Sampurna Laxmi – ଅଡିସନରେ ଭାଉଜ କରିଲେ hot ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ଆଜିର ଦିନରେ ଅନେକ ରିଆଲିଟି ଶୋ ମାଧ୍ୟମରେ ଲୋକ ମାନେ ନିଜ ଭିତରେ ଲୁଚି ରହୁଥିବା ପ୍ରତିଭା ଗୁଡିକ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି।ତେବେ ସିଦ୍ଧାର୍ଥ ଟିଭି ବିବାହିତ ମହିଳା ମାନଙ୍କ ପାଇଁ ଆଣିଛି ରିଆଲିଟି ଶୋ ସମ୍ପୂର୍ଣ୍ଣ ଲକ୍ଷ୍ମୀ। ଏହି ରିୟାଲିଟି ଶୋ ଅଳ୍ପ ଦିନ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇ ପାରିଛି। ଓଡ଼ିଶାର ଅଗଣିତ ପ୍ରତିଭାମାନ ବିବାହିତ ମହିଳା ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭିର ଏହି ପ୍ରୟାସକୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି। ବିବାହ ପରେ ଯେଉଁ ନାରୀ ମାନେ ଘର ର ଚାରିକାନ୍ଥ ଭିତରେ ରହି ନିଜ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହେଉ ନଥିଲେ ସିଦ୍ଧାର୍ଥ ଟିଭି ସେହି ସବୁ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରିଛି।
ତେବେ ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ଲକ୍ଷ୍ମୀ ସିଜନ୍ ୨ ଆରମ୍ଭ ହୋଇ ଯାଇଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଏହି ଶୋର ଜଜ୍ ରହିଛନ୍ତି ଅଭିନେତା ପୁପିନ୍ଧର ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଏବଂ ଅଭିନେତ୍ରୀ ଜିନା। ତେବେ ଆଜି ଆମେ ଆପଣଙ୍କୁ ଏହି ଶୋରେ ଭାଗ ନେଇଥିବା ଜଣେ ପ୍ରତିଭାବାନ ଗୃହିଣୀଙ୍କ ବାବଦରେ କହିବା ପାଇଁ ଯାଉଛୁ। ଯାହାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଦର୍ଶକ ମଧ୍ୟ ଏହି ମହିଳାଙ୍କ ପ୍ରୋଫୋମାନ୍ସକୁ ଖୁବ୍ ପସନ୍ଦ କରୁଛନ୍ତି।

ତେବେ ଏହି ଭାଉଜ ଜଣଙ୍କ ହେଉଛନ୍ତି ପ୍ରୀତି ଭାଉଜ। ତେବେ ପ୍ରୀତି ଗ୍ରାଜୁଏସନ୍ ଶେଷ କରିବା ପରେ ଘରେ ତାଙ୍କର ବିବାହ ହୋଇ ଯାଇଥିଲା ଆଉ ବର୍ତ୍ତମାନ ସମୟରେ ସେ କମ୍ପିଟେଟିଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଲାବେଳୁ ପ୍ରୀତି ଗୀତ ଶିଖୁଥିଲେ ଏଥି ସହିତ ସେ ଡାନ୍ସ ମଧ୍ୟ ଶିଖି ଥିଲେ। କିନ୍ତୁ ଜଲଦି ବିବାହ ହୋଇ ଯିବା କାରଣରୁ ତାଙ୍କର ସ୍ବପ୍ନ ଅଧାରେ ରହି ଯାଇଛି। ତେଣୁ ସେ ଏହି ରିଆଲିଟି ଶୋ ମାଧ୍ୟମରେ ନିଜ ପ୍ରତିଭାକୁ ଦେଖାଇଛନ୍ତି।

ତେଭେ ପ୍ରୀତି ଷ୍ଟେଜ ମରେ ଖୁବ୍ ସୁନ୍ଦର ଗୀତ ଗାଇବା ସହ ଅତି ବିଚକ୍ଷଣ ଡାନ୍ସ ମଧ୍ୟ୍ୟ କରିଛନ୍ତି। ଆଉ ତାଙ୍କର ଏହି ବିଚକ୍ଷଣ ପ୍ରତିଭାରେ ଜଜେସ ମାନଙ୍କୁ ଇମ୍ପ୍ରେସ ମଧ୍ୟ କରିପାରିଛନ୍ତି। ତାଙ୍କର ଏହି ପ୍ରୋଫୋମାନ୍ସକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡ଼ିଓକୁ କିଛି ଘଣ୍ଟା ମଧ୍ୟରେ ପାଖ ପାଖି ଏକ ଲକ୍ଷ ଦର୍ଶକ ଦେଖି ସାରିଲେଣି। ଆଉ ପ୍ରୀତି ଭାଉଜଙ୍କ ଏଭଳି ସୁନ୍ଦର୍ ପ୍ରୋଫୋମାନ୍ସକୁ ଦର୍ଶକ ପସନ୍ଦ କରିବା ସହ ଏହା ଉପରେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଆପଣ ମଧ୍ୟ ପ୍ରୀତି ଭାଉଜଙ୍କ ଏହି ସୁନ୍ଦର୍ ପ୍ରୋଫୋମାନ୍ସକୁ ଦେଖନ୍ତୁ ଆଶା କରୁଛୁ ଆପଣଙ୍କୁ ଏହି ଭିଡିଓ ନିଶ୍ଚିତ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment