ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଘଟଣା ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଓ ଭିଡ଼ିଓ ଗୁଡ଼ିକ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଭାବି ଆଉ ଦେବର ମିଳିମିଶି କରିବାକୁ ଲାଗିଛନ୍ତି ଡାନ୍ସ ଯାହା ସମସ୍ତ ଙ୍କର ମନକୁ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସାଧାରଣତଃ ଆପଣ ମାନେ ଜାଣିଥିବେ କି ଡାନ୍ସ ଗୋଟିଏ ଏମିତି ଜିନିଷ ଯାହା ଆମ ମନରେ ଶାନ୍ତି ଆଣି ଦେଇଥାଏ | ଆଉ ତାହା ସହିତ କୁହାଯାଇଥାଏ କି ଆପଣ ମାନେ ଯଦି ଡାନ୍ସ ରେ ମୁଗ୍ଧ ହୋଇ ଯାଇଥାନ୍ତି ତାହେଲେ ଆପଣ ମାନଙ୍କର ମନ ମଧ୍ୟ ସେହିଠାରେ ରହି ଯାଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଡାନ୍ସ ର ମଜା ନେଉଛନ୍ତି ଉଭୟ ଦିଅର ଓ ଭାଉଜ | ତାହା ସହିତ ନାଚ ରେ ଏତେ ପରିମାଣରେ ମାତି ଯାଇଛନ୍ତି କି ସେମାନେ ଏନଜୟ କରିବାକୁ ଲାଗିଛନ୍ତି |
ସାଧାରଣତଃ ଭାଉଜ ଓ ଦିଅର ଙ୍କର ସମ୍ପର୍କ କିଛି ନିଆରା ଥାଏ ସବୁବେଳେ | ଆଉ ଭଲ ସାଙ୍ଗ ଭଳି ମିଶିଥାନ୍ତି ସେମାନେ, ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଏକ ପାର୍ଟି ରେ ଭାଉଜ ଦୁଇ ଜଣ ଙ୍କ ସହିତ ଦିଅର କରିବାକୁ ଲାଗିଛନ୍ତି ଡାନ୍ସ | ତାହା ସହିତ ସେହି ଭଳି ଡାନ୍ସ କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଏନଜୟ କରିବା ସହିତ ଆପଣ ମାନେ ମଧ୍ୟ ମୋଜିଯିବେ ସେମାନଙ୍କ ଡାନ୍ସ ରେ ବୋଲି କୁହାଯାଉଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |
ଆଉ ତାହା ସହିତ ଦେଖିବାକୁ ମିଳିଛି କି ଗୀତ ସହିତ ଜବରଦସ୍ତ ଠୁମକା ଲଗାଇବାକୁ ଲାଗିଛନ୍ତି ଦିଅର ଓ ଭାଉଜ ଜଣଙ୍କ ବୋଲି କୁହାଯାଉଛି | ଆଉ ତାହା ସହିତ ସେହି ଭଳି ଭାଇରାଲ ଭିଡ଼ିଓ ସମସ୍ତ ଙ୍କର ବେଶ ପସନ୍ଦ ମଧ୍ୟ ଆସିବାକୁ ଲାଗିଛି | ଏହା ସହିତ ଦୁଇଜଣ ଙ୍କର ଏହି ଭଳି ଡାନ୍ସ ବର୍ତ୍ତମାନ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେଉଛି | ଯାହା କୁ ଲୋକ ମାନେ ଦେଖି ଏନଜୟ ମଧ୍ୟ କରିବାକୁ ଲାଗିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।