Big Breaking News – ବିବାଦ ଭିତରେ ବି ହ୍ୟୁମାନ ସାଗର ଓଡିଶା ବାସୀଙ୍କୁ ଦେଲେ ଖୁସି ଖବର… ଏ ନେଇ କଣ କହୁଛନ୍ତି ହ୍ୟୁମାନ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଆପଣ ମାନେ ଦେଖିବାକୁ ପାଉଥିବେ ବିଭିନ୍ନ ପ୍ରକାରର ଫ୍ଲୁମ ଆଟିଷ୍ଟ ଓ ସିଙ୍ଗର ମାନଙ୍କ ବିଷୟରେ ଅନେକ କିଛି କଥା ଶୁଣିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି ଆଉ ଯେଉଁଠି ହ୍ଵିମାନ ସାଗର ଙ୍କର ଓଡିଶା ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ ତାହା ସହିତ ହ୍ଵିମାନ ଙ୍କର ଆସିବାକୁ ଥିବା ଏକ ନୂଆ ବେଙ୍ଗଲୀ ଗୀତ ବିଷୟରେ ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଓଡିଶା ର ଘରେ ଘରେ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ନିଜର ସୁମଧୁର କଣ୍ଠ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ସେହି ଓଡିଶା ର ଲୋକ ପ୍ରିୟ ସିଙ୍ଗର ହ୍ଵିମାନ ସାଗର ଙ୍କ ବିଷୟରେ ଆପଣ ମାନେ ଟି ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ଅନେକ ଗୀତ ଗାଇ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ତେବେ ବର୍ତ୍ତମାନ ସେହି ହ୍ଵିମାନ ସାଗର ଙ୍କ ବିଷୟରେ କିଛି କଥା ଶୁଣିବାକୁ ମିଳୁଛି | ଆଉ ହ୍ଵିମାନ ଗାଇଥିବା ଏକ ବେଙ୍ଗଲୀ ଗୀତ ବିଷୟରେ କହିଛନ୍ତି |

ଆଉ ହ୍ଵିମାନ ଙ୍କର କହିବା କଥା କି ବେଙ୍ଗଲୀ ଗାଇବା ପାଇଁ ତାଙ୍କୁ ଟିକିଏ କଷ୍ଟ ହୋଇଥିଲା କିନ୍ତୁ ସେ ଗାଇଥିଲେ ଆଉ ଆଶା କରୁଛନ୍ତି କି ଦର୍ଶକ ମାନଙ୍କୁ ତାଙ୍କର ଗୀତ ପସନ୍ଦ ଆସିବ ବୋଲି | ତାହା ସହିତ ହ୍ଵିମାନ କହିଛନ୍ତି କି ତାଙ୍କର ଦ୍ଵିତୀୟ ଗୀତ ଆସିବାକୁ ଯାଉଛି ବେଙ୍ଗଲୀ ଫ୍ଲିମ ରେ ଗୋଟିଏ ରୋମାଣ୍ଟିକ ଓ ଆଉ ଗୋଟିଏ ଡାନ୍ସ କୁ ନେଇକି ଗୀତ ଟି | ଯାହା କହିଛନ୍ତି ହ୍ଵିମାନ କି ଓଡିଶା ଭଳିଆ ଭଲ ପାଇବା ତାଙ୍କୁ ଆଉ କୋଉଠୁ ମିଳିବନି ଓଡିଶା ର ପଖାଳ, ଶାଗ, ବଡ଼ିଚୁରା ଭଳିଆ ଭଲ ପାଇବା ଆଉ କେଉଁଠି ନାହିଁ |

ତେବେ ହ୍ଵିମାନ କହିଛନ୍ତି ତାଙ୍କର ଗୀତ ବିଷୟରେ ନଲେଜ ନାହିଁ ଆଉ ସେ ଚାହିଁଥିଲେ ଓଡିଶା ଛାଡିକି ମୁମ୍ବାଇ ରେ ଷ୍ଟ୍ରୋଗଲ କରି ପାରିଥାନ୍ତେ କିନ୍ତୁ ସେ ଓଡିଶା ରେ ରହିବାକୁ ଭଲ ପାଉଛନ୍ତି | ତାହା ସହିତ ତାଙ୍କ ପାଇଁ ବଲିଉଡ ଓ ତେଲଗୁ ରୁ ଅଫର ଆସିଲେ ମଧ୍ୟ ସେ ଓଡିଶା ରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment