Swastik Tv News Odisha

Breaking News – ପୁଣି ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଛାୟା, ଏହି ପ୍ରସିଦ୍ଧ actress ଙ୍କର ଏତେ କମ ବୟସରେ ହେଲା ଆକସ୍ମିକ ମୃତ୍ୟୁ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

0

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଲୋକମାନେ ସେଲିବ୍ରେଟିଙ୍କ ଲାଇଫ ଷ୍ଟାଇଲକୁ ଫୋଲ କରନ୍ତି, କିନ୍ତୁ ଯଦି କେହି ପସନ୍ଦିତା କଳାକାର ମୃତ୍ୟୁ ବରଣ କରିଥାନ୍ତି। ତେବେ କଳାଜଗତ ପାଇଁ ଯେତିକି କ୍ଷତି ହୋଇଥାଏ, ଦର୍ଶକ ମାନଙ୍କ ହୃଦୟକୁ ମଧ୍ୟ ଅନେକ କଷ୍ଟ ଦେଇଥାନ୍ତି। ଆପଣ ମାନେ ଦେଖିଥିବେ ବର୍ତ୍ତମାନର କରନା ସମୟରେ ଅନେକ କଳାକାର ମୃତ୍ୟୁ ବରଣ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଜଣେ କଳାକାର ମୃତ୍ୟୁ ବରଣ କରିଛନ୍ତି, ଯାହାର ମୃତ୍ୟୁ ଖବର ଜାଣିଲା ପରେ ଆପଣ ଆଖିରୁ ଲୁହ ଆସିଯିବ।

ମାଲାୟଲମ ଚଳଚ୍ଚିତ୍ର ତଥା ଟିଭି ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତ୍ରୀ ଶରଣ୍ୟା ଶଶୀ ସୋମବାର ଦିନ ତିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁସାରେ, ସେ ପୂର୍ବରୁ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ। ନିକଟରେ ସେ କରୋନା ସଂକ୍ରମଣ ହେତୁ ତାଙ୍କର ଶରୀର ଆହୁରି ବିଗିଡ଼ି ଯାଇଥିଲା। ଶରଣ୍ୟା ଶଶୀଙ୍କ ମୃତ୍ୟୁରେ ସମଗ୍ର ମାଲାୟାଲାମ ଇଣ୍ଡଷ୍ଟ୍ରି ପ୍ରତି ଏକ ଗଭୀର କ୍ଷତି ସୃଷ୍ଟି ହୋଇଛି। ଅନେକ ବଡ଼ ବଡ଼ ବ୍ୟକ୍ତି ଏବଂ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ସମବେଦନା ଜଣାଇଛନ୍ତି।

ସୂଚନା ଅନୁସାରେ, ଅଭିନେତ୍ରୀ ଶରଣ୍ୟା ଶଶୀ ୨୦୧୨ ମସିହାରେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ଚଳଚ୍ଚିତ୍ର ଠାରୁ ସମ୍ପୂର୍ଣ୍ଣ ଦୂରରେ ଯାଇଥିଲେ। ଏଥିପାଇଁ ତାଙ୍କୁ ଆର୍ଥିକ ସଙ୍କଟ ଦେଖା ଦେଇଥିଲା, ଏହି ସମୟରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ଟଙ୍କା ସଂଗ୍ରହ କରି ଚିକିତ୍ସାରେ ସାହାଯ୍ୟ କରିଥିଲେ। ତେବେ ୨୦୧୨ ମସିହା ଠାରୁ ସେ ୧୧ ଟି ଅପରେସନ କରିବା ପାଈଁ ପଡିଥିଲା। ଏହା ପରେ ସେ ଅନ୍ୟ କେନ୍ସର ରୋଗୀଙ୍କ ପାଇଁ ଏକ ଆଦର୍ଶ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଲକଡାଉନ୍ ସମୟରେ ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ କରିଥିଲେ।

ଏହାପରେ ଅଭିନେତ୍ରୀ ଶରଣ୍ୟା ଶଶୀ ମେ ମାସରେ କରୋନା ସଂକ୍ରମିତ ହୋଇଥିଲେ, ଏହା ପରେ ତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଥିଲା, କିନ୍ତୁ ନିମୋନିଆ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ରଖାଗଲା। ଗତ କିଛି ସପ୍ତାହ ଧରି ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା। ସେ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କ ଜନ୍ମ ସ୍ଥାନ କନ୍ନୁର, ତାଙ୍କ କ୍ୟାରିୟରରେ ବହୁତ ସଫଳତା ହାସଲ କରିଥିଲେ। ସେ ଟିଭିରେ ଅଭିନୟ ଆରମ୍ଭ କରିଥିଲେ। ପରେ ସେ ସୁପରଷ୍ଟାର ମୋହନଲାଲ ଏବଂ ଅନେକ ବଡ କଳାକାରଙ୍କ ସହ ଫିଲ୍ମରେ ମଧ୍ୟ ନିଜର ଚିହ୍ନ ଛାଡିଥିଲେ। ଟିଭି ଏବଂ ଚଳଚ୍ଚିତ୍ରରେ ବହୁ ନାମ ଅର୍ଜନ କରିଥଲେ, ଅଭିନେତ୍ରୀଙ୍କ ମୃତ୍ୟୁୁ ସମଗ୍ର ମନୋରଞ୍ଜନ ଜଗତ ପାଇଁ ଏକ ବଡ଼ କ୍ଷତି କୁହାଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.