Odia Recip – ଥରେ ମାତ୍ର ମୋ ଷ୍ଟାଇଲରେ ମାଂସପରି ବନେଇ ଖାଇ ଦେଖନ୍ତୁ ପଣସକଠା… ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ
ପଣସ କଠା ତରକାରୀ ପାଇଁ ଏକ ମିଡିଅମ ସାଇଜର କସି ପଣସ ନିଅନ୍ତୁ ତାହାକୁ ଫାଳ କରି ତାର ବାହାର କରି ନିଅନ୍ତୁ । ଏବେ ତାହାକୁ ଛୋଟ ଛୋଟ ପିସ୍ କରି ଦିଅନ୍ତୁ , ଏକ ବାଉଲରେ ଦୁଇ କପ ପାଣି ଓ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । କାଟି କରି ରଖିଥିବା ପଣସ କଠାକୁ ସେଥିରେ ପକାଇ ଦିଅନ୍ତୁ । ଏହା କରିବା ଦ୍ୱାରା ପଣସ କଠାର କଲର … Read more