫେରୁଥିବା ବେଳେ ଧଳା ଘୋଡା ଟି ରାସ୍ତା ରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା ଆଉ ଘୋଡା ର ମାଲିକ ମଧ୍ୟ ସେଠାରେ କେହି ନ ଥିଲେ | ଆଉ ରୁପା ଘୋଡା ଟିକୁ ଦେଖି ଖୁସି ହୋଇ ଯାଇଥିଲେ ଆଉ ତାଙ୍କ ପାଖରେ ଥିବା ଭୋଗ ଆଉ ସମସ୍ତ ଖାଇବା କୁ ଘୋଡା କୁ ଖୁଆଇ ଦେଇଥିଲେ ଆଉ ପାଣି ମଧ୍ୟ ପିଆଇ ଦେଇଥିଲେ ତାହା ପରେ ଶେଷରେ ଖୁସି ଙ୍କର ଚକଲେଟ ମଧ୍ୟ ଖାଇବାକୁ ଦେଇଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment