ଓଃ କି ଡ୍ୟାନ୍ସ ! ଭାଉଜ ଦିଅର ଙ୍କ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁମାନେ ବର୍ତ୍ତମାନ ସୋସିଆଲ ମେଡିଆ ପେଜ ଉପରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳୁଛି ।ସେହି ଭିଡ଼ିଓ ଗୁଡିକ ଭିତରେ କିଛି ଏମିତି ଭିଡ଼ିଓ ଥାଏ ଯାହା ବହୁତ ଜଳଦି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।ସାଧାରଣତଃ ଯେତେବେଳେ କୌଣସି ପ୍ରକାରର ଡ୍ୟାନ୍ସ ଭିଡ଼ିଓ ଅପଲୋଡ଼ ହେଇଥାଏ ସେହି ଭିଡ଼ିଓ ଖୁବ ଶ୍ରୀଘ୍ର ଭାଇରଲ ହେଇଥାଏ ।ତେବେ ନିକଟରେ ଗୋଟିଏ ଡ୍ୟାନ୍ସ ଭିଡ଼ିଓ ବହୁତ ଭାଇରଲ ହେବାରେ ଲାଗିଛି ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହି ଭିଡ଼ିଓରେ ଭାଉଜ ଦିଅର ଏମିତି ଡ୍ୟାନ୍ସ କରୁଛନ୍ତି କି ଭିଡ଼ିଓ ଯେତେ ଦେଖିଲେ ବି ବାରମ୍ବାର ଦେଖିବାକୁ ଇଚ୍ଛା ହେଉଚି ।

ତେବେ ଡ୍ୟାନ୍ସ ଯେତେବେଳେ ଯୋଉଠି ବି ହୁଏ ତାହାକୁ ଦେଖିବାକୁ ଖୁବ ମଜା ଲାଗେ ଆଉ ବହୁତ ଜଣ ଅଛନ୍ତି ଡ୍ୟାନ୍ସ ଦେଖି ନିଜକୁ ଅଟକାଇ ପାରନ୍ତି ନାହିଁ ।ବର୍ତ୍ତମାନ ଘରେ ଘରେ ପ୍ରତ୍ୟେକ ଆୟୋଜନ ଗୁଡିକରେ ପରିବାର ସଦସ୍ୟ ମାନେ ଖୁବ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।ତେବେ ଆଜିର ଭିଡ଼ିଓ ରେ ବି କୌଣସି ଏକ ଆୟୋଜନ ରେ ଦିଅର ଓ ଭାଉଜ ଙ୍କର ଡ୍ୟାନ୍ସ ଦେଖିବାକୁ ମିଳିଛି ।ଦିଅର ଭାଉଜ ସମ୍ପର୍କ ଖୁବ ସ୍ନେହର ସମ୍ପର୍କ ହେଇଥାଏ ଆଉ ଯଦି ଏହି ଯୋଡି ଯେତେବେଳେ ଡ୍ୟାନ୍ସ କରୁଛନ୍ତି ତାହେଲେ ତାହା ଦୃଷ୍ଟି ଆକର୍ଷଣ କରିବା ଖୁବ ସ୍ୱାଭାବିକ ।

ଆପଣ ମାନେ ଏହି ଭାଇରଲ ଭିଡ଼ିଓ ରେ ଦେଖି ପାରୁଥିବେ କୌଣସି କିଛି ପ୍ରୋଗ୍ରାମ ରହିଛି ଯେଉଁଥି ପାଇଁ ଗୋଟିଏ ଜାଗାରେ ଖୁବ ସୁନ୍ଦର ସାଜସଜ୍ଜା ହେଇଥିବା ସହିତ ଅନେକ ଲୋକଙ୍କ ଭିଡ଼ ଜମିଛି ।ଏହି ମାହଲ ଭିତରେ ଷ୍ଟେଜ ପାଖକୁ ଚାଲି ଆସୁଛନ୍ତି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ।ତାପରେ “ମେ ନେଇ ନେୱେଲି ଆଇ” ବୋଲି ଗୋଟିଏ ଗୀତ ବାଜୁଛି ଯେଉଁ ଗୀତରେ ପୁରୁଷ ଜଣକ ଡ୍ୟାନ୍ସ କରୁଛନ୍ତି ଆଉ ଏହାପରେ ଦୁଇ ଜଣ ମହିଳା ବି ଖୁବ ସୁନ୍ଦର ତାଳ ମିଳାଇ ଡ୍ୟାନ୍ସ କରୁଛନ୍ତି ।ତେବେ ଏହି ଡ଼୍ୟାନ୍ସ ରେ ଜଣେ ଦିଅର ଓ ଦୁଇ ଜଣ ଭାଉଜ ଡ୍ୟାନ୍ସ କରୁଛନ୍ତି ।

ଗୀତ ଆଉ ଡ୍ୟାନ୍ସ ରୁ ଜଣା ପଡୁଛି କି କୌଣସି ଗୋଟିଏ ପ୍ରଶ୍ନ ଉତ୍ତର ଭଳି ଡ୍ୟାନ୍ସ ଟି ହେଉଛି ।ପାଖରେ ଥିବା ଲୋକମାନେ ବି ଏହି ଡ୍ୟାନ୍ସ ର ଖୁବ ମଜା ନେଉ ଥିବାର ଦେଖିବାକୁ ମିଳୁଛନ୍ତି କିଛି ମହିଳା ନିଜକୁ ରୋକି ନପାରି ଷ୍ଟେଜ ଉପରକୁ ଆସି ଡ୍ୟାନ୍ସ ବି କରୁଛନ୍ତି ।ଆଉ ଏହି ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ଟି ସୋସିଆଲ ମେଡିଆ ରେ ଭାଇରଲ ହେବା ପରେ ଡ୍ୟାନ୍ସ ଭିଡ଼ିଓ ଟିକୁ 57 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment