Swastik Tv News Odisha

Beauty Tips – ମୁହଁରୁ କଳା ଦାଗ ଦୂର କରିବାର ସରଳ ଏବଂ ସହଜ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି

0

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଠାରେ ବ୍ଲାକ ପ୍ୟାଚେସ୍ , ହାଇପୋମିଗମେଟେସନ , ପିମ୍ପୁଲ ପ୍ରବ୍ଲମ ,ଡାର୍କସାର୍କଲ ଏମିତି ଅନେକ ସମସ୍ୟା ଫେସରେ ଦେଖାଯାଉଛି । ଏଥିପାଇଁ ସେମାନେ ମାର୍କେଟ ରୁ ମିଳୁଥିବା ପ୍ରଡକ୍ଟ ଗୁଡିକ ବ୍ୟବହାର କରିଥାନ୍ତି କିନ୍ତୁ ତାହା ଆମ ସ୍କିନ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଏହା ଆମ ଫେସକୁ ଅଧିକ ବ୍ଲାକନେସ୍ କରି ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହା ଆମ ଫେସ୍ ର ସମସ୍ତ ସମସ୍ୟାକୁ ଦୂର କରିଦେବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ ;-

1. ଆଳୁ
2. ଚିନି

1.କ୍ଲିନର :-

ଏଥିପାଇଁ ଆପଣ ମାନେ ପ୍ରଥମେ ଗୋଟିଏ ଆଳୁ ନିଅନ୍ତୁ , ତାର ଚୋପା ବାହର କରି ଜୁସ୍ ବାହାର କରିନିଅନ୍ତୁ । ଆଳୁର ଖୋଦଡା ଅଂଶକୁ ସାଇତି କରି ରଖନ୍ତୁ , ଏହାପରେ ଏକ କଟନ ସାହାର୍ଯ୍ୟରେ ସେହି ଆଳୁର ରସକୁ ନିଜ ଫେସ୍ ରେ ଆପ୍ଲାଏ କରନ୍ତୁ । 15 ରୁ 20 ମିନିଟ ପର୍ଯ୍ୟନ୍ତ ଆପଣଙ୍କ ଫେସ୍ ରେ ଧୀରେ ଧୀରେ କଟନ୍ ରେ ଆପ୍ଲାଏ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଫେସ୍ ରେ ଥିବା ଡାର୍କସ୍ପର୍ଟ ଧୀରେ ଧୀରେ ଦୂର ହେବ । ଏହାକୁ ସପ୍ତାହରେ 5 ରୁ 6 ଥର ବ୍ୟବହାର କରନ୍ତୁ ।

2. ଏକ୍ସଫୋଲିଏସନ :-

ପ୍ରଥମେ ଆପଣ ମାନେ ପୂର୍ବରୁ ସାଇତି କରି ରଖିଥିବା ଆଳୁର ଖଦଡା ଅଂଶ ଏକ ଚାମଚ ନିଅନ୍ତୁ । ଏହାପରେ ଏକ ଚାମଚ ଚିନି ଓ ଏକ ଚାମଚ ଆଳୁର ରସ ଦେଇ ଭଲ ଭାବରେ ମିକ୍ସ କରି 15 ମିନିଟ ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ । ଏହାପରେ ସେହି ପେଷ୍ଟକୁ ଆଙ୍ଗୁଳି ସାହାର୍ଯ୍ୟରେ ନେଇ ସମ୍ପୂର୍ଣ୍ଣ ଫେସ୍ ରେ ଲଗାଇ ଦିଅନ୍ତୁ । ଏହାକୁ ଆପ୍ଲାଏ କରିବା ଦ୍ୱାରା ଆମ ଫେସ୍ ବ୍ରାଇଟନେସ୍ ହୋଇଥାଏ , ମିଗମେଟେସନ ଓ ବ୍ଲାକସ୍ପର୍ଟ ମଧ୍ୟ ଦୂର ହୋଇଥାଏ । ସ୍ରୋବିଙ୍ଗ କରିବା ଦ୍ୱାରା ବହୁତ ଜଲଦି ଆପଣ ମାନେ ଫେସ୍ ରେ ଗ୍ଲୋ ଆଣି ପାରିବେ ।

3. ସ୍କିନ ରିଡିଏନ୍ସ :-

ଯଦି ଆପଣ ମାନେ କ୍ଲିୟର ଫେସ୍ ଚାହୁଁଛନ୍ତି , ତେବେ ଭିଡିଓ ରେ ଦେଖିପାରୁଥିବେ ଯେଉଁ ସେରମ ତାକୁ ଦୁଇ ତିନି ଡ୍ରପ ଆପଣଙ୍କ ଫେସ୍ ରେ ଲଗାଇ ମସାଜ କରନ୍ତୁ । ବର୍ତ୍ତମାନ ଆପଣ ମାନେ ସନସ୍କ୍ରିନ ଜେଲ ମଧ୍ୟ ୟୁଜ୍ କରି ପାରିବେ । ଏହା ସହିତ ଆପଣ ମାନେ ପ୍ରାକୃତିକ ଜିନିଷ ଯେମିତିକି ଲେମ୍ୱୁ , ଏଲୋବିରା , ରଜୱାଟର , କଫି ସ୍କ୍ରବ ଇତ୍ୟାଦି କରିବା ଦ୍ୱାରା ଆପଣଙ୍କ ବ୍ଲାକସ୍ପର୍ଟ ଉପରେ ମଧ୍ୟ ଭଲ ଇଫେକ୍ଟିଭ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.