Vastu Shastra – ବିବାହ ରେଖା ଦେଖି ଜାଣନ୍ତୁ ଆପଣଙ୍କର Love ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ?

ବନ୍ଧୁମାନେ ବିବାହ ଏକ ପବିତ୍ର ବନ୍ଧନ ଅଟେ, ତେବେ ଏହି ବନ୍ଧନରେ କିଏ କେମିତି ଭାବରେ ଯୋଡି ହେଇଥାଏ ତାହା କହିବା ମୁସ୍କିଲ ଅଟେ ।ତେବେ କୁହାଯାଏ କି ଆମ ବିବାହ କେମିତି ହେବ ବା ଏମିତି କିଛି ଭବିଷ୍ୟତ ଜୀବନ ବିଷୟରେ ବହୁତ କିଛି କଥା ଆମ ହାତର ରେଖାରେ ରହିଛି ।ତେବେ ଜ୍ୟୋତିଷ ମାନଙ୍କ ଖିବା ଅନୁସାରେ ହାତ ପାପୁଲି ରେ ଏମିତି ଗୋଟିଏ ରେଖା ରହିଛି ଯାହା ଦେଖି ଆପଣ ଜାଣି ପାରିବେ ଭବିଷ୍ୟତ ଆପଣ ଲଭ ମ୍ୟାରେଜ କରିବେ କି ଆରେଞ୍ଜ ମ୍ୟାରେଜ ।ତେବେ ଏହା କେମିତି ଜାଣିବେ ସେଥିପାଇଁ ଆଗକୁ ଦେଖି ଚାଲନ୍ତୁ ।

ତେବେ ଜ୍ୟୋତିଷ ମାନଙ୍କ ଖିବା ଅନୁସାରେ ହାତ ପାପୁଲି ରେ ହୃଦୟ ରେଖା ରହିଛି ଯାହା ବିବାହ ବିଷୟରେ ସୂଚନା ଦେଇ ଥାଏ ।ତେବେ ପାପୁଲି ର ଆଙ୍ଗୁଳି ସମାନ୍ତରାଳ ଭାବେ ଉପରେ ଯେଉଁ ରେଖା ରହିଛି ତାହା ହେଉଛି ହୃଦୟ ରେଖା ।ଆଉ ଯେତେବେଳେ ଏହି ରେଖା ଟି ମଝି ଆଙ୍ଗୁଳି ଓ ବିଶି ଆଙ୍ଗୁଳି ତଳ ଯାଏ ଛୁଇଁ ଯାଏ ସେତେବେଳେ ଆରେଞ୍ଜ ମ୍ୟାରେଜ ହୁଏ ।ଏହାଛଡ଼ା ହୃଦୟ ରେଖା ରୁ କିଛି ଛୋଟ ଛୋଟ ରେଖା ବି ଏହି ଦୁଇ ଆଙ୍ଗୁଳି କୁ ଛୁଇଁ ଥିଲେ ସେତେବେଳେ ଆରେଞ୍ଜ ମ୍ୟାରେଜ ର ସୂଚନା ଦିଏ ।

ଏହାଛଡା ଯେତେବେଳେ ହୃଦୟ ରେଖା ର ଶେଷରେ Y ବା V ଆକୃତି ତିଆରି ହେଇଥିଲେ ସେତେବେଳେ ଲଭ ମ୍ୟାରେଜ ହେଇଥାଏ ।ଆଉ ଏହି ବିବାହ ଖୁବ ଭଲରେ ଚାଲିଥାଏ ।ତେବେ ଯେଉଁ ମାନଙ୍କ ର ହୃଦୟ ରେଖା ଛୋଟ ଥାଏ ସେମାନେ ଖୁସ ମିଯାଜର ବ୍ୟକ୍ତି ଅଟନ୍ତି ଓ ଏମାନଙ୍କ ପାଖରେ ପ୍ରକୃତ ଭଲପାଇବା ନଥାଏ ।ଆଉ ଯେତେବେଳେ ହୃଦୟ ରେଖା ରୁ କିଛି ରେଖା ମଝି ଆଙ୍ଗୁଳି ଓ ବିଶି ଆଙ୍ଗୁଳି ମଝିରେ ଛୁଇଁ ଥାଏ ତେବେ ଏମାନଙ୍କ କ୍ଷେତ୍ରରେ ଲଭ ମ୍ୟାରେଜ ହେଇଥାଏ ।ତେବେ ଏମାନଙ୍କ ଜୀବନ ଖୁବ ଖୁସିରେ ବିତିବା ସହିତ ଉଭୟ ଖୁବ ମେଚିୟର ହେଇଥାନ୍ତି ଓ ଏମାନଙ୍କ ଜୀବନରେ ଧନ ସବୁବେଳେ ରହିଥାଏ ।

ଯେତେବେଳେ ହୃଦୟ ରେଖା ଭାଗ୍ୟରେଖା ମଝି ଦେଇ ଯାଇଥାଏ ଓ ସେହି ରେଖା ମଝି ଆଙ୍ଗୁଳି କୁ ଛୁଇଁ ଥାଏ ତାହେଲେ ଏମାନେ ବି ଲଭ ମ୍ୟାରେଜ କରିଥାନ୍ତି ।ତେବେ ହୃଦୟ ରେଖା ରେ କ୍ରସ ଚିହ୍ନ ହେଉଥିଲେ ଏମାନେ ଲଭ ମ୍ୟାରେଜ କଲେ ସେମାନଙ୍କ ପାର୍ଟନର ତାଙ୍କୁ ଧୋକା ଦେଇଥାନ୍ତି ।ତେବେ ମନେ ରଖିବେ କି ଯଦି ବିଶି ଆଙ୍ଗୁଳି ତଳେ X ଚିହ୍ନ ହେଉଛି ତାହେଲେ ଏମାନେ ବି ଲଭ ମ୍ୟାରେଜ କରିଥାନ୍ତି ।ତେବେ ଯଦି କାନି ଆଙ୍ଗୁଳି ପାଖରେ ତଳକୁ ଦୁଇ ରୁ ଅଧିକ ରେଖା ଥିଲେ ଓରେମ ବିବାହ ହେଇଥାଏ ।ଅନେକ ସମୟରେ 3 ରୁ ଅଧିକ ରେଖା ଥିବା ବ୍ୟକ୍ତି ଦ୍ଵିତୀୟ ବିବାହ ବି କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment