Amazing ଭିଡ଼ିଓ : ବୁଦ୍ଧିମାନ ଛୁଆର ଚମତ୍କାର ବୁଦ୍ଧି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆପଣ ଙ୍କ ମନ ଖୁସି ହୋଇ ଯାଇଥାଏ | ବିଶେଷ କରିକି ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଛୋଟ ପିଲାମାନଙ୍କର କଥା ଉଠେ ସେତେବଳେ ସେହି ଛୋଟ ପିଲାମାନଙ୍କର ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି | ଆଉ ବର୍ତ୍ତମାନ ସେହି ଭଳି ଛୋଟ ପିଲା ଜଣଙ୍କର ଏକ ମନ ଛୁଆଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି |ଯେଉଁଠି ପିଲାଟି ଗାଈ ପାଖରୁ କ୍ଷୀର ପିଉ ଥିବାର ନଜର ଆସିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଦେଖୁଥିବେ ଛୋଟ ଛୋଟ ପିଲାମାନଙ୍କର ଭିଡ଼ିଓ ମାନ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଆପଣ ମାନେ ଦେଖିଥିବେ ଛୋଟ ପିଲାମାନେ ଦୁଷ୍ଟାମୀ ରେ ଏମିତି କିଛି କାମ କରିଥାନ୍ତି ଯାହା ପାଇଁ ଆପଣ ମାନେ ସେମାନଙ୍କୁ ଗାଳି କରନ୍ତି କିନ୍ତୁ ସେହି କାମ କୁ ଦେଖିଲେ ଆପଣ ମାନଙ୍କୁ ଖୁସି ଲାଗି ଥାଏ | ଆଉ ଛୋଟ ପିଲାମାନେ ସେମାନଙ୍କର ଦୁଷ୍ଟାମୀ ଯୋଗୁଁ ଅନେକ ସମୟରେ ମାଡ଼ ମଧ୍ୟ ଖାଇଥାନ୍ତି ମା ମାନଙ୍କ ପାଖରୁ | ତେବେ ବର୍ତ୍ତମାନ ସେହି ଭଳି ଛୋଟ ପିଲାଟିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କ ମନକୁ ଛୁଇଁଛି |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଛୋଟ ଛୁଆଁ ଟି ଗାଈ ପାଖକୁ ଯାଉଛି |ଆଉ ସେହି ଗାଈ ପାଖରେ ବାଛୁରୀ ନ ଥିବାରୁ ପିଲାଟି ନିଜେ ଗାଈ ପାଖରୁ କ୍ଷୀର ପିଇବା କୁ ଲାଗୁଛି |ଆଉ ସେ ଛୋଟ ପିଲାଟି କ୍ଷୀର କୁ ପିଇବା ବେଳେ ବେଶ ଖୁସି ମଧ୍ୟ ଜଣା ପଡୁଛି | ତାହା ସହିତ ପିଲାଟି ଯେତେବେଳେ କ୍ଷୀର ପିଉଛି ସେତେବେଳେ ଗାଈ ଟି ମଧ୍ୟ ପିଲାଟିକୁ ମାରି ନାହିଁ ସେମିତି ସ୍ଥିର ଭାବରେ ଛିଡା ହୋଇଛି |

ଦେଖିବାକୁ ମିଳିଥିଲା କି ଜଣେ ଛୋଟ ଛୁଆଁ ଟି ଗାଈ ପାଖରୁ କ୍ଷୀର ପିଉ ଥିବା ବେଳେ ଆଉ ଜଣେ ପିଲା ଆସିକି ତାକୁ ଟାଣିବାକୁ ଲାଗୁଛି କିନ୍ତୁ ପିଲାଟି କିଛି ଶୁଣୁନି ଆଉ ଗାଈଟି ପାଖରୁ ସେମିତି କ୍ଷୀର ପିଉଛି | ଆଉ ଏହି ଭଳି ଦୃଶ୍ୟ କୁ କେହି ଜଣେ ମୋବାଇଲ ରେ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରେଇଛନ୍ତି ଆଉ ଯାହା କୁ ଲୋକ ମାନେ ମଧ୍ୟ ଦେଖି ବେଶ ଖୁସି ହେଉଥିବା କଥା କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment