Swastik Tv News Odisha

Breaking News – ଏବେ ଏବେ ଫିଲ୍ମ ଜଗତକୁ ଆସିଲା ବଡ ଦୁଖଦଃ ଖବର ! ଏହି Femous କମ୍ ବୟଷ୍କ ଅଭିନେତା ଙ୍କର ହଟାତ୍ ହେଲା ମୃତ୍ୟୁ…ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0

ଅଗଣିତ ଦର୍ଶକ ମାନେ ସେଲିବ୍ରେଟି ମାନଙ୍କର ନିଜସ୍ୱ ଲାଇଭ୍ ଷ୍ଟାଇଲ ବିଷୟରେ ଜାଣିବା ପାଇଁ ଅଧିକ ଆକର୍ଷିତ ହୋଇଥାନ୍ତି । ପ୍ରତ୍ୟେକ ଦର୍ଶକ ମାନଙ୍କର ଜଣେ ନା ଜଣେ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ରହିଥାନ୍ତି । ଯାହାଙ୍କ ପର୍ସନାଲ ଲାଇଭ୍ ଜାଣିବା ପାଇଁ ଦର୍ଶକ ମାନେ ବହୁତ ଏକ୍ସାସାଇଟେଡ୍ ହୋଇଥାନ୍ତି । କିନ୍ତୁ ସେହି ପ୍ରିୟ କଳାକାର ମାନଙ୍କର କୌଣସି ଖରାପ ନ୍ୟୁଜ ଆସିଥାଏ ତାହା ଶୁଣି ବହୁତ କଷ୍ଟ ଅନୁଭବ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ଅତିପ୍ରିୟ ଗାୟକ ଙ୍କ ବିଷୟରେ ଜଣେଇବୁ , ଯିଏକି ଅମଗହଣ ରେ ଆଉ ନାହାନ୍ତି ।

ସୂଚନା ଅନୁସାରେ ମୁମ୍ୱାଇ ର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲିହାରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡକ୍ଟର କହିଛନ୍ତି । ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କର 69 ବର୍ଷ ହୋଇଥିଲା ଏବଂ ସେ ଏକାଧିକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଚିକିତ୍ସା ଚାଲିଥିଲା । ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲିହାରି ଗତବର୍ଷ ଏପ୍ରିଲ ମାସରେ କୋଭିଡ୍ -19 ପଜେଟିଭ ହୋଇଥିଲେ । କୋଭିଡ୍ ପଜେଟିଭ ଜାଣିବା ପରେ ସେ ସମ୍ପୂର୍ଣ୍ଣ ଶର୍ଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ ।

ପ୍ରତିଦିନ ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ବାସଭବନରେ ତାଙ୍କ ପାଇଁ ଏକ ହ୍ୱିଲ୍ ଚେୟାର ଏବଂ ଲିଫଟ୍ ବ୍ୟବସ୍ଥା କରାଯାଇଥିଲା । ଏହିପରି ଭାବରେ ସବୁକିଛି ନରମାଲ ଥିଲା , ତେବେ 1973 ମସିହାରେ ଚଳଚ୍ଚିତ୍ର ନିହ୍ନା ଶିକାରୀ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଦେଇଥିଲେ । ଏହିପରି ଅନେକ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଭାର ତୁଲେଇଛନ୍ତି । ଗତବର୍ଷ ବାପି ଲିହାରି କହିଥିଲେ ଯେ, ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ ବଢତିକା ନାମ ଦାଢି ‘ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ ବଲିଉଡ୍ ରେ ପ୍ରବେଶ କରିଥିଲେ ।

ସେ ଉଦୟ ଶଙ୍କର ପାଣିଙ୍କ ଓଡିଆ – ବଙ୍ଗଳା ଦ୍ୱିଭାଷୀ ଛବି ମିଛ ମାୟା ସଂସାର ରେ ବି ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଥିଲେ । ଅଗଣିତ ଦର୍ଶକ ମାନେ ଓ ଅଗଣିତ କଳାକାର ମାନେ ସବୁଦିନ ପାଇଁ ତାଙ୍କୁ ହରାଇ ଦେଇଛନ୍ତି । ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ଛୟା ଖେଳିଯାଇଛି । କୋଭିଡ ପଜେଟିଭ ଜାଣିବା ସେ ଏକ ଡାକ୍ତରଖାନାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ ଆତ୍ମା ର ସଦଗତି ନିମନ୍ତେ ସେ ସମସ୍ତ କଳାକାର ଶୁଭାକାଙ୍କ୍ଷୀ ଦର୍ସକ ମାନେ ଶ୍ରଦ୍ଦାଞ୍ଜଳୀ ଜଣାଇଛନ୍ତି । ବର୍ତ୍ତମାନ ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ସଙ୍ଗୀତ ସବୁଦିନ ପାଇଁ ଆମ ମାନଙ୍କ ଠାରେ ଚିର ଅମର ତଥା ସ୍ମରଣୀୟ ହୋଇ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.