ଦେଖନ୍ତୁ Exclusive ଭିଡିଓ ! ବାଥରୁମ ଭିତରେ ଏହି ହିରୋ ଙ୍କ ଦୁଃଖଭରା ଗୀତ ଗାଇଲେ ହିରୋଇନ୍ Prakruti Mishra

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆପଣ ଦେଝିବାକୁ ପାଉଥିବେ କି ହିରୋଇନ ମାନଙ୍କର ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହୋଇଥାଏ | ସେମାନଙ୍କର ଲାଇଫ ଷ୍ଟାଇଲ କୁ ନେଇକି ହେଉ ବା ସେମାନଙ୍କର ପ୍ରଶନାଲ ଓ ପ୍ରଫେସନାଲ ଲାଇଫ କୁ ନେଇକି | ଆଉ କେତେବେଳେ କେତେବେଳେ ହିରୋ ଆଉ ହିରୋଇନ ମାନଙ୍କର ମଜା ଓ ମସ୍ତି ର ଭିଡିଓ ମାନ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ଟିକିଏ ନିଆରା ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପ୍ରକୃତି ମିଶ୍ର ଗାଇବାକୁ ଲାଗିଛନ୍ତି ଗୀତ ତାହା ପୁଣି ବାଥରୁମ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଟି ଉପରେ ନଜର ପକାଇବା |

ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛି ସିଏ ଖାଲି ଅଲିଉଡ ରେ ନୁହନ୍ତି ବଲିଉଡ ରେ ମଧ୍ୟ ନିଜର ଅଭିନୟ ସହିତ ଡାନ୍ସ ଆଉ ସଙ୍ଗ ମାଧ୍ୟମରେ ଦର୍ଶକ ମାନଙ୍କର ମନ କୁ କିଣି ନେଇଛନ୍ତି | ଅଲିଉଡ ର ଜଣେ ଚୁଲବୁଲି ନାୟିକା ଭାବରେ ସମସ୍ତଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଥିବା ସମସ୍ତଙ୍କର ଅତି ପ୍ରିୟର ଅତି ସୁନ୍ଦରର ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବିଷୟରେ | ଆଉ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |


ତେବେ ଆପଣ ମାନେ ଜାଣିଥିଲେ କି ପ୍ରକୃତି ଖାଲି ଜଣେ ଭଲ ଏକ୍ଟର ନୁହନ୍ତି ସେ ଜଣେ ଭଲ ସିଙ୍ଗର ମଧ୍ୟ | ପିଲାଦିନରୁ ସେ ଅଭିନୟ ସାଙ୍ଗକୁ ସଂଗୀତ ମାଧ୍ୟମରେ ସମସ୍ତଙ୍କର ମନକୁ ଖୁସି କରେଇ ଦେଇଛନ୍ତି | ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଥିରେ ପ୍ରକୃତି ଏକ ଇମୋସନାଲ ସଙ୍ଗ ରେ ଗୀତ ଗାଇବା ପାଇଁ ଲାଗିଛନ୍ତି | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ମନ ମସ୍ତ ମଗନ ” ଗୀତ ଟି ଗାଇବାକୁ ଲାଗିଛନ୍ତି |

ଆଉ ଯାହା ଜଣା ପଡୁଛି କି ଭାଇରାଲ ହେଉଥିବା ଭିଡିଓ ଟି ରେ ପ୍ରକୃତି ବାଥରୁମ ରେ ଗାଧୋଉଥିବା ସମୟରେ ଗାଉଥିବାର ଦେଖିବାକୁ ମିଳିଛି | ଆଉ ତାହା ସହିତ ପ୍ରକୃତି ଙ୍କ ଅନ୍ୟ ଭିଡିଓ ଆଉ ଫୋଟ ଗୁଡିକ ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ଟିରେ | ଆଉ ଏହି ଭିଡିଓ ଟି ସମସ୍ତଙ୍କର ହୃଦୟକୁ ବେଶ ଆକୃଷ୍ଟ କରେଇଛି ଆଉ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment