ବିଚ ରାସ୍ତାରେ ସ୍ୱାମୀ ସ୍ତ୍ରୀଙ୍କ ହାଇଡ୍ରାମା… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ କରିବାକୁ ଲାଗିଛନ୍ତି ଝଗଡା |ଆଉ ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀ ଙ୍କ ନାଁ ରେ ଆଉ ସ୍ତ୍ରୀ ସ୍ୱାମୀ ଙ୍କ ନାଁ ରେ କରିବାକୁ ଲାଗିଛନ୍ତି ଅଭିଯୋଗ | ଆଉ ଝଗଡା କରୁଥିବାର ଦେଖି ରାସ୍ତା ଉପରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ସବୁବେଳେ ଭଲ ମନ୍ଦ ଲାଗିକି ରହିଥାଏ | ଆଉ ଝଗଡା ମଧ୍ୟ ଲାଗିଥାଏ, କିନ୍ତୁ ଆଜି କାଲି ବିବାହ ପରେ ମଧ୍ୟ ଅନେକ ସ୍ଥାନରେ ସ୍ୱାମୀ ଓ ସ୍ତ୍ରୀ ମାନଙ୍କର ଅନ୍ୟ କାହା ସହିତ ଚକର ଚାଲୁଥିବାର ଦେଖିବାକୁ ମିଳିଥାଏ | ଆଉ ଯେଉଁ ଘଟଣା କୁ ନେଇକି ସବୁବେଳେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ମଧ୍ୟ ଲାଗିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇ ରାଲ ହେଉଛି ତାହା ହେଉଛି ରାସ୍ତା ଉପରେ କେଉଁ ଭଳି ଭାବରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଛି ତାହା ଦେଖିବାକୁ ମିଳିଥିଲା |

ଆଉ ସ୍ୱାମୀ ଜଣଙ୍କର କହିବା କଥା କି ତାଙ୍କର ସ୍ତ୍ରୀ ମହିଳା ହେବାର ଫାଇଦା ଉଠାଉଛନ୍ତି | ଆଉ ତାହା ସହିତ ତାଙ୍କର ସ୍ତ୍ରୀ ଙ୍କ ପାଖକୁ ସେ ଘରୁ ବାହାରି ଆସିବା ପରେ ଯେତେବେଳେ ବି କଲ କରିଥାନ୍ତି ତାଙ୍କର ଫନ ସବୁବେଳେ ବିଜି ଥାଏ | ଆଉ ଅନ୍ୟ କାହା ସହିତ ମଧ୍ୟ ସମ୍ପର୍କ ରଖିଥାନ୍ତି ତାଙ୍କର ସ୍ତ୍ରୀ, ତେବେ ଏପରେ ସ୍ତ୍ରୀ ଜଣଙ୍କ କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କୁ ମାଡ଼ ଦେଇଥାନ୍ତି ସବୁବେଳେ | ଆଉ ଅନ୍ୟ ଝିଅ ସହିତ ସମ୍ପର୍କ ମଧ୍ୟ ରଖିଥାନ୍ତି | ତାହା ସହିତ ସ୍ତ୍ରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି ଏହି ଘଟଣା କୁ ନେଇକି ସ୍ତ୍ରୀ ଜଣଙ୍କ ମହିଳା ଥାନା ରେ ଅଭିଯୋଗ କରିବା ପାଇଁ ଆସିଥିଲେ |

ତେବେ ଏହି ଘଟଣା କୁ ନେଇକି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ରାସ୍ତା ଉପରେ ହାୟ ଡ୍ରାମା କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ସ୍ୱାମୀ ସ୍ତ୍ରୀ ଜଣଙ୍କ ରାସ୍ତା ଉପରେ ଝଗଡା କରିବାକୁ ଲାଗିଥିଲେ ବୋଲି କୁହାଯାଉଛି |ତେବେ ସ୍ୱାମୀ ଜଣଙ୍କ କହିଛନ୍ତି କି ଯେତେ ଯାହା ହେଇଗଲେ ବି ସେ ତାଙ୍କର ସ୍ତ୍ରୀ ଆଉ ପିଲାଙ୍କୁ ଛାଡ଼ିବେ ନାହିଁ |ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment