ଏବେ ଏବେ ସାମ୍ନାକୁ ଆସିଲା ବଡ଼ ଖବର ! ୯୦୮ ଦିନର ରେକର୍ଡ କରି ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନଦେଖନ୍ତୁ ,ଏହି Viral ଭିଡ଼ିଓ ଟିକୁ…
ଫେରିଲା ମାନବ ବିହୀନ ବିମାନ। ପୃଥିବୀ ପୃଷ୍ଠକୁ ଫେରି ଆସିଛି ମାନବ ବିହୀନ ସମାରିକ ମହାକାଶ ବିମାନ।୯୦୮ ଦିନର ରେକର୍ଡ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିଛି ଏହି ମାନବ ବିହୀନ ବିମାନ। ଆମେରିକାର ଏହି ସାମରିକ ମହାକାଶ ବିମାନ ପୃଥିବୀ ପୃଷ୍ଠକୁ ଫେରି ଆସିଛି। ଏହାର ଷଷ୍ଠ ମିଶନ ପୂରଣ କରି ଶନିବାର ଭୋର ପୃଥିବୀ ପୃଷ୍ଠକୁ ଫେରି ଆସିଛି ଏହି ମାନବ ବିହୀନ ବିମାନ ଆଉ ୯୦୮ ଦିନର ରେକର୍ଡ କରିଛି। ତେବେ ବିମାନଟି … Read more