ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହେଇଯିବେ | ଆଉ ଆପଣ ମଧ୍ୟ ନାଚିବା ପାଇଁ ପାଦ ଉଠିପଡିବ | ତେବେ ସାରା ଭାରତ ରେ ଚର୍ଚ୍ଚା ରେ ଥିବା ଲୋକପ୍ରିୟ ରିୟାଲିଟି ଶୋ ଇଣ୍ଡିଆଜ ବେଷ୍ଟ ଡାନ୍ସର ବିଷୟରେ ତ ଆପଣ ମାନେ ଜାଣିଥିବେ | ଆଉ ସାରା ଭାରତରେ ସେମାନଙ୍କର ନାଁ ମଧ୍ୟ ରହିଛି ଆଉ ଲୋକ ମାନେ ମଧ୍ୟ ଏହି ଶୋ କୁ ବହୁତ ଭଲ ପାଇବା ସହିତ ପ୍ରସଂଶା ମଧ୍ୟ କରିଛନ୍ତି | ତାହେଲେ ଆସନ୍ତୁ ଜାଣିବା ସେହି ଶୋ ରେ ମୁଖ୍ୟ ଜୋର୍ଜ ଭାବରେ ଥିବା ମଲାଇକା ଓ ପାର୍ଟିସିପେଣ୍ଟ କରିଥିବା ଅନ୍ୟ ମାନଙ୍କର ଡାନ୍ସ ଆଉ ସେମାନଙ୍କ ମଧ୍ୟରେ ଚାଲିଥିବା ମଜା ଆଉ ମସ୍ତି ବିଷୟରେ |
ତେବେ ଲୋକ ପ୍ରିୟ ରିୟାଲିଟି ଶୋ ବିଷୟରେ ଆପଣ ମାନେ ତୋ ବହୁତ ଭଲ ଭାବରେ ଜାଣିଥିବେ | ତେବେ ସୋନି ଟିଭିରେ ଏହି ଶୋ ଟି ରେ ଡାନ୍ସ ପ୍ରଗ୍ରାମ ଚାଲିଛି, ଆଉ ଯୋଉଥିରେ ମୁଖ୍ୟ ଜର୍ଜ ଭାବରେ ଅଛନ୍ତି ଗୀତା ମା, ଟେରେନ୍ସ ଆଉ ମଲାଇକା ଆରଡ଼ା | ଯେଉଁ ମାନେ କି ଏହି ଶୋ କୁ ଚଲାଉଛନ୍ତି ଆଉ ପାର୍ଟିସିପେଣ୍ଟ କରିଥିବା ପିଲା ମାନଙ୍କର ଭୁଲ ଆଉ ଠିକ କୁ ବାଛୁଛନ୍ତି ଆଉ ସେମାନଙ୍କ ଭୁଲ କୁ ସୁଧାରୁଛନ୍ତି |
ତେବେ ଏହି ଶୋ ରେ ଭାଗ କରିଥିବା ଜର୍ଜ ଙ୍କ ସହିତ ପାର୍ଟିସିପେଣ୍ଟ ମାନେ ମଧ୍ୟ ବହୁତ ମଜା କରୁଥିବାର ନଜର ଆସିଛନ୍ତି | ତାହା ବ୍ୟତୀତ ପ୍ରୀତା ଙ୍କ ସହିତ ଡାନ୍ସ କରିବାକୁ ନେଇକି ସମସ୍ତେ ତାଙ୍କ ସହିତ ମଜା ମସ୍ତି କରିଛନ୍ତି | ତାହା ବ୍ୟତୀତ ଆହୁରି ମଧ୍ୟ ରାଘବ ଆଉ ଶକ୍ତି ଙ୍କର ଡାନ୍ସ ଦେଖିବାକୁ ମିଳିଛି ଆଉ ଯାହାକୁ ଦେଖିକି ସମସ୍ତେ ପ୍ରସଂଶା ମଧ୍ୟ କରିଛନ୍ତି | ଇସ୍କ ଵାଲା ଲଭ ରେ ସେମାନେ ଡାନ୍ସ କରିବା ପରେ | ଇଣ୍ଡିଆଜ ବେଷ୍ଟ ଡାନ୍ସର ରେ ଜର୍ଜ ଭାବରେ ଥିବା ମଲାଇକା ମଧ୍ୟ ଗୋଟିଏ ଆଇଟମ ସଙ୍ଗ ରାମ ଚାହେଁ ଲିନା ଚାହେଁ ସଙ୍ଗ ରେ ଡାନ୍ସ କରିଥିଲେ ପାର୍ଟିସିପେଣ୍ଟ ମାନଙ୍କ ସହିତ |
ଆଉ ଯୋଉଁଥି ମଲାଇକା ଙ୍କ ଡାନ୍ସ କୁ ଦେଖିକି ସମସ୍ତେ ବହୁତ ଏନଜୟ କରିବା ସହିତ, ଶେଷରେ ତାଙ୍କ ସହିତ ଟେରେନ୍ସ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ବହୁତ ମଜା ମସ୍ତି ମଧ୍ୟ କରିଛନ୍ତି ଯାହା କୁ ଦେଖିକି ଦର୍ଶକ ମାନେ ମଧ୍ୟ ବହୁତ ଏନଜୟ କରିଛନ୍ତି | ତେବେ ପ୍ରତିବର୍ଷ ଇଣ୍ଡିଆଜ ବେଷ୍ଟ ଡାନ୍ସର କୁ ବହୁତ ପିଲା ଆସନ୍ତି ଆଉ ନିଜର ପ୍ରତିଭା କୁ ଦେଖାଇଥାନ୍ତି ଆଉ ନିଜର କେରିୟର ରେ ମଧ୍ୟ ବହୁତ ଆଗକୁ ଯାଇଥାନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
Next time I read a blog, I hope that it doesnt fail me as much as this one. I mean, Yes, it was my choice to read, nonetheless I genuinely believed you would have something useful to say. All I hear is a bunch of crying about something that you could fix if you werent too busy looking for attention.