Beauty Tips – ଏହି ରାମବାଣ ଉପାୟ କରନ୍ତୁ ମାତ୍ର 10 ଦିନ ରେ ଗୋରା ହେବେ ୧୦୦% ଗ୍ୟାରେଣ୍ଟି

ଆଜିକାଲିର ସମସ୍ତ ବ୍ୟକ୍ତି ନିଜକୁ ସୁନର କରିବା ପାଇଁ ବୁଷ୍ଟ ଉପାୟ ଆପଣେଇ ଥାଆନ୍ତି ।ଆଉ ସେହି ଭିତରେ ସେମାନେ ଅନେକ କେମିକାଲ ଗୁଡିକ ନିଜ ତ୍ୱଚାରେ ବ୍ୟବହାର କରିଥାନ୍ତି କିନ୍ତୁ ତାହାର ଫଳ ସ୍ୱରୂପ ସୁନ୍ଦର ଦେଖା ଯିବା ଜାଗାରେ ଆପଣଙ୍କ ତ୍ୱଚାର କ୍ଷତି ହେଇ ଥାଏ ।ତେବେ ଆପଣ କିଛି ବି ଜିନିଷ ନିଜ ତ୍ୱଚାରେ ବ୍ୟବହାର କରିବା ଆଗରୁ ବହୁତ ଭାବିବା ଦରକାର କାରଣ ଆମର ତ୍ୱଚା ବହୁତ ସେଂସିଟିଭ ଅଟେ ଯେଉଥିରେ କହିଛି ବି ହାନି ହେଲେ ତାହା ଭରଣ ହେବାକୁ ଭୁୟ କଷ୍ଟ ହେଇଥାଏ ।

ତେବେ ଆମେ ସମସ୍ତଙ୍କ ଭିତରେ ସୁନ୍ଦର ଦେଖାଯିବା ପାଇଁ ସବୁ ବେଳେ ଏକ ଚେଷ୍ଟା ଲାଗି ରହିଥାଏ ।ତେବେ ସେହିପରି ଗୋରା ତ୍ୱଚା ପାଇବା ପାଇଁ ବି ବହୁତ ଜଣ ଚେଷ୍ଟା କରନ୍ତି ତେବେ ସେହି ମାନଙ୍କ ପାଇଁ ଆମେ ଏମିତି ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ କେବଳ 10 ଭିତରେ ନିଜ ତ୍ୱଚାର ରଙ୍ଗ ପତିବର୍ତନ କରି ପାରିବେ ।ତେବେ ଏହି ଉପାୟରେ ଆପଣଙ୍କୁ କୌଣସି କେମିକାଲ ବ୍ୟବହାର କରିବାକୁ ପଡିବ ନାହିଁ ଆଉ ନିଜ ଘରେ ପ୍ରାକୃତିକ ଦ୍ରବ୍ୟ ଗୁଡିକୁ ନେଇ ସେହି ପେଷ୍ଟକୁ ତିଆରି କରି ପାରିବେ ।ତେବେ ଜାଣି ରଖନ୍ତୁ ସେହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

-ଭିଟାମିନ E କ୍ୟାପସୁଲ
-ମହୁ
-ଲେମ୍ବୁ
-ଚାଉଳ ଗୁଣ୍ଡ
-ଗୋଲାପ ଜଳ

ପ୍ରସ୍ତୁତି ପଣାଳୀ:-

-ପ୍ରଥମେ ଆପଣ ଦୁଇଟି ଭିଟାମିନ E କ୍ୟାପସୁଲ ନିଅନ୍ତୁ ତାପରେ ଗୋଟିଏ ପାତ୍ରରେ ସେହି କ୍ୟାପସୁଲ ଗୁଡିକର ତେଲ ବାହାର କରନ୍ତୁ ।ତାପରେ ସେଥିରେ ଅଧା ଚାମୁଚ ମହୁ ପକାନ୍ତୁ ଓ ଅଧା ଚାମୁଚ ଲେମ୍ବୁ ରସ ପକାନ୍ତୁ ଏବେ ଆବଶ୍ୟକ ମୁତାବକ ଚାଉଳ ଗୁଣ୍ଡ ଓ ଅଧା ଚାମୁଚ ଗୋଲାପ ଜଳ ପକେଇ ଭଲ କରି ମିଶେଇ ଏକ ପେଷ୍ଟ ତିଆରି କରନ୍ତୁ ।

ବ୍ୟବହାର ପ୍ରକ୍ରିୟା:-

-ଏବେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଅନ୍ତୁ ଆଉ ତାକୁ ନିଜ ତ୍ୱଚାରେ ଭଲ ଭାବେ ଲଗାନ୍ତୁ ତାପରେ 15 ମିନିଟ ପର୍ଯ୍ୟନ୍ତ ସେମିତି ରଖନ୍ତୁ ।ତାପରେ ଆପଣ ଖାଲି ପାଣିରେ ନିଜ ତ୍ୱଚାକୁ ଧୋଇ ଦିଅନ୍ତୁ ।ଆଉ ଏମିତି ଲଗାତାର ଆପଣ 10 ଦିନ ପର୍ଯ୍ୟନ୍ତ ଏହି ପେଷ୍ଟକୁ ତିଆରି କରି ଲଗାନ୍ତୁ ଦେଖିବେ କେମିତି ଆପଣଙ୍କ ତ୍ୱଚାର ରଙ୍ଗ ଧୀରେ ଧୀରେ ବଦଳିବାକୁ ଲାଗିବ ଯାହାକୁ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ତେବେ ବନ୍ଧୁ ମାନେ ଯଦି ଆପଣ ଗୋରା ହେବାକୁ ଚାହୁଁଛନ୍ତି ଏହି ଉପାୟକୁ ଆପଣେଇ ପାରିବେ ଯାହା ଖୁବ କମ ଖର୍ଚ୍ଚରେ ବି ହେଇ ପାରିବ ଓ ଏଥିରେ ଆପଣଙ୍କ ତ୍ୱଚାର କିଛି ବି କ୍ଷତି ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment