ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ ପ୍ରତି ଏପିଶୋଡ଼ କୁ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ?
ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଆମ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଜଗତର ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଅପେକ୍ଷା କୁନି କଳାକାର ମାନଙ୍କୁ ଦେଖିବା କୁ ବହୁତ ପସନ୍ଦ କରିଥାଉ। କାରଣ ସେମାନଙ୍କ ର ଅଭିନୟ ଆମକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଦେଖିବାକୁ ଭଲ ଲାଗେ। ତେବେ ଆପଣ ମାନେ ଏ ମଧ୍ୟ ଦେଖୁଥିବେ କି ଅନେକ କୁନି ତାରକା ମାନେ ଛୋଟ ବୟସ ରୁ ଟିଭି ରେ ସିରିଏଲ କରନ୍ତି ଏବଂ … Read more