Swastik Tv News Odisha

Breaking News – ଏହି କମ ବର୍ଷୀୟ ଓଡ଼ିଆ ଅଭିନେତ୍ରୀ କଲେ ଆତ୍ମହତ୍ୟା… ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଛି ଏକା ଘଟଣା ଯାହାବର୍ତ୍ତମାନ ବହୁତ ବଡ ସନ୍ଦେହର ଘେର ଭିତରେ ରହିଛି, ଘଟଣାଟି ହେଉଛି ଟେଲି ଅଭିନେତ୍ରୀ ରଶ୍ମିରେଖା ଙ୍କ କଥା , ରଶ୍ମିରେଖାଙ୍କର ଆତ୍ମହତ୍ୟା ର ଖବର ବର୍ତ୍ତମାନ ଚାରିଆଡେ ପ୍ରଚାର ହେବାକୁ ଲାଗିଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କଣ |
ଟେଲି ଅଭିନେତ୍ରୀ ରଶ୍ମିରେଖା ଅଝା ଙ୍କର ମୃତଦେହ ଉଦ୍ଧାର ହୋଇଛି , ଆଉ ସେହି ମୃତ ଦେହଟି ମିଳିଛି ଭୁବନେଶ୍ୱର ର ଗୋଟିଏ ଭଡା ଘରୁ , ଆଉ ଯାହା ଜଣା ପଡିଛି କି ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି ଆଉ ତାଙ୍କ ପାଖରୁ ଗୋଟିଏ ହାତ ଲେଖା ଚିଠି ମଧ୍ୟ ମିଳିଛି ଆଉ ଯୋଉଥିରେ ସେ ଲେଖିଛନ୍ତି କି ତାଙ୍କର ମୃତୁ ପାଇଁ କେହିବି ଦାୟୀ ନୁହନ୍ତି | ଆଉ ଝୁଲନ୍ତା ଅବସ୍ଥାରେ ତାଙ୍କୁ ସେଠୁ ଉଦ୍ଧାର କରାଯାଇଛି |

ଜଗତସିଂହପୁର ଜିଲ୍ଲାର ତ୍ରିତଲ ଅଂଚଳର ରଶ୍ମିରେଖା ଗତ ଦେଡ ମାସ ହେବ ଭୁବନେଶ୍ୱର ର ନୟାପଲ୍ଲୀ ଗଡ଼ସାହି ସ୍ଥିତ ଭଡା ଘରେ ତାଙ୍କର ଜଣେ ପୁଅ ବନ୍ଧୁ ଙ୍କ ସହିତ ରହି ଆସୁଥିଲେ,ମାତ୍ରା ଗତ କଲି ତାଙ୍କର ରୁମ ବନ୍ଦ ଥିବା ସହିତ ତାଙ୍କର ମୃତ ଦେହ ଝୁଲୁଥିବାର ଘରର ମାଲିକ ଦେଖିବାକୁ ପାଇଥିଲେ,ତେବେ ଏପରି ଅବସ୍ଥାରେ ରଶ୍ମିରେଖାଙ୍କୁ ଦେଖିଲା ପରେ ଘରର ମାଲିକ ପୋଲିସ କୁ ଫୋନ କରିଥିଲା ଆଉ ତାହା ପରେ ପୋଲିସ ଘରର କବାଟ କୁ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କୁ ଆଣିଥିଲା ଓ ଶବର ବିବଚ୍ଛେଦ ପାଇଁ ପଠେଇ ଦେଇଥିଲେ |

କିନ୍ତୁ ସେହି ଶବ ନିକଟରେ ଗୋଟିଏ ସୂଈସାଇଡ ନୋଟ ମଧ୍ୟ ପୋଲିସ ଜୋବଦ କରିଛି ଓ ରଶ୍ମିରେଖାଙ୍କର ମୃତ ଦେହକୁ ପୋଷ୍ଟମୋଟମ ପାଇଁ ପଠାଇବା ପରେ , ରଶ୍ମିରେଖାର ମୃତ ଦେହକୁ ଗାଁ କୁ ପଠା ଯାଇଥିଲା,ତେବେ ଚିଠିରେ ମୃତୁର କାରଣ କେହିବି ନୁହଁ ବୋଲି ଲେଖାଯାଇଥିଲା , ତେବେ ଘର ଭିତରୁ ମୃତ ଦେହ କେମିତି ଆସିଲା ପୁଣି ଝୁଲନ୍ତା ଅବସ୍ଥାରେ ତାହା ଏବେ ସନ୍ଦେହ ର କାରଣ ପାଲଟିଛି |

ତେବେ ପୋଲିସ ଘରଣା ସ୍ଥଳରେ ତଦନ୍ତ ଚଳାଇଛି ଓ ବାହାରେ ରହିଥିବା ରାଇରଖାଙ୍କ ସହିତ ମିଶୁଥିବା ତାଙ୍କର ପୋଲିସ ବନ୍ଧୁଙ୍କୁ ମଧ୍ୟ ପଚାରିବା ସହିତ ସମସ୍ତ ଘଟଣାର ତଦନ୍ତ କରିଛି, ତେବେ ଟେଲି ଅଭିନେତ୍ରୀ ରଶ୍ମିରେଖା ଙ୍କର ଏପରି ମୃତୁ ପୁଣି ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇବା ସହିତ, ପୋଲିସ ମଧ୍ୟ ସେହି ଘଟଣାର ତଦନ୍ତ ଚଳେଇଛି ଓ ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହାର ଖୋଲତାଳ ମଧ୍ୟ ପୋଲିଶ କରୁଛି, ଯାହା ଏବେ ଏହି ଘଟଣାଟି ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.