Swastik Tv News Odisha

Breaking news- ପୁଣି ଆଜି ବଲିଉଡ୍ ରୁ ଆସିଲା ଶୋକରଛାୟା ଏହି ପ୍ରସିଦ୍ଧ ଅଭିନେତ୍ରୀ ଫାସି ଲଗାଇକଲେ ଆତ୍ମହତ୍ୟା ଜାଣନ୍ତୁ କିଏ ?

0

ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଆତ୍ମହତ୍ୟା ହୋଇନଥାଏ । ତେଣୁ ପ୍ରତି ଟି ପ୍ରତିକୂଳ ପରିସ୍ଥିତି ରେ ଜୀବନ ସହିତ ଯୁଦ୍ଧ କରି ଜିତିବା ଟା ହିଁ ଅସଲି ଜୀବନ କୁହାଯାଇଥାଏ । ତେବେ ଏପରି ଆତ୍ମହତ୍ୟା କରି ଅନେକ ଲୋକ ପ୍ରତି ଦିନ ଜୀବନ ହରିଥାନ୍ତି ।ଗତ ବର୍ଷ ଏହିପରି ଭାବେ ଏକ ଦୁଃଖଦ ଘଟଣା ହଠାତ୍ ସାମ୍ନା କୁ ଆସିଥିଲା ଯେ ଜଣେ ଅତି ଚମତ୍କାର କଳାକାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ଜୀବନ ହରିଦେଇଥିଲେ । ତେବେ ସେହିପରି ଏକ ଦୁଃଖଦ ଘଟଣା ଆଉ ଥରେ ଏଇ ବର୍ଷ ମଧ୍ୟ ଘଟିଛି । ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଦେଇଛନ୍ତି ।

ନିଜ କୁ ପ୍ରତିଷ୍ଠିତ ନ କରି ପାରି ବା ପ୍ରତି ଟି ସ୍ଥାନ ରୁ ଅସହାୟ ହୋଇ ଫେରିବା ପରେ ଯେତେ ବେଳେ ଜଣେ ବଞ୍ଚିବା ର ରାସ୍ତା ଛାଡି ଦେଇ ଥାଏ , ସେତେବେଳେ ତା ସାମ୍ନା ରେ ବଞ୍ଚିବା ର ପଥ ବନ୍ଦ୍ ହୋଇଯାଏ । ସେ ସେଥିପାଇଁ ଆତ୍ମହତ୍ୟା କରିବା ମନବୃତ୍ତି ରେ ଆସିଯାଇଥାଏ । ସେହିପରି କୌଣସି ଏକ କରଣ ରୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ଯାହା ପଛରେ କାରଣ କଣ ଏ ପର୍ଯ୍ୟନ୍ତ ବି ସିବିଆଇ ଖୋଜି ବାହାର କରିପାରିନାହିଁ ।
ତେବେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାର ଖବର ଆସି ପହଞ୍ଚିଛି । ଭାରତ ହେଉଛି କଳା ର ଦେଶ । ଯଦି ସେଠାରେ କଳାକାର ଙ୍କ ର ଖାତିର ନ ଥାଏ ତେବେ ସେଠାରେ କିପରି ଜଣେ କଳାକାର ବଞ୍ଚିବେ । କଳା ର ବିକାଶ କିପରି ହେବ । ତେବେ ବର୍ତ୍ତମାନ ଖବର ଆସିଛି ବଲିଉଡ୍ ର ସିରିଆଲ୍ ଜଗତ ର ନାୟିକା ସିଜଲ୍ ଶର୍ମା ଆଉ ଏଇ ଦୁନିଆ ରେ ନାହାନ୍ତି ।

ମୁମ୍ବାଇ ସ୍ଥିତ ବାସ ଭବନ ରେ ସେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ବାସ ଭବନ ରୁ ତାଙ୍କ ମର ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠେଇ ଛନ୍ତି । ସିଜଲ ଶର୍ମା ଦିଲ ତୋ ହେପି ହେ ରେ ଅଭିନୟ କରିଥିଲେ । ତା ସହିତ ଅନେକ ଗୁଡ଼ିଏ ଭିଭୋ ଫୋନ୍ ବିଜ୍ଞାପନ ରେ ଅମିର ଖାଁ ଙ୍କ ସହିତ ସେ ଅଭିନୟ କରିଥିଲେ । ତେବେ ଅଭିନେତ୍ରୀ ଙ୍କ ମୃତ୍ୟୁ ଖବର ପାଇ ବଲିଉଡ୍ ଚଳଚ୍ଚିତ୍ର ଜଗତ ରେ ବର୍ତ୍ତମାନ ଶୋକ ର ଛାୟା ଖେଳି ଯାଇଛି ।
ସମସ୍ତେ ଅଭିନେତା ଓ ଅଭିନେତ୍ରୀ ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ତେବେ ସେ କେଉଁ କାରଣ ପାଇଁ ଏପରି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ । ପୋଲିସ ତଦନ୍ତ ଚଳାଇଛି କିନ୍ତୁ ତାଙ୍କ ଆତ୍ମହତ୍ୟା ର କାରଣ ଏ ଯାଏ ମଧ୍ୟ ଜଣା ପଡିନାହିଁ । ତାଙ୍କ ମୃତ୍ୟୁ ରେ ଅମିର୍ ଖାଁ ସମେତ ଆହୁରି ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

ଅଭିନେତ୍ରୀ ସିଜାଲ ଶର୍ମା ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ କାହିଁକି ହଠାତ୍ ଏପରି ଆତ୍ମହତ୍ୟା କରିଲେ ତାହା ସମସ୍ତଙ୍କ ପକ୍ଷେ ଭାରି ଆଶ୍ଚର୍ଯ୍ୟ ଜନକ ବୋଲି କହିଛନ୍ତି ତାଙ୍କ ପରିବାର ଲୋକ । ତେବେ ପୋଲିସ ମଧ୍ୟ ତଦନ୍ତ ଚଳାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.