ଭୋଜପୁରୀ ଗୀତରେ ଅଭିନେତ୍ରୀ ଙ୍କ ହଟ Scene… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

କଳ୍ପନା ପଟୋୱାରି ଆସାମର ଜଣେ ଲୋକ ସଙ୍ଗୀତ ଓ ପ୍ରଚ୍ଛଦପଟ ଗାୟିକ। । ସେ ତିରିଶଟି ଭାଷାରେ ଗାଇଛନ୍ତି ଓ ଅନେକ ଲୋକପ୍ରିୟ ଓ ଲୋକ ସଙ୍ଗୀତ ଗାଇଛନ୍ତି କିନ୍ତୁ ଭୋଜପୂରୀ ସଙ୍ଗୀତ ପ୍ରତି ସେ ଅତି ସମର୍ପିତ ଥିଲେ ।’ସିନେମା ଭୋଜପୁରୀ’ ନାମକ ଏକ ପୁସ୍ତକରେ ଲେଖକ ଅଭିଜିତ ଘୋଷ କଳ୍ପନାଙ୍କର ଅତି ପ୍ରଶଂସା କରିଛନ୍ତି ଭୋଜପୁରୀ ଚଳଚ୍ଚିତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ । ତାଙ୍କର ସୁନ୍ଦର ସ୍ୱର ଯୋଗୁ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଗୀତ ଗାଇବା ପ୍ରାୟ ନିଧାର୍ଯ୍ୟ ଥିଲା ।

ଭାରତର ସଙ୍ଗୀତ ମାଷ୍ଟରମାନେ ଆଁ କରି ରହିଗଲେ ଯେତେବେଳେ ଭାରତୀୟ ଲୋକ ସଙ୍ଗୀତ ଗାୟିକା କଳ୍ପନା ସ‌ହିତ ଏକ ବ୍ରିଟିଶ ରେକର୍ଡ଼ିଙ୍ଗ କମ୍ପାନୀ ‘ଭିରଜିନ ଇଏମଆଇ ରେକର୍ଡ଼ସ’ ଏପ୍ରିଲ ମାସରେ ଚୁକ୍ତିବଦ୍ଧ ହେଲେ । ସେମାନେ ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯେତେବେଳେ ଦେଖିଲେ ପ୍ରବାସୀମାନଙ୍କ ବିଷୟରେ ତିଆରି ଭୋଜପୁରୀ ସଙ୍ଗୀତ ଆଲବମର ଆନ୍ତର୍ଜାତୀୟ ଚାହିଦା ଅପ୍ରତ୍ୟାଶିତ ଭାବରେ ବଢ଼ିଚାଲିଛି ।

ଆସାମର ବାରପେଟା ଜିଲ୍ଲାରେ କଳ୍ପନା ନାଥ ସମ୍ପ୍ରଦାୟର ଏକ ଯୋଗୀ-ନାଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।ଇଂରାଜୀ ଭାଷାରେ ସେ ଜଣେ ସ୍ନାତକ ଓ ଗୌହାଟିର କଟନ କଲେଜର ଅଲୁମନସ ଅଟନ୍ତି । ତାଙ୍କ ଲୋକସଙ୍ଗୀତଜ୍ଞ ପିତାଙ୍କଠାରୁ କଳ୍ପନା କାମରୁପୀୟ ଓ ଗୋଲପୋରିୟ ଲୋକ ସଙ୍ଗୀତ ଶିକ୍ଷା କରି ମାତ୍ର ୪ବର୍ଷ ବୟସରେ ପିତାଙ୍କ ସାଥିରେ ଜନତାଙ୍କ ସାମନାରେ ପ୍ରଦର୍ଶନ ଆରମ୍ଭ କରିଥିଲେ ଓ ଲକ୍ଷ୍ନୌର ଭାତଖଣ୍ଡେ ସଙ୍ଗୀତ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟରୁ କ୍ଲାସିକାଲ ସଙ୍ଗୀତ ଶିକ୍ଷା କରିଥିଲେ ।ପୁର୍ବୀ, ପଚ୍ର, କଜରି, ସୋହର, ବିବାହ ଗୀତ, ଚଇତ ଓ ନୌଟଙ୍କି ଭଳି ଅନେକ ପ୍ରକାରର ଭୋଜପୁରି ଲୋକ ଗୀତ ଗାଉଥିଲେ ।ଭିଖାରି ଠାକୁରଙ୍କ କାମ ଉପରେ କିଛି ଲେଖା ଲେଖିଥିଲେ ଓ ତାଙ୍କ ଜୀବନ ତ‌ଥା କାମ ଉପରେ ଏକ ସଙ୍ଗୀତ ଆଲବମ ତିଆରି କରିଥିଲେ ।

ଭୋଜପୁରୀ ଫିଲ୍ମ ସୁପରଷ୍ଟାର ରିତେଶ ପାଣ୍ଡେଙ୍କ ବୋବାଲ ଭୋଜପୁରୀ ଗୀତ ‘ହଜାରୋ କା କ୍ୟା ହୋଗା’ ରିଲିଜ୍ ହୋଇଯାଇଛି । ଏହି ସାନଦାର ଭିଡିଓ ଗୀତର ଟିଜର ନିକଟରେ ସାରେଗାମା ହମ ଭୋଜପୁରୀର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଥିଲା, ଯାହାକି କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଭ୍ୟୁ ପାଇଥିଲା । ଏବେ ଏହି ଗୀତର ସମ୍ପୂର୍ଣ୍ଣ ଭିଡିଓ ରିଲିଜ୍ ହୋଇଛି ।

ରିତେଶ ପାଣ୍ଡେଙ୍କ ସୁପରହିଟ୍ ଗୀତ ବହୁତ ଭଲ ପ୍ରତିକ୍ରିୟା ମିଳୁଛି । ଗୀତଟି ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଭ୍ୟୁ ପାଇଛି, ପ୍ରଥମ ଦିନରେ ଗୀତଟି ଏକ ମିଲିୟନ୍ ଭ୍ୟୁ ପାଇବାରେ ସଫଳ ହୋଇଥିଲା । ରିତେଶ ପାଣ୍ଡେଙ୍କ ଲୁକ୍ ଏବଂ ତାଙ୍କ ପୋଷାକ ଏହି ଗୀତର ଥିମ୍ ଅନୁଯାୟୀ ବହୁତ ସୁନ୍ଦର ଲାଗୁଛି । ନୀଳ ଜିନ୍ସ ଏବଂ ମେଳ ଖାଉଥିବା ଜୋତା, ହଳଦିଆ ରଙ୍ଗର ଟି-ସାର୍ଟ ଏବଂ ଲାଲ୍ ଜ୍ୟାକେଟରେ ରିତେଶ ପାଣ୍ଡେ କେଉଁ ବଡ ତାରକା ଠାରୁ କମ୍ ଦେଖାଯାଉ ନାହାନ୍ତି । ଭିଡିଓରେ ହିରୋଇନ୍ ମଧ୍ୟ ସୁନ୍ଦର ଏବଂ ହଟ ଲାଗୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment