Special Tips – ବାତ ରୋଗ, ହାତଗୋଡ କାଲୁଆ ପଡିବା, Joint Pain, ଶିର ବ୍ଳକେଜ, ଡାଇବେଟିସ, କ୍ୟାଲସିୟମ ଅଭାବ ଠିକ ହେବ ଗ୍ୟାରେଣ୍ଟି

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ଅନେକ ଶାରୀରିକ ପୀଡ଼ାରେ ପୀଡିତ ରହୁଛନ୍ତି, ବ୍ୟକ୍ତିଙ୍କ ଥରେ ଜଏଣ୍ଟ ପେନ,ବାତ ରୋଗ, ହାଲିଆ ସହିତ ଡାଇବେଟିସ ପରି ଅନେକ ସମସ୍ୟା ଦେଖା ଦେଉଛି |ଏହି ସବୁବେଳେ ସମସ୍ୟା ଥିଲେ ବ୍ୟକ୍ତି ଅଧିକ ସମୟ ଶୁଇ ରହିବା ପାଇଁ ଚାହିଁଥାଏ, ତାକୁ କୌଣସି କାମ କରିବା ପାଇଁ ଇଛା ହୋଇନଥାଏ |ଏଥିପାଇଁ ଆପଣ ଯେତେ ଡାକ୍ତରୀ ଔଷଧ ସେବନ କଲେ ମଧ୍ୟ ସବୁ ରୋଗ ସମ୍ପୂର୍ଣ ଭଲ ହୋଇନଥାଏ ଆପଣ ଯଦି ଔଷଧ ଲଗାତାର ଭାବରେ କିଛି ଦିନ. ସେବନ କରନ୍ତି ତେବେ ଆପଣଙ୍କ ଅନେକ ପ୍ରକାର ପାର୍ଶ୍ୱପତିକ୍ରିୟା ଦେଖିବାକୁ ମିଳିଥାଏ |ମୁଁ ଆଜି ଆପଣକୁ ଦୁଇଟି ହୋମ ରିମିଡ଼ି ବିଷୟରେ କହିବି ଯାହାକି ଆପଣ କିଛିଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଏହି ସମସ୍ତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଅଶାନ୍ତି ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା |

ପ୍ରଥମ ରିମିଡ଼ି :-

ପ୍ରଥମେ ଆପଣ ଏହି ହୋମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ଅଧା ଚାମୋଚ ମେଥି ନିଅନ୍ତୁ ପରେ ଆପଣ ଏଥିରେ ଅଧା ଇଞ୍ଚର ଡାଲଚିନି ଖଣ୍ଡ ନେଇ ମେଥି ଓ ଡାଲଚିନି ଖଣ୍ଡକୁ ଏକ ଗ୍ଲାସ ପାଣିରେ ରାତିରେ ଭିଜାଇ ରଖନ୍ତୁ |ପର ଦିନ ସକାଳ ଆପଣ ଏହି ପାଣିକୁ ଛାଣି ଖାଲି ପେଟରେ ପିଇ ନିଅନ୍ତୁ, ଏହା ସହିତ ଆପଣଙ୍କ ରହିଥିବା ମେଥି ଓ ଡାଲଚିନି ଖଣ୍ଡକୁ ଭଲରେ ବାଟି ସେଥିରେ ଏକ ଚାମୋଚ ମହୁ ମିଶାଇ ଏହି ସମସ୍ତ ପେଷ୍ଟକୁ ଆପଣ ଭଲରେ ମିଶାଇ ତାହାକୁ ସେବନ କରନ୍ତୁ |ଏହି ପରି ଆପଣ ଲଗାତାର ଭାବରେ କିଛି ଦିନ ଲଗାତାର ଭାବରେ ଖାଆନ୍ତୁ ପରେ ଆପଣଙ୍କ ଯଉଁ ସମସ୍ୟା ରହିଛି ତାହା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |

ଦ୍ୱିତୀୟ ରିମିଡ଼ି :-

ଆପଣ ଏହି ଦ୍ୱିତୀୟ ରିମିଡ଼ ପ୍ରସ୍ତୁତ କରିବା ପାଇଁ ପାଞ୍ଚଟି ରସୁଣ କୋଷା ନେଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ପରେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଅଧା ଗ୍ଲାସ ପାଣି ଓ ଅଧା ଗ୍ଲାସ କ୍ଷୀର ନେଇ ତାହାକୁ ଗରମ କରନ୍ତୁ |ପରେ ଆପଣ କ୍ଷୀର ଫୁଟି ଆସିବା ପରେ ସେଥିରେ ରସୁଣର ପେଷ୍ଟ ମିଶାନ୍ତୁ ତାହା ସହିତ ଏକ ଚିମୁଟା ହଳଦୀ ଗୁଣ୍ଡ ପକାଇ ତାହାକୁ ଭଲରେ ବଏଲ ନିଅନ୍ତୁ |ଆପଣ ଆପଣ ଏହି କ୍ଷୀର ହାଲକା ଉଷାମ ଥିବା ସମୟରେ ଏହାକୁ ରାତିରେ ଖାଦ୍ୟ ଖାଇବାର ଅଧା ଘଣ୍ଟା ପରେ ଏହାକୁ ସେବନ କରନ୍ତୁ |ଏହିପରି ଆପଣ ଲଗାତାର ଭାବରେ ଏହି ଦୁଇଟି ବ୍ୟବହାର କଲେ ଆପଣଙ୍କ ଶାରୀରିକ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |

ଏହି ଦୁଇଟି ରିମିଡ଼ ଆପଣ ବ୍ୟବହାର କରିବା ସହିତ ପ୍ରତ୍ୟେକ ଦିନେ ସଫିସିଏଣ୍ଟ ପାଣି ପିଇବା ସହିତ ଆପଣ ଅଧିକ ପନିପରିବା ସହିତ ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ |ଆପଣ ଅଧିକ ସ୍ପାଇସି କିମ୍ବା ଅଇଲି ଫୁଡ ଖାଆନ୍ତୁ ନାହିଁ |ଏହିପରି ଆପଣ ସମସ୍ତ କଥା ମାନି ଚଳିଲେ ଆପଣକୁ ଦୁର୍ବଳତା କମିବା ସହିତ ଡାଇବେଟିସ ପରି ରୋଗ ମଧୁ କମିଯିବ ଧୀରେ ଧୀରେ ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment