ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେବାକୁ ଲାଗିଛି ଏକ ରିୟାଲିଟି ଶୋ ର ଭିଡ଼ିଓ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଥିବା ର ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ବେଳେ ଏଥିରେ ତିନି ଜଣ ଜଣା ଶୁଣା କଳାକାର ଜର୍ଜ ଭାବେ ନିୟାଜିତ ଅଛନ୍ତି | ତେବେ ଏହି ରିୟାଲିଟି ଶୋ ରେ ଦ୍ୱିତୀୟ ସିଜିନ ରେ ଭାଗ ନେଇଥିବା ତିନି ଜଣ ଙ୍କ ପ୍ରଫୋର୍ମାନ୍ସ ଓ ଡ୍ୟାନ୍ସ କୁ ଜର୍ଜ ମାନେ ଉପଭୋଗ କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ସମ୍ପୂର୍ଣ୍ଣ ଲକ୍ଷ୍ମୀ ମାନେ ନିଜର ଟେଲେଣ୍ଟ କୁ ଷ୍ଟେଜ ରେ ଦେଖାଇବାକୁ ଲାଗିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଉପରେ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଓଡିଶା ଟେଲିଭିଜନ ରେ ନୂଆ କରି ଆରମ୍ଭ ହେଇଥିବା ସମ୍ପୂର୍ଣ ଲଷ୍ମୀ ସିଜିନ 2 ରିୟାଲିଟି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ଗୃହିଣୀ ମାନଙ୍କୁ ନେଇ ଆରମ୍ଭ ହେଇଥିବା ବେଳେ ଏହି ରିୟାଲିଟି ଶୋରେ ବିଭିନ୍ନ ନୂଆ ନୂଆ କଥା ଶୁଣିବାକୁ ମିଳିଥାଏ | ତେବେ ଏହି ଶୋ ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଳାକାର ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ଏହି ଶୋ ରେ ଏକ ଗ୍ରୁପ ରେ ତିନି ଜଣ ଗୃହିଣୀ ଙ୍କୁ ମଞ୍ଚକୁ ଡକା ଯାଇଥିଲେ ସେମାନେ ହେଲେ କଳ୍ପନା ମୁଦୁଲି, ମିତ୍ରାନ୍ଦୀ ତନୟା ପତି , ଓ ସୋନାଲି ବେହେରା |
ତେବେ ମଞ୍ଚକୁ ସେମାନେ ଆସିବା ପରେ ଜର୍ଜ ସେମାନଙ୍କୁ ପ୍ରଥମ ରାଉଣ୍ଡ ରେ ଏକ ଟାସ୍କ ଦେଇଥିଲେ କରିବା ପାଇଁ | ତେଵେ ଟାସ୍କ ଟି ଥିଲା ଫୁଲ ମାଳ ତିଆରି କରିବା | ତେଵେ ଏହି ମାଳା ତିଆରି କରିବା ପାଇଁ ସେମାନଙ୍କୁ 3 ମିନିଟ ର ନିର୍ଧାରିତ ସମୟ ଦିଆଯାଇଥିଲା ଓ ସେହି 3 ମିନଟ ଭିତରେ ସେମାନେ ସୁନ୍ଦର ମାଳ ତିଆରି କରିଥିଲେ | ଜର୍ଜ ମାନେ ଏହି ତିନି ଜଣଙ୍କ ମାଳା କୁ ଦେଖି ପ୍ରଂଶସା କିରିବା ସହିତ ଆଉ ଭଲ ହେଇପାରିଥାନ୍ତି ବୋଲି କହିଥିଲେ | ଏହା ସହିତ ପ୍ରଥମ ରାଉଣ୍ଡ ର ଟାସ୍କ ଶେଷ ହେଇଥିଲା |
ଦ୍ୱିତୀୟ ରାଉଣ୍ଡ ରେ ସେମାନଙ୍କୁ କିଛି ପ୍ରଶ୍ନ ପଚାରାଯାଇଥିଲା ଏହାର ଉତ୍ତର ତିନି ଜଣ ଗୃହିଣୀ ବହୁତ ଭଲ ଭାବରେ ଦେଇଥିଲେ | ତେବେ ଶେଷ ରାଉଣ୍ଡ ଥିଲା ଡ୍ୟାନ୍ସ ଦର୍ଶକ ମାନଙ୍କୁ ଓ ଜର୍ଜ ମାନଙ୍କ ମନକୁ ଖୁସି କରିବା ପାଇଁ ଡ୍ୟାନ୍ସ ର ଟାସ୍କ ରହିଥିଲା | ଯେଉଁ ଥିରେ ୩ ଜଣ ଗୃହିଣୀ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରି ଜର୍ଜ ମାନଙ୍କ ମନ ଜିଣିଥିଲେ ମଧ୍ୟ | ସେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗଲା ରାଉଣ୍ଡ କୁ ଯିବାକୁ ଅପେକ୍ଷା ସୁଯୋଗ ମିଳିଥିଲା | ଓ ଜଣଙ୍କୁ ମଞ୍ଚରୁ ବାହାରିବାକୁ ପଡିଥିଲା | ତେବେ ଏହା ସହିତ ଶେଷ ରାଉଣ୍ଡ ମଧ୍ୟ ଶେଷ ହେଇଥିଲେ | ତେବେ ଏହା ଥିଲା ସେହି ଭାଇରାଲ ଭିଡିଓ ଯାହା ବେଶ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।