ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! “ସତ ହେଲା କି ମାଳିକା ବଚନ ? ସମୁଦ୍ର କୂଳରେ ଲାଗିଲା ସୁନାର ରଥ… ଦେଖନ୍ତୁ Video
ବନ୍ଧୁଗଣ ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ସମୁଦ୍ରରେ ଦେଖିବାକୁ ମିଳିଥିଲା।ପରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ଯ ଚକିତ ହୋଇ ପଡୁଛନ୍ତି। ତେବେ ଏହି ଭିଡିଓ ରେ ଯାହା ଦେଖିବା ପାଇଁ ମିଳିଛି, ସମୁଦ୍ର କୂଳରେ ଥିବା ଲୋକମାନେ ଏହି ରଥକୁ ଦେଖି ରଥକୁ ପାଣି ଭିତରୁ ଟାଣି ଟାଣି କୂଳକୁ … Read more