Best Comedy Piyush | ମୁଁ ପୁରା ବଦଳି ଯାଇଛି ବାପା….| Sonali & Mama | ତୁଳସୀ ଗଣନାଟ୍ୟ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ,ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ଯାତ୍ରା ସିନର କମେଡି ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣ ଆଗରୁ ଅନେକ ଯାତ୍ରା ସହିତ ଫିଲ୍ମ ମାନଙ୍କରେ କମେଡି ସିନ ଦେଖିଥିବେ ହେଲେ ଆଜିର ଏହି ସମସ୍ତଙ୍କ ଠାରୁ ବହୁତ ନିଆରା ଅଟେ |ଏହାର ଯାତ୍ରାର ସମସ୍ତ ଆକଟର ମାନଙ୍କ ଅଭିନୟ ସମସ୍ତଙ୍କ ଠାରୁ ନିଆରା, ମୁଁ ଆଜି ଆପଣଙ୍କୁ ଏହି ତୁଳସୀ ଗଣନାଟ୍ୟର ଏକ ସୁନ୍ଦର କମେଡି ସିନ ବିଷୟରେ ସମ୍ପୂର୍ଣ କଥା ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ସମ୍ୱନ୍ଧରେ ସମ୍ପୂର୍ଣ କଥା ଜାଣିବା |

ଆମ ସହିତ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଯାତ୍ରା ପ୍ରେମୀ ଅଟନ୍ତି, ସେମାନେ ଯାତ୍ରାର ଆରମ୍ଭରୁ ଶେଷ ପ୍ରଯ୍ୟନ୍ତ ବସି ଦେଖିବାକୁ ଭଲ ପାଇଥାନ୍ତି |ସେମାନେ ଯଦି ନିଜ ପସନ୍ଦର ଆକ୍ଟର ଅଭିନୟ କରୁଥିବାର ଦେଖନ୍ତି ତେବେ ସେମାନେ ବହୁତ ଖୁସି ହୋଇଯାଇଥାନ୍ତି, ଯାତ୍ରା ହେଉ,ଫିଲ୍ମ ହେଉ କିମ୍ବା ସିରିଏଲ ଜଗତ ହେଉ ସବୁଥିରେ କମେଡି ସିନ ନିଶ୍ଚିତ ରହିବା ଆବଶ୍ୟକ ନହେଲେ ଦର୍ଶକ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ |ଦର୍ଶକ ସର୍ବଦା ନିଜର ମନ ରଞ୍ଜନ କରିବା ପାଇଁ କମେଡି ଦେଖିବାକୁ ଅଧିକ ପସନ୍ଦ କରନ୍ତି |

ତେଣୁ ଯେକୌଣସି ଯାତ୍ରା କିମନ ଫିଲ୍ମରେ କମେଡି ସିନ ନିଶ୍ଚିତ ରହିଥାଏ, ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଯାତ୍ରା ସିନରେ ଦେଖିବାକୁ ମିଳିଛି ଯେ କମେଡିଆନ ପିୟୁଷଙ୍କ ତାଙ୍କର ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନ କିଣିଛନ୍ତି |ଯାତ୍ରା ତୁଳସୀ ଗଣନାଟ୍ୟରେ ଦେଖିବାକୁ ମିଳିଛି ପିୟୁଷ ସୋନାଲି ଓ ମାମାଙ୍କ ସହିତ ସୁନ୍ଦର କମେଡି କରିଛନ୍ତି, ଯାହାକି ଦର୍ଶକ ଦେଖି ବହୁତ ମଜା ନେଉଛନ୍ତି |ପିୟୁଷ ଙ୍କ ସହିତ ଏମାନଂକ ଅଭିନୟ ଅତି ସୁନ୍ଦର ହେବା ସହିତ ପିୟୁଷ ନିଜର ଶଶୁର ସହିତ ଯେଉଁ ଭଳି ସୁନ୍ଦର କଥା ସହିତ ତାଙ୍କର ଅଙ୍ଗ ଭାଙ୍ଗି ଦର୍ଶକ ମାନଙ୍କ ମନ କିଣିଥିଲା |

ଏହି ତୁଳସୀ ଗଣନାଟ୍ୟର ଯାତ୍ରା ଷ୍ଟେଜ ସୁନ୍ଦର ଭାବରେ ସଜା ହେବା ସହିତ ତାଙ୍କର ସୁନ୍ଦର ଲାଇଟ ବ୍ୟବସ୍ତା ମଧ୍ୟ ରହିଥିଲା, ଏହି ତୁଳସୀ ଗଣନାଟ୍ୟରେ ପିୟୁଷ ସୋନାଲି ଓ ମାମାଙ୍କ ସହିତ ମଧ୍ୟ ସୁନ୍ଦର ସୁନ୍ଦର କଥା କହିଛନ୍ତି |ଯାହା ଶୁଣିଲେ ଦର୍ଶକ ବହୁତ ହସିବେ, ଏହା ସହିତ ତାଙ୍କର କମେଡି କଥା ସହିତ ତାଙ୍କର ଅଭିନୟ ମଧ୍ୟ ବହୁତ ସୁନ୍ଦର ହୋଇଛି |ତୁଳସୀ ଗଣନାଟ୍ୟର ପିୟୁଷଙ୍କ ଏହିପରି ସୁନ୍ଦର ଅଭିନୟ ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯାହାକି ଦର୍ଶକ ଦେଖିବା ପାଇଁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment