ଓଃ କି ଡ୍ୟାନ୍ସ ! ବିଶ୍ୱ ରଙ୍ଗମହଲ ଯାତ୍ରା ଷ୍ଟେଜ ରେ କମାଲ ଅସୀମ ପଣ୍ଡା ( Asima Panda )…. ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଗୀତ ଆଉ ନାଚ କଥା ଉଠେ ସେତେବେଳେ ଆମ ର ଆଗ୍ରହ ଆହୁରି ବଢ଼ି ଯାଇଥାଏ ଓ ତାହା ସହିତ ଆମକୁ ସେହି ଗୀତ ଆଉ ନାଚ ରେ ଝୁମି ଯିବା କୁ ମଜି ଯିବାକୁ ମଧ୍ୟ ଇଚ୍ଛା ହୋଇଥାଏ ବୋଲି କୁହା ଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଦମଦାର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ରେ ସୁନ୍ଦର ଭାବରେ ଯାତ୍ରା ର ମହା ମଞ୍ଚରେ ସଂଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅସୀମା ପଣ୍ଡା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଓଡ଼ିଶାର ଘରେ ଘରେ ଓଡିଶା ବାସୀ ଙ୍କ ହୃଦୟରେ ନିଜର ସଂଗୀତ ର ଯାଦୁ ଓ କଣ୍ଠ ର ମଧୁରତା ରେ ମୋତୁଆଲା କରିଥିବା ସମସ୍ତଙ୍କର ପ୍ରିୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଆପଣ ମାନେ |ଯିଏ କି ବହୁତ ସାରା ଗୀତ ଗାଇଛନ୍ତି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ, ଆଉ ନିଜର କଣ୍ଠ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବା ଅସୀମା ପଣ୍ଡା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |

ତେବେ ବର୍ତ୍ତମାନ ଅସୀମା ପଣ୍ଡା ନଜର ଆସିଛନ୍ତି ଯାତ୍ରା ର ମହାମଞ୍ଚ ରେ, ଆଉ ଯାହା କୁହାଯାଉଛି କି ବିଶ୍ୱ ରଙ୍ଗ ମହଲ ର ଯାତ୍ରା ମଞ୍ଚରେ ନିଜର ଦମଦାର ପ୍ରଫୋମେନ୍ସ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅସୀମା ପଣ୍ଡା ବୋଲି କୁହାଯାଉଛି | ତେବେ ସ୍ୱାମୀ ତାଙ୍କର ଏକ ଦମଦାର “ଗୀତ ଔଷଧ ନେଇ ଆ ଯାନିଆ ଗୀତ ଟି ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା କଥା କୁହାଯାଉଛି | ଆଉ ଯାତ୍ରା ର ମହା ମଞ୍ଚରେ ସେହି ଭଳି ଗୀତ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି |

ଅସୀମା ପଣ୍ଡା ଙ୍କର କଣ୍ଠ ରୁ ସୁନ୍ଦର ଭାବରେ ଏହି ଭଳି ଦମଦାର ଗୀତ ର ଯାଦୁ ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି | ଆଉ ଦେଖିବାକୁ ମିଳିଛି କି ଦର୍ଶକ ମାନେ ସେହି ଗୀତ କୁ ଇଞ୍ଜୟ କରିବା ସହିତ ଗୀତ ର ତାଳେ ତାଳେ ଡାନ୍ସ ମଧ୍ୟ କରିବାକୁ ଲାଗିଛନ୍ତି |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment