ଓଃ କି ଡ୍ୟାନ୍ସ ! ଭୋଜପୁରୀ ଗୀତରେ Farewells ଡ୍ୟାନ୍ସ କଲେ କଲେଜ ଛାତ୍ର ଛାତ୍ରୀ… ନାଚି ଧୂଳି ଉଡାଇ ଦେଲେ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନ ଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତ ଙ୍କର ମନକୁ ଖୁସି କରେଇ ଦେଇଥାଏ | ଆଉ ତାହା ସହିତ ସେହି ଭଳି ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଫେରୁଏଲ ପାର୍ଟି ରେ ସୁନ୍ଦର ଭାବରେ ଡାନ୍ସ କରି ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ସ୍କୁଲ ହେଉ ଵା କଲେଜ ହେଉ ସମସ୍ତ ଙ୍କର କୌଣସି ଆରମ୍ଭ ଥାଏ ଆଉ କିଛି ଶେଷ ଥାଏ | ତେବେ ଆପଣ ମାନେ ଜାଣିଥିବେ ଯେତେବେଳେ ଆମର ସ୍କୁଲ ହେଉ ଵା କଲେଜ ରେ ହେଉ ଆମ ର ପାଠ ପଢା ଶେଷ ହୋଇଥାଏ ସେତେବେଳେ ଦେଖିବାକୁ ମିଳିଥାଏ କି ଫେରୁଏଲ ଦିଆଯାଇଥାଏ ସେମାନଙ୍କୁ |ଆଉ ବର୍ତ୍ତମାନ ସେହିଭଳି ଫେରୁଏଲ ର ଦୃଶ୍ୟ କିଛି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଭଜପୁରୀ ଗୀତ ରେ ସୁନ୍ଦର ଭାବରେ ଫେରୁଏଲ ପାର୍ଟି ରେ ଡାନ୍ସ ରେ ଝୁମି ଯାଇଛନ୍ତି ସମସ୍ତେ | ଆଉ ବେଶ ଖୁସି ମଧ୍ୟ ହେବାକୁ ଲାଗିଛନ୍ତି, ତାହା ବ୍ୟତୀତ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ସାଙ୍ଗ ମାନଙ୍କ ସହିତ ଫେରୁଏଲ ପାର୍ଟି ର ମଜା ନେବାକୁ ଲାଗିଛନ୍ତି ପିଲା ମାନେ | ଆଉ ତାହା ସହିତ ଡାନ୍ସ ମଧ୍ୟ କରୁ ଥିବାର କିଛି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଭିଡ଼ିଓ ରେ କଲେଜ ପିଲା ମାନେ ମିଶିକି ଡାନ୍ସ କରିଛନ୍ତି ଆଉ ତାହା ସହିତ ଫେରୁଏଲ ର ମଜା ମଧ୍ୟ ନେବାକୁ ଲାଗିଛନ୍ତି |

ତେବେ କଲେଜ ଛାଡିକି ଯାଉଥିବାରୁ ଦୁଃଖ ପ୍ରକାଶ କରୁଥିଲେ ମଧ୍ୟ ସମସ୍ତଙ୍କ ସହିତ ଖୁସି ରେ ଫେରୁଏଲ ମନାଇଛନ୍ତି ପିଲା ମାନେ ସମସ୍ତେ ଆଉ ବେଶ ଖୁସି ମଧ୍ୟ ହୋଇ ଯାଇଛନ୍ତି | ନାଚ ଆଉ ଗୀତ ରେ ସମସ୍ତେ ମଜି ଯାଇଛନ୍ତି ବୋଲି କୁହାଯାଉଛି ଓ ଫେରୁଏଲ ରେ ଗ୍ରୁପ ଡାନ୍ସ ମଧ୍ୟ କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment